ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷାର ।ବିଧାନସଭାରେ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର କିଛି ଏମିତି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ୨୦୨୫ରେ ୨୨ଟି କମ୍ପାନୀର ୮୮ ସାମ୍ପଲ ଯାଞ୍ଚ କରାଯାଇଥିଲା । ସେଥିରୁ ୮୦ଟି ସାମ୍ପଲ ଠିକ, ୮ଟି ନମୁନା ନିମ୍ନମାନର ବୋଲି ଜଣାପଡିଛି । ୧୦ଟି ଓଡିଶାର କମ୍ପାନୀ , ୧୨ଟି ରାଜ୍ୟ ରାହାର କମ୍ପାନୀ ରହିଛି ।