ବଦଳିଲେ ଏକାଧିକ ବରିଷ୍ଠ ଆଇପିଏସ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି।। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅଦଳବଦଳ ନିର୍ଦ୍ଦେଶନାମା ଜାରି ହୋଇଛି । ୧. ହିମାଂଶୁ ଲାଲ ଆଇଜି ଇଓଡବ୍ଲ୍ୟୁ ଓ…

ଏବେ କମ୍ପିବ ରାମଲୀଳା ମୈଦାନ, ସଂରକ୍ଷଣ ହଟାଓ ଆନ୍ଦୋଳନକୁ ଦିଲ୍ଲୀ ପୁଲିସର ଅନୁମତି

ଦିଲ୍ଲୀ ପୁଲିସ ଶୁକ୍ରବାର ରାମଲୀଳା ମୈଦାନରେ ‘ସଂରକ୍ଷଣ ହଟାଓ ଆନ୍ଦୋଳନ’ ଅନ୍ତର୍ଗତ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ଦେଇଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଲୋକଙ୍କୁ ସଭାସ୍ଥଳରେ ଏକତ୍ରିତ ହେବାକୁ ଅନୁମତି ମିଳିଛି। ପୁଲିସ କହିଛି ଯେ, ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ…

କମିଲା ବନ୍ୟାଜଳ , ହୀରାକୁଦ ବନ୍ଦ କଲା ୪ ଗେଟ୍‌

ଭୁବନେଶ୍ୱର (ରାଜ୍ୟ କାହାଣୀ )ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି ମିଶି ସମୁଦାୟ ୬ଟି ସ୍ଲୁଇସ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୯ ଓ…

କିନ୍ନର ବେଶରେ ଘରେ ପଶିଲେ ଯୁବକ, ଏକା ଥିବା ମହିଳାଙ୍କୁ ଦୁଷ୍କର୍ମ କରି ଫେରାର

ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ ମୁମ୍ବାଇର ପୋଓ୍ୱାଇ ଅଞ୍ଚଳରେ । ଘଟଣାରେ ପୋଲିସ ୨୮ ବର୍ଷୀୟ ଅଭିଯୁକ୍ତଙ୍କୁ…

ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତରେ ନବୀନଙ୍କ ଶୋକ

ଭୁବନେଶ୍ଵର (ରାଜ୍ୟ କାହାଣୀ )ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି ।   କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତରେ…

ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ନେଇ ASIର ତଦାରଖ

ଭୁବନେଶ୍ୱର (ରାଜ୍ୟ କାହାଣୀ )କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ନେଇ ASIର ତଦାରଖ । ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପ୍ରସଙ୍ଗରେ ASI ଗ୍ରହଣ କରିଛି ବଡ଼ ପଦକ୍ଷେପ । ମନ୍ଦିର ଭିତରୁ ବାଲି ବାହାର କରିବା କାର୍ଯ୍ୟର ଅନୁଧ୍ୟାନ ପାଇଁ ASIର…

ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଦୁଃଖଦ ଖବର । ଚିରନିଦ୍ରାରେ ପ୍ରଣବ ପଟ୍ଟନାୟକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଦୁଃଖଦ ଖବର । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ…

ୟେମେନ୍ ଓ ସୋମାଲିଆ ଉପକୂଳରୁ ୨ଟି ସାମୁଦ୍ରିକ ଜାହାଜ ଅପହରଣ

ଆଫ୍ରିକା ମହାଦେଶର ହୋର୍ଣ୍ଣ ଅଫ୍ ଆଫ୍ରିକା ଅଞ୍ଚଳରେ ପୁଣି ଥରେ ସାମୁଦ୍ରିକ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ୟେମେନ୍ ଏବଂ ସୋମାଲିଆ ଉପକୂଳରୁ ପୃଥକ୍ ପୃଥକ୍ ଘଟଣାରେ ୨ଟି ବାଣିଜ୍ୟିକ ଜାହାଜକୁ ଅପହରଣ କରାଯାଇଛି,M.T. Sibu 1 ନାମକ ଏକ ତୈଳ ଉତ୍ପାଦ ଟ୍ୟାଙ୍କର୍‌ ୟେମେନ ଉପକୂଳରୁ…

ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ ଘଟଣା,କ୍ଷମା ମାଗିଲେ ଅନଲାଇନ୍ ଅଟୋ ଚାଳକ ସଙ୍ଘ ସଭାପତି

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜଧାନୀରେ ଓଲା-ଉବେର ଚଳାଚଳ ପ୍ରାୟତଃ ବନ୍ଦ । ଆପରେ ଖୋଜିଲେ, ଅଳ୍ପ କିଛି ଅଟୋ କି ଟ୍ୟାକ୍ସି ମିଳୁଛି । କିନ୍ତୁ ଦେଢ଼ଗୁଣା ଦର କଷୁଛନ୍ତି ଏହି ଅନଲାଇନ୍ ପରିବହନ ସଂସ୍ଥା । କେବଳ ଅନଲାଇନ୍ କାହିଁକି, ଅଫଲାଇନରେ ଗଲେ ବି ଯାତ୍ରୀଙ୍କୁ ଶୋଷୁଛନ୍ତି ଡ୍ରାଇଭର ।…

ଲୋମଟାଙ୍କୁରା ହତ୍ୟା ! ଗୁଣିଗାରେଡ଼ି ପାଇଁ ସାଙ୍ଗକୁ ବଳି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଘର ଭିତରେ ତମ୍ବା ନାଗ। ପଥରରେ ଲାଗିଛି ସିନ୍ଦୂର। ତଳେ ପଡ଼ିଛି ଫୁଲ ଏବଂ ପୂଜା ସାମଗ୍ରୀ। ପାଖରେ ପୋତା ଯାଇଛି କଟା ମୁଣ୍ଡ। ପାରିପାର୍ଶ୍ବିକ ଅବସ୍ଥାରୁ ନରବଳି ଦିଆଯାଇଘରେ ଗୁଣିଗାରେଡ଼ି ବିଦ୍ୟା କରୁଥିବା ସନ୍ଦେହ । ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି…