Browsing Category
ଦେଶ ବିଦେଶ
ପୂର୍ବତନ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ଖୁଲାସା
ହେଲିକପ୍ଟର ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ତିନିବର୍ଷ ପରେ ଆସିଛି ତାଙ୍କ ମୃତ୍ୟୁ ପଛର କାରଣ। ଏହି ଦୁର୍ଘଟଣାରେ ଜେନେରାଲ ରବତଙ୍କ ସ୍ତ୍ରୀ ମଧୁଲିକା ରାୱତ ସମେତ 13 ଜଣଙ୍କର ମୃତ୍ୟୁ ଘଟିଥିଲା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ!-->…
ଠେଲାପେଲା ଘଟଣାରେ ରାହୁଲଙ୍କ ବିରୋଧରେ ମାମଲା
ଲୋକସଭାର ବିରୋଧୀ ଦଳ ନେତାଙ୍କ ବିରୋଧରେ ଥାନାରେ ଏତଲା । ବିଜେପି ତରଫରୁ ଗୁରୁବାର ଦିନ ସଂସଦ ମାର୍ଗରେ ଥିବା ଥାନାରେ ଏତଲା ହୋଇଛି । ସଂସଦ ପରିସରରେ ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରି ପକାଇଦେବା ମାମଲାରେ ବିଜେପି ଥାନାରେ ଲିଖିତ ଅଭିଯୋଗ କରିଛି । ବିଜେପିର ସାଂସଦ ବାଂସୁରୀ!-->…
ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ବିରାଟକାୟ ସାର୍କ ମାଛ ।
ପଶ୍ଚିମବଙ୍ଗ ଦିଘା ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ବିରାଟକାୟ ସାର୍କ ମାଛ । ଯାହାର ଓଜନ ପ୍ରାୟ ୩ କ୍ବିଣ୍ଟାଲ ହେବ ବୋଲି ଜଣାପଡ଼ିଛି । ମାଛଟି ୭ ଫୁଟ ଲମ୍ବର । ଏହି ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ଦୀଘା ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ରରେ!-->…
ଗେଟ୍ୱେ ଅଫ୍ ଇଣ୍ଡିଆ ନିକଟରେ ଓଲଟିଲା ବୋଟ୍, ୪୦ ନିଖୋଜ
ମୁମ୍ବାଇ ଗେଟ୍ ପାଖରେ ବୁଡିଲା ବୋଟ୍ । ଯାତ୍ରୀରେ ପରିପୂର୍ଣ୍ଣ ଏକ ବୋଟ୍ ବୁଧବାର ମୁମ୍ବାଇ ସ୍ଥିତ ଇଣ୍ଡିଆ ଗେଟ୍ ପାଖରେ ବୁଡିଯାଇଚି । ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବୋଟ୍ ଓଲଟି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୩୯ ଜଣଙ୍କୁ ସନ୍ଧାନ!-->…
କ୍ୟାନସର୍ ରୋଗୀଙ୍କ ପାଇଁ ଖୁସି ଖବର: ପ୍ରସ୍ତୁତ ହେଲା କ୍ୟାନ୍ସର୍ ଟିକା
ସାରା ବିଶ୍ୱକୁ କଲବଲ କରୁଛି କର୍କଟ ଭଳି ଗମ୍ଭୀର ରୋଗ । ଅଧିକାଂଶ ଲୋକ ଏହି ରୋଗରେ ପୀଡିତ । ଏଭଳି ପରିସ୍ଥିତିରେ ଋଷ ଦାବି କରିଛି ଯାହା ସମଗ୍ର ବିଶ୍ୱ ପାଇଁ ଆରାମର ଖବର ଅଟେ । ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍ସର୍ ଟିକା ପ୍ରସ୍ତୁତ କରିଛୁ, ଯାହା ୨୦୨୫ରୁ ସମସ୍ତ ନାଗରିକଙ୍କ ପାଇଁ!-->…
ସନ୍ତାନ ପାଇବା ଆଶାରେ କୁକୁଡା ଚିଆଁକୁ ଗୋଟା ଗିଳିଲେ
ସନ୍ତାନ ପାଇବା ଆଶାରେ ଯୁବକଙ୍କ ଅଜବ କାଣ୍ଡ । କୁକୁଡା ଚିଆଁକୁ ଗୋଟା ଗିଳିଦେବା ପରେ ଜଣେ ୩୫ ବର୍ଷର ଯୁବକଙ୍କ ଜୀବନ ଯାଇଛି । ତେବେ ସେ କୁକୁଆ ଚିଆଁ ବଞ୍ଚିଯାଇଛି । ସୀମାନ୍ତ ଛତିଶଗଡରେ ଏକ ଅଜବ ଗଜବ ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ସାରା ରାଜ୍ୟ ସହ ପଡୋଶୀ ମାଲାକାନଗିରିରେ ବେଶ!-->…
ଏଣିକି ବିନା ଭିସାରେ ଯାଇ ହେବ ରୁଷିଆ
ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୂର୍ବ ଅପେକ୍ଷା ଭଲ ଏବଂ ମଜଭୁତ କରିବା ପାଇଁ ଅନେକ ସମୟରେ!-->…
ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ
ଭାରତର ବିଭିନ୍ନ ସହରର ଅନେକ ସ୍ଥାନରେ ଦିବ୍ୟାଙ୍ଗ ଏବଂ ଯାଯାବରମାନେ ଭିକ୍ଷାବୃତି କରିଥାନ୍ତି। ତେବେ କେତେକ ରାଜ୍ୟରେ ସହର ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ ସହିତ ସହରର ମୁଖ୍ୟସ୍ଥାନ ମାନଙ୍କରେ ଭିକ୍ଷାବୃତି ଉପରେ କଟକଣା ଲଗାଉଛନ୍ତି। ଏପରି ଏକ ଖବର ଆସିଛି ଭାରତର ସବୁଠୁ ପରିସ୍କାର ସହର!-->…
ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ
ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା!-->…
ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ
ନିଜ ତବଲାର ଧ୍ୱନୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ଘଟିଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ!-->…