Browsing Category

ଦେଶ ବିଦେଶ

ସୈଫ ଅଲ୍ଲୀ ଖାନଙ୍କ ଆକ୍ରମଣ ଘଟଣାରେ : ମେଳ ଖାଉନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ 

ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣକୁ ନେଇ ପୁଣି ଏକ ଦ୍ବନ୍ଦ୍ବ । ମେଳ ଖାଉନି ଆଙ୍ଗୁଠି ଚିହ୍ନ । କ୍ରାଇମ ସିନ୍‌ରୁ ତଦନ୍ତକାରୀ ଟିମ୍ ସଂଗ୍ରହ କରିଥିବା ସାମ୍ପଲ୍ ସହ ଅଭିଯୁକ୍ତ ସରିଫୁଲ୍ ଇସଲାମ୍ ଶେହଜାଦର କୌଣସି ଫିଙ୍ଗର୍ ପ୍ରିଣ୍ଟ ମେଳ ଖାଉ ନଥିବା ଜଣାପଡ଼ିଛି । ମୁମ୍ବାଇ ପୋଲିସ ଜାନୁଆରୀ

ବାଂଲାଦେଶକୁ ସହାୟତା ବନ୍ଦ କଲା ଆମେରିକା

ବାଂଲାଦେଶକୁ ମିଳୁଥିବା ସମସ୍ତ ପ୍ରକାରର ଆମେରିକୀୟ ସହାୟତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଥିବା ନେଇ ୟୁଏସଏଆଇଡି ଟ ଏକ ଚିଠି ଲେଖି ସୂଚନା ଦେଇଛି। ଏହା ବାଂଲାଦେଶର ୟୁନୁସ ସରକାରଙ୍କ ପାଇଁ ଏକ ବଡ଼ ଝଟକା ଭଳି।ଆମେରିକୀୟ ଏଜେନ୍ସି ୟୁଏସଏଆଇଡି ବାଂଲାଦେଶରେ ଚୁକ୍ତି,

ହ୍ୟାଣ୍ଡସେକ୍ କଲେ ଆସିପାରେ ଯୌନ ନିର୍ଯ୍ୟାତନା ଅଭିଯୋଗ

କାର୍ଯ୍ୟସ୍ଥଳରେ ହ୍ୟାଣ୍ଡସେକ୍ ପାଇଁ ବାଧ୍ୟ କରିବା ଯୌନ ନିର୍ୟ୍ୟାତନା । ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ଚେନ୍ନାଇ ହାଇକୋର୍ଟ । ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ୟ୍ୟାତନା ବୋଲି ମାଡ୍ରାସ୍‌ ହାଇକୋର୍ଟ କହିଛନ୍ତି ।

ଜିଓ ଭାରତ ଫୋନରେ ମିଳିବ ୟୁପିଆଇ ପେମେଣ୍ଟ ଆଲର୍ଟ

ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ବଜେଟ୍ ଫୋନ୍ ଜିଓ ଭାରତରେ ଏକ ନୂତନ ମାଗଣା ସେବା ଆରମ୍ଭ କରିଛି। ଜିଓସାଉଣ୍ଡପେ (JioSoundPay) ଗଣତନ୍ତ୍ର ଦିବସରେ ସେବା ଆରମ୍ଭ କରିବ । ଜିଓ ସାଉଣ୍ଡ ପେ’ରୁ ବିନା କୌଣସି ସାଉଣ୍ଡ ବକ୍ସରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଭାରତର ଯେକୌଣସି

ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଟ୍ରମ୍ପଙ୍କ ସହ କଥା ହେବାକୁ ପୁଟିନ ବ୍ୟଗ୍ର !

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥା ହେବାକୁ ବେଶ୍‌ ବ୍ୟଗ୍ର ଥିବା ଜଣାପଡ଼ିଛି। ଗତ ଗୁରୁବାର ଟ୍ରମ୍ପ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ରୁଷ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିବା ପରେ କ୍ରେମଲିନ ପକ୍ଷରୁ ତୁରନ୍ତ ଏ ନେଇ

ଦିନ ମଜୁରିଆଙ୍କୁ ୧.୯୬ କୋଟି ଟଙ୍କାର ନୋଟିସ ପଠାଇଲା ଜିଏସଟି ବିଭାଗ, ଆୟ ମାତ୍ର ୧୬ ହଜାର

ଦିନ ମଜୁରୀଆଙ୍କ ଆୟ ୧୬ ହଜାର। ହେଲେ ତାଙ୍କ ଉପରେ ଜିଏସଟି ବିଭାଗ ଲଗାଇଛି ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ। ଯାହାକି ଦୁଇ କୋଟି ଟ୍ୟାକ୍ସ ସହ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୃହ ବିଭାଗରେ ଅଭିଯୋଗ କରିବା ପରେ ପୂରା ମାମଲା ଜଣା ପଡିଛି ।ଗୁଜୁରାଟର ପାଟନ ଜିଲ୍ଲାର ସୁନୀଲ ନାମକ

କେନ୍ଦ୍ର ସରକାର ଦେଲେ ଓଲା, ଉବେରକୁ ନୋଟିସ୍ ।ଆଇଫୋନ ଏବଂ ଆଣ୍ଡ୍ରଏଡରେ ଭଡା କାହିଁକି ଭିନ୍ନ?’

କେନ୍ଦ୍ର ସରକାର ଓଲା ଏବଂ ଉବରକୁ ନୋଟିସ ପଠାଇ ସେମାନଙ୍କ ଜବାବ ମାଗିଛନ୍ତି । କେନ୍ଦ୍ର ପଚାରିଛି ଯେ ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି? କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ମୂଲ୍ୟରେ ଏମିତି

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ନୀତା ଅମ୍ବାନୀଙ୍କ ଫ୍ୟାସନ୍‌କୁ ନେଇ ଚର୍ଚ୍ଚା 

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଫ୍ୟାସନ୍‌କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ। ନିକଟରେ ନୀତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥ ସମାରୋହରେ ଅଂଶ ଗ୍ରହଣ କରିଥିଲେ। ଟ୍ରମ୍ପ୍‌ଙ୍କ ସହ ସ୍ୱତନ୍ତ୍ର ରାତ୍ରୀ ଭୋଜନରେ ଯୋଗ

ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର(ରାଜ୍ୟକାହାଣୀ) ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ଫେବୃୟାରୀ ୫ରେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମହା ଅବସରରେ ସାମିଲ ହେବେ।ଦୂରଦୂରାନ୍ତରୁ ଅନେକ ଭକ୍ତ କୁମ୍ଭମେଳାରେ ସାମିଲ ହୋଇଛନ୍ତି । ଲୋକଙ୍କ ବିଶ୍ୱାସ

ଉତ୍ତରାଖଣ୍ଡରେ UCCକୁ କ୍ୟାବିନେଟ୍‌ ଅନୁମୋଦନ । 

ସମାନ ନାଗରିକ ସଂହିତା (ୟୁସିସି)ର ନିୟମାବଳୀଗୁଡ଼ିକୁ ଉତ୍ତରାଖଣ୍ଡ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଖୁବ୍‌ଶୀଘ୍ର ୟୁସିସି କାର୍ଯ୍ୟକାରୀ ହେବା ନେଇ ତାରିଖ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର କହିଛନ୍ତି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି