ଭୁବନେଶ୍ୱର(ରାଜ୍ୟକାହାଣୀ)ସ୍ବେଛାକୃତ ଅବସର ନେଲେ ୫ଟି ସଚିବ ଭି କେ ପାଣ୍ଡିଆନ। ସ୍ବେଛାକୃତ ଅବସର ପାଇଁ ଗତ ୨୦ତାରିଖରେ ରାଜ୍ୟସରକାରଙ୍କ ନିକଟରେ ସେ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର କେନ୍ଦ୍ର କର୍ମୀକ ବିଭାଗକୁ ପଠାଇଥିଲେ ରାଜ୍ୟ ସରକାର ପଠାଇଥିବା ପାଣ୍ଡିଆନଙ୍କ ଆବେଦନ ଉପରେ ଅନୁମତି ଦିଆଯାଇଛି। ଅର୍ଥାତ ଭି କେ ପାଣ୍ଡିଆନ ଙ୍କ ସ୍ବେଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ବହୁ ଦିନ ଧରି ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ରାଜନୈତିକ ଚର୍ଚା ଜୋର ଧରିଥିଲା।