Browsing Category
ରାଜ୍ୟ କାହାଣୀ
ବିଜେପି ଜିଲ୍ଲା ସଭାପତି ଘୋଷଣା, ରାଜ୍ୟ ସଭାପତି କେବେ?
ଭୁବନେଶ୍ୱର(ରାଜ୍ୟକାହାଣୀ ) ଘୋଷଣା ହେଉଛି ବିଜେପିର ଜିଲ୍ଲା ସଭାପତିଙ୍କ ନାଁ ।ଗଞ୍ଜାମ ଜିଲ୍ଲା ସଭାପତି ହୋଇଛନ୍ତି ସରୋଜ ସାବତ । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛି ପାର୍ଟି । ସର୍ବ ସହମତିରେ ସଭାପତି ଘୋଷଣା କରିବା ପାଇଁ ଦିଆଯାଇଛି ନିର୍ଦ୍ଧେଶ ।ଶ୍ରୀବତ୍ସ!-->…
ଗୋପାଳପୁରରେ ସଫଳ ହେଲା ପରୀକ୍ଷଣ
ଭୁବନେଶ୍ୱର(ରାଜ୍ୟକାହାଣୀ ) ଆକାଶରେ ଶକ୍ତି ଦେଖାଇଲା ସ୍ବଦେଶୀ ମିଶାଇଲ ‘ଆକାଶ’ । ଓଡିଶା ଉପକୂଳ ଗୋପାଳପୁର ସମନ୍ବିତ କ୍ଷେପାଣାସ୍ତ୍ର ଘାଟିରେ ଏହି ସ୍ବଦେଶୀ ମିଶାଇଲର ପରୀକ୍ଷା କରାଯାଇଥିବା ବେଳେ, ପରୀକ୍ଷଣ ସଫଳ ହୋଇଛି । ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ କରିବାରେ ନିଖୁଣ!-->…
କୋଣାର୍କରେ ପୋକରା କାଜୁ ବିକି ପର୍ଯ୍ୟଟକଙ୍କୁ ଲୁଟ୍ କଲେ ବେପାରୀ
ଭୁବନେଶ୍ୱର(ରାଜ୍ୟକାହାଣୀ ) କୋଣାର୍କ ରେ ଏବେ ପର୍ଯ୍ୟଟକଙ୍କୁ ବିଭିନ୍ନ ପ୍ରକାର ଅଖାଦ୍ୟ ବିକ୍ରି ଚାଲିଛି, ସବୁଠାରୁ ବଡକଥା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ପ୍ରତିଦିନ ଚଢାଦରରେ କାଜୁ ବିକୁଛନ୍ତି କାଜୁ ବେପାରୀ, କିଲୋ ପିଛା ୪ଶହ ୫୦ଟଙ୍କାରୁ ୮ଶହଟଙ୍କା ନେଉଥିବା ବେଳେ ସୂର୍ଯ୍ୟ ମନ୍ଦିର!-->…
ବିଶ୍ୱର ସୁଉଚ୍ଚ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ
ବିଶ୍ଵର ସର୍ବୋଚ୍ଚ ରେଳ ପୋଲ ଚେନାବ ସେତୁ ଉପରେ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଶନିବାର ଭାରତୀୟ ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ବା ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରାଯାଇଛି। କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ!-->…
ହାତୀକୁ ବୋମାମାଡ଼,ରାସ୍ତାକଡ଼ କ୍ଷେତରେ ପଡିରହିଛି ମୃତ ଦନ୍ତା ।
ଭୁବନେଶ୍ୱର(ରାଜ୍ୟକାହାଣୀ ) ହାତୀକୁ ବୋମାମାଡ଼,ରାସ୍ତାକଡ଼ କ୍ଷେତରେ ପଡିରହିଛି ମୃତ ଦନ୍ତା । ବୋମାମାଡ଼ରେ ଦନ୍ତାହାତୀ ଗୁରୁତର ଆହତ ହୋଇ ପଡିରହିଥିଲା । ସୁନ୍ଦରଗଡ଼ ଉଜ୍ବଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବି କରୁଆବହାଲ ରାସ୍ତା କଡ଼ ଘର ନିକଟରେ ପିଡ଼ିଥିଲା । ଲୋକଙ୍କ କହିବା ଅନୁସାରେ!-->…
