Browsing Category
ରାଜ୍ୟ କାହାଣୀ
ବାଘୁଣୀ ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ଏନଟିସିଏର ନିର୍ଦ୍ଦେଶ ।
ଭୁବନେଶ୍ୱର(ରାଜ୍ୟକାହାଣୀ) ଶିମିଳିପାଳ ସୀମା ଡେଇଁ ଝାଡଖଣ୍ଡ ପରେ ପଶ୍ଚିମବଙ୍ଗ ଚାଲିଯାଇଥିଲା ମରାଠା ବାଘୁଣୀ ଜିନ୍ନତ । ହେଲେ ଏବେ ତାକୁ ଟ୍ରାଙ୍କୁଲାଇଜ୍ କରି ଆଲିପୁର ଚିଡ଼ିଆଖାନାରେ ରଖାଯାଇଛି । ଅନ୍ୟପଟେ, ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି!-->…
ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ୧୭ବର୍ଷିୟ ନକଲି ଡାକ୍ତରଙ୍କୁ ଗିରଫ
ଭୁବନେଶ୍ୱର(ରାଜ୍ୟକାହାଣୀ) ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର। ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗରେ ଜଣେ ଯୁବକ ପ୍ରାୟ ୭ ଦିନ ହେବ ବେକରେ ଷ୍ଟେଥୋ ସ୍କୋପ ପକାଇବା ସହ ଆପ୍ରନ ପିନ୍ଧି ରୋଗୀ ମାନଙ୍କ ସେବା କରୁଥିଲେ। ତେବେ ଜଣେ କମ୍ ବୟସ୍କ ଯୁବକ କିଭଳି ଡାକ୍ତର ହୋଇପାରେ!-->…
ଆଜି ରାତି ୧୨ରୁ ଯାଞ୍ଚ ଆରମ୍ଭ ,ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ ।
ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ବର୍ଷର ଶେଷଦିନ । ଆଉ କେଇ ଘଣ୍ଟାପରେ ୨୦୨୪କୁ ବିଦାୟ ଦେଇ ପାଦ ଥାପିବ ୨୦୨୫ । ଆଜି ରାତି ୧୨ରେ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଜିରୋ ଆଓ୍ବାରରେ ସମୟରେ ମନମାନି କଲେ କଡା କାର୍ଯ୍ୟନୁଷ୍ଠାନ । ମଦ୍ୟପାନ କରି ଗାଡି ଚଳାଇଲେ ରଦ୍ଦ ହେବ ଲାଇସେନ୍ସ । ଏପରି କି!-->…
ରାଜ୍ୟର ୮ ଆଇପିଏସ୍ ଅଫିସରଙ୍କୁ ମିଳିଛି ପଦୋନ୍ନତି।
ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟର ୮ ଆଇପିଏସ୍ ଅଫିସରଙ୍କୁ ମିଳିଛି ପଦୋନ୍ନତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତି। ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି!-->…
୨୦ରୁ ହେବ ଶ୍ରୀ ମନ୍ଦିରରେ ଧାଡ଼ି ଦର୍ଶନ
ନୂଆବର୍ଷ ଆସୁଥିବାରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରରୁ ଲାଗିଥିବା ଲମ୍ବା ଧାଡ଼ି!-->…
୨୦୨୪ରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ୧୮୧ ସରକାରୀ ବାବୁ ।
ଭୁବନେଶ୍ୱର(ରାଜ୍ୟକାହାଣୀ) ୨୦୨୪ ମସିହାରେ ଭିଜିଲାନ୍ସ ଜାଲରେ ମୋଟ୍ ୧୮୧ ସରକାରୀ ବାବୁ ପଡ଼ିଛନ୍ତି । ଚଢାଉ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଲା ଭିଜିଲାନ୍ସ । ତେବେ ସରକାରୀ ବାବୁଙ୍କ ମଧ୍ୟରୁ ୫୦ ଜଣ କ୍ଲାସ୍ ୱାନ୍ ଅଫିସର ରହିଛନ୍ତି । ୬ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ,!-->…
ରାଜ୍ୟରେ ଆଜିଠୁ ବଢିବ ଶୀତ ।
ଭୁବନେଶ୍ୱର(ରାଜ୍ୟକାହାଣୀ) ଜାନୁଆରିର ପ୍ରଥମ ସପ୍ତାହରେ ରାଜ୍ୟରେ ଶୀତ ପ୍ରକୋପ ବଢିବା ସହ ଘନ କୁହୁଡି ଦେଖାଯିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର,!-->…
ରାଜ୍ୟରେ ଗଠନ ହେବା ଦରକାର ପୁରୁଷ କମିଶନ । ପିତୃମାତୃ କମିଶନ ମଧ୍ୟ ଜରୁରୀ
ଭୁବନେଶ୍ୱର(ରାଜ୍ୟକାହାଣୀ) ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ । ମହିଳା କମିଶନ ସ୍ଵାଗତଯୋଗ୍ୟ କିନ୍ତୁ ମହିଳା କମିଶନ ଯୋଗୁଁ ପୁରୁଷ ନିର୍ଯାତନା ବଢ଼ି ଚାଲିଛି । ଏହି ନିକଟରେ ଜଣେ ଇଂଜିନିୟର ଅତୁଲ ସୁବାଷଙ୍କ ସହ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ବିବାହ ବିଚ୍ଛେଦ ପରେ ବି!-->…
୩୮ ବର୍ଷ ହେଲାଣି ଏହି ଗାଁ ପାଳନ ହୁଅନି ନୂଆବର୍ଷ
ଭୁବନେଶ୍ୱର(ରାଜ୍ୟକାହାଣୀ) ପାହାଡି ଗାଁର ପଥୁରିଆ ମଣିଷର ହୃଦୟ କାନ୍ଦି ଉଠିଲା । ଯେତେବେଳେ ପିକନିକ୍ ଯାଇଥିବା ଗାଁ ପିଲାଙ୍କ ଗାଡି ବଦଳରେ ଆସିଲା ଶବର ପାହାଡ଼ । ୩୮ ବର୍ଷ ତଳର ସେ ଲୋମଟାଙ୍କୁରା ଘଟଣାକୁ ଏବେବି ଭୁଲି ନାହାନ୍ତି ଗାଁ ଲୋକେ । ନୂଆବର୍ଷ ଆସିଲେ ଏବେବି ଗାଁର କେହି ପିକନିକ୍!-->…
ଲୋକସେବା ଭବନରେ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି
ଭୁବନେଶ୍ୱର(ରାଜ୍ୟକାହାଣୀ) ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ ଯାଉଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ!-->…