କୋଣାର୍କ ବେଳାମାର୍ଗରେ ମହିଳାଙ୍କ ଗଲାକଟିବା ଘଟଣାରେ  ଅଭିଯୁକ୍ତ ଗିରଫ କଲା ପୋଲିସ । 

ରାଜ୍ୟ କାହାଣୀ (ଭୁବନେଶ୍ଵର)ଅଭିଯୁକ୍ତ ଜଣଙ୍କ ଗୋପ ଥାନା ନୂଆହାଟ ଅଞ୍ଚଳ କୋରୁଆଳ ଗ୍ରାମର ସମୀର ରଞ୍ଜନ ସାହୁ । ମୋବାଇଲ ଟ୍ରାକ କରି ଗୋପ,କୋଣାର୍କ, ଚାରିଛକ ଥାନା ଏବଂ ସ୍ପେଶାଲ ସ୍କ୍ୱାଡ଼ ମିଳିତ ସହଯୋଗରେ ସମୀର କୁ ଗାଁରୁ ଉଠାଇ ଆଣିଲା ପୋଲିସ।ଅଧିକ ତଦନ୍ତ ପାଇଁ ସମୀରକୁ ରାମଚଣ୍ଡୀ ପୋଲିସ କୁ ହସ୍ତାନ୍ତର କଲା ଗୋପ ପୋଲିସ।ଗତକାଲି କୋଣାର୍କ ବେଳାମାର୍ଗ କଇଁଛଘର ନିକଟରେ ମହିଳାଙ୍କ ଗଲାକାଟି ଫେରାର ହୋଇଯାଇଥିଲା ଅଭିଯୁକ୍ତ।ସମିର କହିବ ଆଉ କିଏ କିଏ ରହିଛନ୍ତି ମହିଳା ଙ୍କ ଗଳାକାଟିବା ପଛରେ। କିଏ ଡାଟିଥିଲା କିଏ ଗଳା କାଟିଲା କଣ ରହିଛି ରହସ୍ୟ ସବୁ କହିବକି ସମିର।

You might also like