Browsing Category

ରାଜ୍ୟ କାହାଣୀ

କେନ୍ଦ୍ର ସରକାରଙ୍କ ବାର୍ଷିକ କ୍ୟାଲେଣ୍ଡରରେ ତୁଳା ବେହେରାଙ୍କ ଫଟୋ

ଭୁବନେଶ୍ୱର(ରାଜ୍ୟକାହାଣୀ) ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। ସେ ପୁଣି କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଜାନୁୟାରୀ ମାସର। ସୂଚନାମୁତାବକ

ଗୁଣିଗାରେଡ଼ି ସନ୍ଦେହରେ ୩ଜଣଙ୍କୁ ହତ୍ୟା ମାମଲା : ୯ ଜଣଙ୍କୁ ଫାଶୀ ବଦଳରେ ଆଜୀବନ ଜେଲ୍

ଭୁବନେଶ୍ୱର(ରାଜ୍ୟକାହାଣୀ) ମୃତ୍ୟୁ ଦଣ୍ଡାଦେଶକୁ କୋହଳ କଲେ ହାଇକୋର୍ଟ | ୯ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରିଛନ୍ତି ହାଇକୋର୍ଟ |ମୃତ୍ୟୁଦଣ୍ଡ ପରିବର୍ତ୍ତେ ହାଇକୋର୍ଟ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି | ଏହିସହିତ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ

୩ ଦିନ ହେଲାଣି ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ।  ଆବଶ୍ୟକ ପଡିଲେ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ସୋମବାର ରାତିରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଭୋଗ ଲାଗିନାହିଁ । ମନ୍ଦିର ପ୍ରଶାସନ ପ୍ରତି ଥର ଭଳି ଏଥର ମଧ୍ୟ ତାଳିପକା ସମାଧାନ ଉଦ୍ୟମ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନି । ମଙ୍ଗଳବାର ରାତିଯାଏଁ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ଦୁଇ ଦିନ ହେଲା ଠାକୁରଙ୍କୁ

ବାଘୁଣୀ ରୂପାର ଧଳା ଛୁଆ ଅସୁସ୍ଥ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ନନ୍ଦନକାନନରେ ଅସୁସ୍ଥ ହେଲା ବାଘୁଣୀ ରୂପାର ଧଳା ଛୁଅ। ମା' ରୂପା ଠାରୁ ଅଲଗା ହେଲେ ଅଢେଇ ମାସର ଛୁଆ । ଜନ୍ତୁ ଲାଳନ ପାଳନ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି ।ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ସୂଚନା ଦେଇଛନ୍ତି । ୨୦୨୪ ନଭେମ୍ବର ୨

ଏହି ଦିନଠୁ ଅଧିକ ବଢିବ ଥଣ୍ଡା:୨ରୁ ୩ଡିଗ୍ରୀ ହ୍ରାସ ହେବ ତାପମାତ୍ରା

ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ପାଖାପାଖି ରହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ବୁଧବାର ରାଜ୍ୟର କିଛି ସ୍ଥାନରେ ଅଧିକ କୁହୁଡ଼ି ଦେଖାଯାଇଛି । ଆଜି କଳାହାଣ୍ଡି, କନ୍ଧମାଳ

ଆଜିଠୁ ବୟସ୍କକୁ ମିଳିବ ୩୫ ଶହ ଟଙ୍କା ଭତ୍ତା

ଭୁବନେଶ୍ୱର(ରାଜ୍ୟକାହାଣୀ) ସାମିଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା । ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି ।ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ବୃଦ୍ଧଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା ।୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୮୦%

କଠୋର ହେଲା ବିସିସିଆଇ, ଟୁର୍ଣ୍ଣାମେଣ୍ଟ ବେଳେ ପତ୍ନୀଙ୍କୁ ନେଇ ବିଦେଶ ଗସ୍ତ ମନା

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୧-୩ରେ ସିରିଜ ପରାସ୍ତ ହେବା ପରେ ବିସିସିଆଇ କ୍ରିକେଟର ଓ ସେମାନଙ୍କ ପରିବାର ପାଇଁ କଠୋର ନିୟମ ଜାରି କରିଛି। ନୂଆ ନିୟମ ଅନୁଯାୟୀ, ଯଦି କୌଣସି ସିରିଜ୍ ୪୫ ଦିନ କିମ୍ବା ତା’ ଠାରୁ ଅଧିକ ହେଲେ, ଏହି ସମୟରେ ପରିବାରକୁ ତାଙ୍କ ସହିତ

ଆଜି ଦେଶ ପାଳୁଛି ୭୭ତମ ଭାରତୀୟ ସେନା ଦିବସ  

ଆଜି ହେଉଛି 'ଆର୍ମି ଡେ' (Army Day 2025) ବା ସ୍ଥଳସେନା ଦିବସ । ଦେଶ ପାଳୁଛି ଗୌରବମୟ 77 ତମ ଆର୍ମି ଡେ । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ ।ଏହି ଦିନ ସେନା ଦିବସ ପାଳନ କରିବାର କିଛି ଖାସ କାରଣ ବି ରହିଛି ।  କାରଣ ଏହି ଦିନ ଅର୍ଥାତ ୧୯୪୯ ମସିହା

ଗେଷ୍ଟଙ୍କୁ ରଷିଆନ ଯୁବତୀ ଗିଫ୍ଟ ଦେଉଥିଲେ ଠକ ଦମ୍ପତି

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀରୁ ଗିରଫ ହାଇ ପ୍ରୋଫାଇଲ ଠକ ଦମ୍ପତିଙ୍କ ଗୁମର ଖୋଲୁଛି କମିଶନରେଟ ପୋଲିସ । କେମିତି ଦୁଇ ବର୍ଷରେ ଶହେ କୋଟି ଟଙ୍କାର ସମ୍ପତ୍ତି ତିଆରି କଲେ ତାର ଖିଅ ଖୋଜୁଛି ତଦନ୍ତକାରୀ ଟିମ । ତେବେ ଜନ୍ମଦିନ ପାର୍ଟିରେ ରଷିୟାନ ଯୁବତୀ ଆଣି ଅତିଥିଙ୍କୁ ଗିଫ୍ଟ କରୁଥିଲେ

ଏଣିକି ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ମନା। 

ଭୁବନେଶ୍ୱର(ରାଜ୍ୟକାହାଣୀ) ଖଣ୍ଡଗିରି ଯାତ୍ରା ପରିବେଷଣରେ ଅଶ୍ଲୀଳତାକୁ ନାଁ। ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ ହେବ। କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବନି।ଏହି ମେଳା ପୂର୍ବରୁ ଯାତ୍ରାରେ ଆଇଟମ୍ ଡ୍ୟାନ୍ସ, ଡବଲ୍ ମିନିଙ୍ଗଗ୍ ଡାଇଲଗ୍ ଉପରେ କଟକଣା ଲାଗୁ କରାଯାଇଛି