Browsing Tag

SOA AMONG THE FINEST UNIVERSITIES

ସୋଆ ଉତ୍କର୍ଷତାର ପ୍ରତୀକ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର(ରାଜ୍ୟକାହାଣୀ): ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ ବୁଧବାର ଅନେକ ବିଶିଷ୍ଟ ଶିକ୍ଷାବିତ୍ ଉଚ୍ଚ ପ୍ରଶଂସା କରିବା ସହ ସମାଜ ପ୍ରତି ଏହି ଶିକ୍ଷାନୁଷ୍ଠାନର ବିଶାଳ ଅବଦାନ