Browsing Category
ଦେଶ ବିଦେଶ
ମହିଳାଙ୍କର ଏହି ଦୁଇଟି କାମ ପୁରୁଷମାନେ କରିବା ଉଚିତ୍ ନୁହେଁ
ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ମହିଳା ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ପୁରୁଷ ଟେଲରମାନେ ମହିଳାମାନଙ୍କ ଡ୍ରେସ୍ ମାପ ନେଇପାରିବେ ନାହିଁ। ବୁଟିକ ସେଣ୍ଟରରେ ମହିଳାଙ୍କ ଡ୍ରେସ୍ର ମାପ ପୁରୁଷଙ୍କ ପରିବର୍ତ୍ତେ!-->…
ବଦଳିଲା ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’ର ନାଁ ।
ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଦିଆଯାଇଥିବା ଦୀର୍ଘ ଗ୍ରୀଷ୍ମ ଛୁଟି ବିଷୟରେ ସବୁବେଳେ ପ୍ରଶ୍ନ ଉଠେ। ବର୍ତ୍ତମାନ ଏ ଗୁଡିକ ପରିବର୍ତ୍ତନ କରି, ଦୀର୍ଘ ଛୁଟିଗୁଡିକ ଆଂଶିକ ଛୁଟିରେ ପରିଣତ ହୋଇଛି। ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ଛୁଟି ଦିନ ୯୦ ଦିନରୁ ଅଧିକ ହେବ!-->…
ପିଲାଙ୍କୁ ସୋସିଆଲ ମିଡିଆ ମନା ; ଫେସବୁକ ଏବଂ ଇନଷ୍ଟାଗ୍ରାମ
୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି ଅଷ୍ଟ୍ରେଲିଆ ପ୍ରଶାସନ । ଫେସବୁକ, ଟିକଟିକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା । ଆଉ ଯଦି ବ୍ୟବହାର କରନ୍ତି ତେବେ ଜରିମାନା ଦେବାକୁ!-->…
ହାଲୁକା ଯାନ ଲାଇସେନ୍ସରେ ଭାରୀଯାନ ଚଳାଇବାର ଅନୁମତି
ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଆଣିଛନ୍ତି। ହାଲୁକା ମୋଟରଯାନ (ଏଲ୍ଏମ୍ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଡି.ୱାଇ.!-->…
ଆନ୍ଧ୍ରର ଜ୍ବାଇଁ ହେଲେ ଆମେରିକା ଉପରାଷ୍ଟ୍ରପତି
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ଫଳାଫଳ ଘୋଷଣା ହେବା ପରେ ବିଜୟୀ ହୋଇଛନ୍ତି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜେ.ଡି. ଭାନ୍ସ ମଧ୍ୟ ବିଜୟୀ ହୋଇଛନ୍ତି। ଗତ ଥରର ନିର୍ବାଚନରେ ଭାରତୀୟ!-->…
ଟ୍ରମ୍ପ ହେବେ ରାଷ୍ଟ୍ରପତି! ଶୁଭେଚ୍ଛା ଜଣାଇଲେ ମୋଦି
ଆମେରିକା ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଟ୍ରମ୍ପ ଆଉ ଥରେ ରାଷ୍ଟ୍ରପତି ହେବା ପକ୍କା ହେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା!-->…
୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଦାବି ଉପସ୍ଥାପନ କଲା ଭାରତ ।
ଅଲିମ୍ପିକ୍ସ ୨୦୨୪ ପ୍ୟାରିସରେ ଖେଳାଯାଇଥିଲା । ଏହା ପରେ ୨୦୨୮ର ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ରର ଲସ ଆଞ୍ଜେଲସରେ ଖେଳାଯିବ । ଏହା ପରେ ୨୦୩୨ ଆୟୋଜନ ପାଇଁ ଦେଶ ଏବଂ ସହର ମଧ୍ୟ ଚୟନ କରାସରିଛି। କିନ୍ତୁ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ ୨୦୩୬ରେ ଅଲିମ୍ପିକ କେଉଁଠାରେ ଅନୁଷ୍ଠିତ ହେବ। ଆସନ୍ତା!-->…
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ; ମ୍ୟାଜିକ୍ ନମ୍ବର ମୁହାଁ ରିପବ୍ଲିକାନ୍ ପାର୍ଟି
ବିଶ୍ବର ସବୁଠୁ ପାୱାରଫୁଲ ଦେଶ ଆମେରିକା ନିର୍ବାଚନ ଶେଷ ହୋଇଛି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ହାରିସଙ୍କ ଆଗରେ ରହିଛନ୍ତି ଟ୍ରମ୍ପ । ୨୭୦ ମ୍ୟାଜିକ୍ ନମ୍ବର ନିକଟତର ହେଉଛି ରିପବ୍ଲିକାନ ପାର୍ଟି । ଡୋନାଲ୍ଡ ଟ୍ରମ୍ପ ୧୯୮ ଇଲେକ୍ଟ୍ରୋରାଲ୍ କଲେଜ ସହ ଆଗରେ ରହିଥିବାବେଳେ କମଲା ହାରିସ୍ ମାତ୍ର!-->…
ଜନତାଙ୍କ ଭଲ ପାଇଁ ସମସ୍ତ ପ୍ରକାର ବ୍ୟକ୍ତିଗତ ସମ୍ପତ୍ତି ଦଖଲ କରିପାରିବେ ନାହଁ ସରକାର
ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି ଯେ ସମ୍ବିଧାନ ଅନୁଯାୟୀ ସରକାରଙ୍କର ବ୍ୟକ୍ତିଗତ ସମ୍ପତ୍ତିର ସମସ୍ତ ସମ୍ବଳକୁ ସାଧାରଣ ହିତ ପାଇଁ ଅଧିକାର କରିବାର ଅଧିକାର ନାହିଁ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୯ ଜଣ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ!-->…
ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia।
ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ ନୋଟିସ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି।ପକ୍ଷପାତିତା ଏବଂ ଭୁଲ ତଥ୍ୟ ଦେଉଥିବା ନେଇ ଉଇକିପିଡ଼ିଆ ବିରୋଧରେ ଅନେକ ଅଭିଯୋଗ ହୋଇଛି। ସୂତ୍ର!-->…