ଆଜି ଜାତୀୟ ପର୍ଯ୍ୟଟନ ଦିବସ
ଭୁବନେଶ୍ୱର(ରାଜ୍ୟକାହାଣୀ ) ଆଜି ହେଉଛି ଜାତୀୟ ପର୍ଯ୍ୟଟନ ଦିବସ । ପ୍ରକୃତି ନିଜ କୋଳରେ ସଜାଇ ରଖିଥିବା ଦର୍ଶନୀୟ, ଆକର୍ଷଣୀୟ ମନଲୋଭା ସ୍ଥାନକୁ ଦେଖି ଆନନ୍ଦ ଉଠାଇବା ସକାଶେ ଭ୍ରମଣ କରିବା ପ୍ରୋତ୍ସାହନ ଦେବା ପାଇଁ ପାଳିତ ହୁଏ ଏହି ଦିବସ । ଏବେ ସାରା ବିଶ୍ୱରେ ପର୍ଯ୍ୟଟନ ହେଉଛି ଏକ!-->…
ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର । ୧୦୦ ଠେଙ୍ଗା କିଣା ହୋଇଛି ।
ଭୁବନେଶ୍ୱର(ରାଜ୍ୟକାହାଣୀ ) ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର । ୧୦୦ ଠେଙ୍ଗା କିଣା ହୋଇ ଥୁଆ ହୋଇଛି ।କିଛି ଏପରି ଏବେ ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିଶେଷ କରି ଆଗକୁ ଖଣ୍ଡଗିରି ଯାତ୍ରା ଆସିଥିବାରୁ!-->…
ଓଡ଼ିଶାର ୧୯ ଜଣ ‘ପୋଲିସ ପଦକ’ରେ ହେବେ ସମ୍ମାନିତ
ଭୁବନେଶ୍ୱର(ରାଜ୍ୟକାହାଣୀ ) ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତିଙ୍କ ପୁରସ୍କାର ଘୋଷଣା । ଓଡିଶାରୁ ୧୯ ପୋଲିସ ପାଇବେ ରାଷ୍ଟ୍ରପତି ପୁରସ୍କାର । ସାହସିକତା ପାଇଁ ୬ ପୋଲିସକୁ ମିଳିବ ପୁରସ୍କାର । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର। !-->…
ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଦ୍ବୀପରେ ହେବ ଗଣତନ୍ତ୍ର ଦିବସ ।
ଭୁବନେଶ୍ୱର(ରାଜ୍ୟକାହାଣୀ ) ଓଡ଼ିଶାରେ ପ୍ରଥମ ଥର ୧୦ ଦ୍ୱୀପରେ ପାଳନ ହେବ ଗଣତନ୍ତ୍ର ଦିବସ । ଏ ନେଇ ସୂଚନା ଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ସିନିୟର୍ ଅଫିସର ସବୁ ଦ୍ୱୀପକୁ ଯାଇ ସର୍ଭେ ସହ ଫଟୋଗ୍ରାଫି କରିବେ!-->…
କ୍ଷୀର ମୂଲ୍ୟ ୧ ଟଙ୍କା କମାଇଲା ଅମୁଲ
ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି। ଅମୁଲ ଗୋଲ୍ଡ, ଅମୁଲ ତାଜା ଏବଂ ଅମୁଲ ଟି ସ୍ପେଶାଲ ୧ କେଜି ପ୍ୟାକ୍ କ୍ଷୀରରେ ଏହି ଦର ହ୍ରାସ ଲାଗୁ କରାଯାଇଛି।ଏହି ନିଷ୍ପତ୍ତି ଉତ୍ପାଦନ ବ୍ୟୟ ହ୍ରାସ ଓ ବଜାରରେ ଦୁଗ୍ଧର!-->…