Browsing Category

ଦେଶ ବିଦେଶ

ଏଣିକି ଓଟିପି ଆସିବାରେ ହେବ ବିଳମ୍ବ ,ଜାଣନ୍ତୁ କାହିଁକି ?

ଟେଲିକମ୍‌ କମ୍ପାନୀର ବଢିବ ଟେନସନ । ଆଉ ଆସିବନି ଓ୍ବାନ ଟାଇମ୍‌ ପାସଓ୍ବର୍ଡ । ନଭେମ୍ବର ୩୦ ରହିଛି ଶେଷ ତାରିଖ । ଡିସେମ୍ବର ୧ରୁ ବିଳମ୍ବରେ ଓଟିପି ଆସିବା ନେଇ ଚର୍ଚ୍ଚା ହେଉଛି । ଏମିତି ହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ସଂପର୍କରେ ସ୍ଫଷ୍ଟୀକରଣ ରଖିଛି

କ’ଣ ଆଧାର ସହ ଲିଙ୍କ୍‌ କରିବାକୁ ହେବ QR କୋଡ୍‌ ଥିବା ପାନ୍‌ କାର୍ଡ?

ଆପଣଙ୍କର ବର୍ତ୍ତମାନର ପାନ୍‌ କାର୍ଡ ବନ୍ଦ ହେବ ନାହିଁ କିନ୍ତୁ ଏହା ଅପଗ୍ରେଡ ହେବ। ଏହାକୁ ଅପଡେଟ୍‌ କରିବା ପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ | ସର୍ବପ୍ରଥମେ, ଜାଣନ୍ତୁ ଯେ ଆପଣଙ୍କୁ ଏକ ନୂତନ କାର୍ଡ ତିଆରି କରିବାକୁ ପଡିବ ନାହିଁ, କେବଳ ପୁରୁଣା ପାନ୍‌ କାର୍ଡକୁ ଅପଡେଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ । କିନ୍ତୁ ମହିଳା କମାଣ୍ଡୋ ଜଣକ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ

ଏୟାର ଇଣ୍ଡିଆ ପାଇଲଟଙ୍କ ଆତ୍ମହତ୍ୟା ।

ମୁମ୍ବାଇରେ ଜଣେ ୨୫ ବର୍ଷୀୟା ଏୟାର ଇଣ୍ଡିଆ‌ ପାଇଲଟଙ୍କ ଆତ୍ମହତ୍ୟା। ମହିଳା ପାଇଲଟ୍‌ ସୃଷ୍ଟି ତୁଲିଙ୍କ ମର ଶରୀର ଅନ୍ଧେରି ସ୍ଥିତ ତାଙ୍କ ଫ୍ଲାଟରୁ ମିଳିଛି।ଅଭିଯୋଗରେ ପୁଲିସ ସୃଷ୍ଟିଙ୍କ ବୟଫ୍ରେଣ୍ଡ୍‌ ଆଦିତ୍ୟ ପଣ୍ଡିତଙ୍କୁ ନଭେମ୍ବର ୨୯ ପର୍ଯ୍ୟନ୍ତ ହାଜତକୁ ନେଇଛି। ସୃଷ୍ଟିଙ୍କ ପରିବାର

ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ?

ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? ବିଧାନସଭା ନିର୍ବାଚନ ଫଳଫଳା ବାହାରିବାର ୫ ଦିନ ପରେ ବି ଏହାର ଜବାବ ମିଳିପାରି ନାହିଁ । ଏହାରି ଭିତରେ ଏକନାଥ ସିନ୍ଦେ ବୁଧବାର ସାମ୍ୱାଦିକ ସମ୍ମିଳନୀ କରି ଚିତ୍ରକୁ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର

କୁମ୍ଭ ମେଳାରେ ଅଗ୍ନିକାଣ୍ଡ ରୋକିବାକୁ ବ୍ୟବହାର ହେବ ରୋବୋଟ

ଆଧ୍ୟାତ୍ମିକ ଦେଶ ଭାରତବର୍ଷ । ଯେଉଁଠାରେ ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ସହ ଓଷା ବ୍ରତ ପାଳନ କରିଥାନ୍ତି ଲୋକେ । ଆଉ ଢେର୍ ବିଶ୍ବାସର ସହିତ ଧାର୍ମିକ ଓ ଆଧ୍ୟାତ୍ମିକତାର ଭବ୍ୟ ଆୟୋଜନ ମଧ୍ୟ ହୋଇଥାଏ । ଯେମିତି ଏଇ କୁମ୍ଭ ମେଳା ଆୟୋଜିତ ହେଉଛି । ବିଶ୍ବର ସବୁଠୁ ବଡ଼ ଏହି

ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍‌ର ଖଣ୍ଡନ

ଆମେରିକାରେ ଆଦାନୀ ଗ୍ରୁପ ବିରୋଧରେ ଅଭିଯୋଗ ଲାଗିବା ପରେ କେନିଆ କମ୍ପାନୀ ସହିତ ଦୁଇଟି ଚୁକ୍ତି ରଦ୍ଦ କରିଥିଲା। ଗୋଟିଏ ହେଲା ପ୍ରମୁଖ ବିମାନ ବନ୍ଦର ପରିଚାଳନା ଡିଲ୍, ଅନ୍ୟଟି ବିଜୁଳି ଟ୍ରାନ୍ସମିଶନ ଲାଇନ୍ ନିର୍ମାଣ ଓ ୩୦ ବର୍ଷ ଧରି ପରିଚାଳନାର ଡିଲ୍। ଏହି ଦୁଇଟି ଡିଲ୍ କ୍ୟାନ୍‌ସଲ ହେବା

ଅଡୁଆରେ ରାହୁଲ ଗାନ୍ଧୀଙ୍କ ନାଗରିକତା ।

ଅଡୁଆରେ କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଚାଲି ଯାଇପାରେ ତାଙ୍କର ଭାରତୀୟ ନାଗରିକତା। ଏନେଇ କୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆହ୍ଲାବାଦ ହାଇକୋର୍ଟ ରାହୁଲଙ୍କ ନାଗରିକତ୍ୱ ସମ୍ବନ୍ଧିତ ଯାଚିକା ଉପରେ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର

ଏଣିକି ପ୍ୟାନରେ ରହିବ କ୍ୟୁଆର କୋର୍ଡ

ଏଣିକି କ୍ୟୁଆର କୋର୍ଡ ସହ ଆସିବ ପାନ୍‌ କାର୍ଡ। ପାନ୍‌ ୨.୦ ପ୍ରକଳ୍ପକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ବର୍ତ୍ତମାନର କାର୍ଡ ଗୁଡ଼ିକୁ ବିନା କୌଣସି ଦେୟରେ କ୍ୟୁଆର କୋର୍ଡ ସହ ଅପ୍‌ଗ୍ରେଡ୍ କରାଯିବ ।ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି

ହାରିଗଲେ ହିଁ ଇଭିଏମ୍ ଟ୍ୟାମ୍ପର ଅଭିଯୋଗ କିନ୍ତୁ କାହିଁକି ?

ନିର୍ବାଚନରେ ବାଲାଟ ପେପର ବ୍ୟବହାର ଆବେଦନ ଖାରଜ। ଆଜି ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି। ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVMs) ପରିବର୍ତ୍ତେ ବାଲାଟ ପେପର୍ ବ୍ୟବହାର କରିବାକୁ ଜଣେ ଆବେଦନକାରୀ କେଏ ପାଲ୍ ଆବେଦନ କରିଥିଲେ।ମାମଲାର