Browsing Category
ଦେଶ ବିଦେଶ
ବାଂଲାଦେଶ ଇସ୍କନ ପୂଜକଙ୍କୁ ଗିରଫ
ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ତାଙ୍କୁ ଗିରଫ କରାଯାଇଛି । ତେବେ ଦେଶଦ୍ରୋହ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଢାକା ବିମାନବନ୍ଦରରେ ଅଟକ!-->…
୩ ଜଣଙ୍କ ଜୀବନ ନେଲା ଗୁଗୁଲ ମ୍ୟାପ୍
ରାସ୍ତା ଭଟକି ଗଲେ, ନୂଆ ସ୍ଥାନରେ କିମ୍ବା ଠିକଣା ସ୍ଥାନରେ ପହଞ୍ଚିବାକୁ ହେଲେ ବାଟ ବତାଇଥାଏ ଗୁଗୁଲ ମ୍ୟାପ୍। ହେଲେ ଏବେ ସେହି ଗୁଗୁଲ ମ୍ୟାପ୍ ମୃତ୍ୟୁର କାରଣ ସାଜିଛି। ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜିପିଏସ୍ ସିଷ୍ଟମ ବା ଗୁଗଲ୍ ମ୍ୟାପ୍ ଭରସାରେ!-->…
ଇନଷ୍ଟାଗ୍ରାମରେ ୫୬ ଲକ୍ଷ ଫଲୋଅର୍ସ: ଭୋଟ ମିଳିଲା ମାତ୍ର ୧୫୫ ଖଣ୍ଡ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ବିଜେପି ମେଣ୍ଟର ମହାୟୁକ୍ତି ସତ୍ତା ହାସଲ କରିବାର ଦେଖିବାକୁ ମିଳୁଛି । ତେବେ ଏଠାରେ ଥିବା ବର୍ସୋବା ସିଟ ଚର୍ଚ୍ଚାରେ ରହିଛି । ଏଠାରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ପ୍ରାର୍ଥୀ ହାରୁନ ଖାନ ୧୬ ଶହ ଭୋଟରେ ବିଜୟୀ!-->…
ଜନ୍ମଦିନରେ ନିଜ ବନ୍ଧୁକରୁ ଗୁଳି ଫୁଟି ଛାତ୍ରଙ୍କ ମୃତ୍ୟୁ
ଜନ୍ମଦିନରେ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ ଚାଲି ଯାଇଛି। ଅସାବଧାନତା କାରଣରୁ ନିଜ ବନ୍ଧୁକରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଛି। ସେ ଆମେରିକାରେ ରହି ପାଠ ପଢୁଥିଲେ।ମୃତକ ଜଣକ ହେଲେ ଭାରତୀୟ ଛାତ୍ର। ନଭେମ୍ବର ୧୩ ତାରିଖରେ ଘଟିଥିବା ଏହି ଘଟଣାରେ ଛାତ୍ର ଆର୍ଯ୍ୟନ ରେଡ୍ଡୀଙ୍କର ମୃତ୍ୟୁ!-->…
ଜୁଇରୁ ହଠାତ୍ ଉଠି ବସିଲେ ବ୍ୟକ୍ତି ଆଉ ପରେ….
ରାଜସ୍ଥାନର ଝୁଞ୍ଜୁନୁରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଶ୍ମଶାନରେ ଶବଦାହ ସମୟରେ ହଠାତ୍ ଜଣେ ବ୍ୟକ୍ତି ଜୀବନ୍ତ ହୋଇଗଲା । ହଠାତ୍ ସେ ନିଶ୍ୱାସ ନେବା ଆରମ୍ଭ କଲା । ଏହା ପରେ ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହେଲେ । ତା’ପରେ ଆମ୍ବୁଲାନ୍ସକୁ ଡକାଯାଇ ତାଙ୍କୁ!-->…
ସରକାର ଆଣିଲେ ଓଟିଟି ଆପ୍:ମିଳିବ ମନୋରଞ୍ଜନର ସମ୍ପୂର୍ଣ୍ଣ ଖୋରାକ
ଓଟିଟିରେ ଯେଉଁଠି ପୂର୍ବରୁ ନେଟଫ୍ଲିକ୍ସ, ଜିଓ ସିନେମା, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜ୍ନୀ ପ୍ଲସ୍ ହଟଷ୍ଟାର ଭଳି ପ୍ଲାଟଫର୍ମ ଭରି ରହିଥିବାବେଳେ ଏବେ ଆଉ ଏକ ଓଟିଟି ଆପ୍ ଆସିଯାଇଛି। ଭାରତ ସରକାର ଆଣିଛନ୍ତି ଏକ ନୂଆ ଆପ୍, ଯାହାର ନାଁ ରହିଛି ଓ୍ବେଭ୍ସ(Waves)। ଏହାକୁ ଗୋଆରେ ଆୟୋଜିତ!-->…
ଆଜି ବିଶ୍ବ ଟେଲିଭିଜନ ଦିବସ ।
ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ବିଶ୍ବ ଟେଲିଭିଜନ ଦିବସ । କଳାଧଳା ଯୁଗରୁ ଆରମ୍ଭ ହୋଇ ଟେଲିଭିଜନ ଏବେ ସ୍ମାର୍ଟ ଏଲଇଡି ସ୍ତରରେ ପହଞ୍ଚିଲାଣି। ୧୯୯୬ ନଭେମ୍ବର ୨୧ରେ ବିଶ୍ବରେ ପ୍ରଥମ ଟେଲିଭିଜନ ଫୋରମ୍ ଆୟୋଜିତ ହୋଇଥିଲା। ୧୯୯୭ ଡିସେମ୍ବରରେ ଜାତିସଂଘ ନଭେମ୍ବର ୨୧ତାରିଖକୁ ଆନୁଷ୍ଠନିକ ଭାବେ!-->…
ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗରଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ ଜାରି
ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଆମେରିକାରେ ଲାଗିଛି ବଡ ଝଟ୍କା । ତାଙ୍କ ଉପରେ ଅଭିଯୋଗ ଆସିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଦେଇଛି ଧୋକ୍କା । ଆମେରିକାରେ ତାଙ୍କ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ!-->…
ଆମେରିକାର ଭୁଲ ନିଷ୍ପତି ଯୋଗୁଁ ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଭୟ ।
ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍!-->…
ଏଏଆର ରେହମାନଙ୍କୁ ଛାଡପତ୍ର ଦେଲେ ପତ୍ନୀ
ଓସ୍କାର ବିଜେତା ତଥା ଭେଟେରାନ ସଙ୍ଗୀତକାର ଏ.ଆର୍ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ସେମାନଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭାବପ୍ରବଣତା ପରେ ଏହି ନିଷ୍ପତ୍ତି ଆସିଛି।!-->…