Browsing Category
ଦେଶ ବିଦେଶ
ଦେବେନ୍ଦ୍ର ଫଡନଭିସ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ପଦ ଦୌଡ଼କୁ ନେଇ ସମସ୍ତ ସନ୍ଦେହ ଓ ଅଶାନ୍ତି ପରେ ଭାଜପା ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ଏହି ନାମ ମହାରାଷ୍ଟ୍ର ଭାଜପାର ସୁପରଷ୍ଟାର ନେତା ଦେବେନ୍ଦ୍ର ଫଡନାଭିସଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ। ମହାୟୁତି ବୈଠକରେ ଏକନାଥ ସିନ୍ଦେ ଏବଂ ଅଜିତ!-->…
ମରୁ ମରୁ ବଞ୍ଚିଲେ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ
ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ ହୋଇଥିବା ନେଇ ବୁଧବାର ବଡ ଖବର ସାମ୍ନାକୁ ଆସିଛି । ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଛି । ଆତତାୟୀ ଗୁଳିମାଡ କରିବା ମାତ୍ରେ ଘଟଣାସ୍ଥଳରେ!-->…
ପଞ୍ଜାବ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଫା କଲେ ପାଇଖାନା, ମାଜିଲେ ଅଇଣ୍ଠା ବାସନ
ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କ ଗଜବ ଦଣ୍ଡ । ସିଖ୍ ସମାଜର ‘ସୁପ୍ରିମ ଅଦାଲତ’ ଅକାଳ ତଖତ୍ ସାହେବଙ୍କ ଆଦେଶ । ଧାର୍ମିକ ଅପବିତ୍ରୀକରଣ ମାମଲାରେ ବଢିଛି ଅଡୁଆ । ସିଖ ଗୁରୁଦ୍ୱାରରେ ସେବା କରିବେ, ପ୍ରହରା ଦେବେ । ବାସନ ମାଜିବେ, କିର୍ତ୍ତନ ଶୁଣିବେ । ଆଉ ସେହି ଦଣ୍ଡବିଧାନ ଆଧାରରେ ଆରମ୍ଭ!-->…
ଜୀବନ ହାରିଲେ ବିଜେପି ମହିଳା ନେତ୍ରୀ
ଗୁଜରାଟର ସୁରଟରେ ଜଣେ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ଦୀପିକାଙ୍କ ସ୍ୱାମୀ ଜଣେ ଚାଷୀ। ତାଙ୍କର ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରିଛି ଓ କେଉଁ!-->…
ଚାକିରିର ଥିଲା ପ୍ରଥମ ଦିନ, ଦୁର୍ଘଟଣାରେ ଆଖି ବୁଜିଲେ ଆଇପିଏସ୍ ଅଧିକାରୀ
କର୍ଣ୍ଣାଟକର ହାସନ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଆଇପିଏସ ଅଧିକାରୀ ଚାକିରି ପାଇବା ପରେ ପ୍ରଥମଦିନ ଡିୟୁଟିରେ ଯୋଗ ଦେବାକୁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ରବିବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହାସନ!-->…
ଅଭିନେତା ବିକ୍ରାନ୍ତ ମେସି ଡିସେମ୍ବର ୧ରେ ଇଣ୍ଡଷ୍ଟ୍ରି ଛାଡ଼ିଥିବା ନେଇ ଘୋଷଣା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୪ଟାରେ ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ଟାରେ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ଦେଖିବେ । ପିଏମ୍ ମୋଦି ପୂର୍ବରୁ ଏହି ଫିଲ୍ମକୁ ପ୍ରଶଂସା!-->…
ଫ୍ରାନ୍ସ ଠାରୁ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ।
ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇପାରେ ବଡ଼ ପ୍ରତିରକ୍ଷା ଚୁକ୍ତି । ଏହା ଅନ୍ତର୍ଗତ ଭାରତୀୟ ନୌସେନାକୁ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏଶନରୁ ୨୬ ରାଫାଲ-ମେରାଇନ ଯୁଦ୍ଧ ବିମାନ ମିଳିବ । ଏଥିସହିତ ୩ଟି ସ୍କରପିଅନ କ୍ଲାସ ସବମେରାଇନ କଣିବ ଭାରତ । ଯେହେତୁ ଦୁଇ ଦେଶର ସରକାରୀ ସ୍ତରରେ ଏହି!-->…
ବାଂଲାଦେଶୀଙ୍କୁ ଚିକିତ୍ସା କରିବନି କୋଲକାତାର ଏହି ହସ୍ପିଟାଲ , ଜାଣନ୍ତୁ କଣ ପାଇଁ ?
ବାଂଲାଦେଶରେ ହିନ୍ଦୁ ଏବଂ ହିନ୍ଦୁ ମନ୍ଦିର ଉପରେ କ୍ରମାଗତ ଆକ୍ରମଣ ହେଉଛି। ଭାରତ କ୍ରମାଗତ ଭାବେ ଏହାକୁ ବିରୋଧ କରୁଛି। ଏହା ସତ୍ତ୍ୱେ ବାଂଲାଦେଶ ସରକାର ଏକ ନିରବ ଦର୍ଶକ ସାଜିଛନ୍ତି। ଏହି କାରଣରୁ କୋଲକାତାର ଏକ ହସ୍ପିଟାଲ ବାଂଲାଦେଶରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନ କରିବାକୁ!-->…
ଚାଇନାରେ ବିଶ୍ୱର ବଡ଼ ସୁନାଖଣି ଆବିଷ୍କୃତ
ଆହୁରି ଶକ୍ତିଶାଳୀ ଓ ଧନୀ ହୋଇଯିବ ଚୀନ। ପାଖ ମାଡ଼ି ପାରିବନି ଭାରତ। କାରଣ ଚୀନରେ ମିଳିଛି ସୁନା ଖଣି। ସେଣ୍ଟ୍ରାଲ ଚୀନରେ ଯେଉଁ ସୁନା ଭଣ୍ଡାର ମିଳିଛି ସେଥିରେ ପାଖାପାଖି ୧୦୦୦ ମେଟ୍ରିକ ଟନ୍ର ଉଚ୍ଚମାନର ସୁନା ପଥର ଗଚ୍ଛିତ ହୋଇ ରହିଥିବା ଅନୁମାନ କରାଯାଉଛି। ହୁନାନ୍ ରାଜ୍ୟର!-->…
ମହଙ୍ଗା ପଡିଲା କ୍ୟାନ୍ସର୍ ପାଇଁ ‘ସ୍ପେଶାଲ ଡାଏଟ୍’ ପ୍ରକାଶ କରିବା
ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ୍ ସିଂହ ସିଧୁଙ୍କ ଧର୍ମପତ୍ନୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଧୁଙ୍କ ପତ୍ନୀ ନବେଜାତ୍ କୌର ବର୍ତ୍ତମାନ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ଉପନୀତ ହୋଇଥିବାବେଳେ ସେ ଅତିବେଶିରେ ଆଉ ୪୦ ଦିନ ବଞ୍ଚିବେ ବୋଲି ଡାକ୍ତରମାନେ!-->…