ବଢୁଛି ସୁନା ଏବଂ ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୧,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୨,୬୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୧,୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୦୨,୬୦୦ ଟଙ୍କାକୁ ପହଞ୍ଚିଛି ।ଗୋଟିଏ ପଟେ ସୁନାର ମୂଲ୍ୟ ହ୍ରାସ ପାଇଥିବା ବେଳେ, ରୂପା ନିରନ୍ତର ମହଙ୍ଗା ହେଉଛି। ୧୨ ରୁ ୧୩ ସେପ୍ଟେମ୍ବର ମଧ୍ୟରେ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ₹ ୩,୧୦୦ ବୃଦ୍ଧି ପାଇଛି। ବର୍ତ୍ତମାନ, ରୂପା ପ୍ରତି କିଲୋଗ୍ରାମ ₹ ୧,୩୩,୦୦୦ ର ରେକର୍ଡ ସ୍ତରକୁ ପହଞ୍ଚିଛି।

You might also like