ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା। ସମୀର ସାହୁଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ରାଜ୍ୟ କାହାଣୀ (ଭୁବନେଶ୍ୱର )ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।୩ ଦିନିଆ ରିମାଣ୍ଡ ଆବେଦନ ମଞ୍ଜୁର କଲେ ଜିଲ୍ଲା ଦୌରାଜଜ।ଏଫ୍‌ଏମ୍‌ ଛାତ୍ରୀ ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ HOD ସମୀର ସାହୁ। ଜୁଲାଇ ୧୨ ତାରିଖରେ ସମୀରଙ୍କୁ କଲେଜ ପରିସରରରୁ ଗିରଫ ହୋଇଥିଲେ ।ଅଧ୍ୟାପକ ସମୀର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଥିଲେ ଛାତ୍ରୀ। ଏନେଇ ସମୀରଙ୍କୁ ଗିରଫ କରିଥିଲା ସହଦେବଖୁଣ୍ଟା ଥାନା ପୋଲିସ। ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବ ।

You might also like