Browsing Category
ସ୍ୱାସ୍ଥ୍ୟ
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି
ଘରୁ ବାହାରିଲେ ବିଭିନ୍ନ ନାମୀଦାମୀ କଂପାନୀର ଠିପି ବନ୍ଦ ପାଣି ବୋତଲ ଉପରେ ଆଖି ବନ୍ଦ କରି ଆମେ ଭରସା କରୁଛୁ। ତେବେ ୨୦ ଟଙ୍କାରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଥିବା ବୋତଲ ପାଣି କେତେ ଶୁଦ୍ଧ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ପାଣି ବୋତଲକୁ ହାଇ ରିସ୍କ ଫୁଡ୍ କ୍ୟାଟେଗୋରିରେ ସାମିଲ!-->…
ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ
ଭୁବନେଶ୍ୱର(ରାଜ୍ୟକାହାଣୀ) କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା!-->…
ଆଜି ହେଉଛି ‘ବିଶ୍ୱ ଷ୍ଟ୍ରୋକ୍ ଦିବସ’।
ଭୁବନେଶ୍ୱର(ରାଜ୍ୟକାହାଣୀ)ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍ ଦିବସ’। ଏ ବର୍ଷର ଥିମ୍ ରହିଛି-‘ଗ୍ରେଟର ଦ୍ୟାନ୍ ଷ୍ଟ୍ରୋକ୍, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍ର ଅନ୍ୟନାମ ବ୍ରେନ୍!-->…
ଗୁଣବର୍ତ୍ତା ପରୀକ୍ଷାରେ ବିଫଳ କ୍ୟାଲସିୟମ ଓ ଭିଟାମିନ ଡିଥ୍ରୀ
କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି-୩ ସମେତ କଫ୍ ସିରପ୍, ମଲ୍ଟିଭିଟାମିନ୍ ଏବଂ ଆଣ୍ଟି ଏଲର୍ଜି ଔଷଧ ସାମିଲ୍!-->…
ସାବଧାନ ! ବଜାରରେ ମିଳୁଛି ନକଲି ଆଳୁ
ଖାଦ୍ୟ ନିରାପତ୍ତା ଓ ଔଷଧ ପ୍ରଶାସନର ଏକ ଟିମ୍ ପ୍ରାୟ ୨୧ କ୍ୱିଣ୍ଟାଲ୍ ନକଲି ଆଳୁ ଜବତ କରିଛି। ଏକ ରିପୋର୍ଟ ଅନୁସାରେ ଧଳା ଆଳୁକୁ ଲାଲ ରଙ୍ଗ ଦେଇ ଏହାକୁ ଉଚ୍ଚ ଦାମ୍ରେ ବିକ୍ରି କରୁଛନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ । ବିଶେଷ କରି ଏହା କର୍କଟ ରୋଗର କାରଣ ପାଲଟିଥାଏ।!-->…
ଦେଶରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା ।
ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରେ ମୁଖ ଗହ୍ବର କର୍କଟ ବା ମାଉଥ କ୍ୟାନ୍ସର ରୋଗରେ ସର୍ବାଧିକ ପୀଡ଼ିତ ରହିଛନ୍ତି। ସେହିପରି ଭାରତରେ ପୁରୁଷଙ୍କଠାରେ ମୁଖ ଗହ୍ବର କର୍କଟ ମାମଲା ସର୍ବାଧିକ ସାମ୍ନାକୁ ଆସୁଥିବାବେଳେ ମହିଳାଙ୍କଠାରେ ସ୍ତନ କର୍କଟ ମାମଲା!-->…
କୋଭିଡ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା
?????????(???????????)????? ??????? ????? ???? ??? ????? ????? ????? ????? ??? ?? ????? ?? ????? ????? ???? ??????? ????? ??????? ? ?????????? ?? ???? ????? ??????? ??? ?????? ??????? ??? ??????? ???? ??? ?????? ??????? ????? ???????? ?
!-->!-->…
କିମ୍ସ କ୍ୟାନ୍ସର୍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ୍ ସେବା
?????????(???????????)????? ??????? ???? ???? ??? ? ??????? ?? ????????? ????? ????? ?????? ??????????? ??????? ????????? ????????? ????????? ???? ? ????? ????? ????? ??????? ???? ??????????? ?????? ??? ????? ????????? ?????? ??????? ?!-->…
କିମ୍ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ
?????????(???????????)????? (??????) ????? ?? ?????????????? ????? ????? ??????????? ?????? ????? ?????? ??? ?????? ??????? ?????????? ??????????? ??????? ????? ????????? ??? ?????? ??????? ???? ?????? ???? ????????? ??????? ? ???????!-->…
ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଲୋକାର୍ପିତ
?????????(???????????)????????????? ????????? ?? ?? ?????????????? ??????? ???? ???????????? ???? ???????? ??? ????????? ??????? ??????? ???? ?? ?? ??? ???????? ??? ??? ???????????? ??????????? ???? ????? ??????????? ????? ???? ???? ? ??!-->…