Browsing Category
ଦେଶ ବିଦେଶ
ନେପାଳ ରାସ୍ତା ଦେଇ ଆସୁଛି ନିଷିଦ୍ଧ ଚାଇନା ରସୁଣ, ୧ କୋଟିର ରସୁଣ ଜବତ କଲା ପୋଲିସ
ବିହାରର ପୂର୍ଣ୍ଣିଆ ପୋଲିସ ଏକ ଗୋଦାମରେ ଚଢ଼ାଉ କରି ବିପୁଳ ପରିମାଣର ନିଷିଦ୍ଧ ଚାଇନା ରସୁଣ ଜବତ କରିଛି । ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପୋଲିସ ଏକ ବଡ଼ ଅପରେସନ୍ ଚଳାଇ ସଦର ଥାନା ଅଧୀନ ବାଗେଶ୍ୱରୀ ସ୍ଥାନସ୍ଥିତ ଏହି ଗୋଦାମରୁ ପାଖାପାଖି ୪ ଟନ୍ ରସୁଣ!-->…
ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ : ରସୁଣ ୪୦ ଟଙ୍କାରେ ମିଳୁଥିଲା ଏବେ ୪୦୦
ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଙ୍ଗଳବାର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଦିନ ଥିଲା ରସୁଣ ୪୦ ଟଙ୍କା । ଆଜି ତାହା ପହଞ୍ଚିଛି ୪୦୦ କିଲୋରେ । ବଢୁଥିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟକୁ ବିଗାଡିଛି ବୋଲି ରାହୁଲ!-->…
ଟାରିଫ୍ ନିୟମରେ ସଂଶୋଧନ,ସ୍ପେଶାଲ୍ ରିଚାର୍ଜ କୁପନ୍ ଅବଧିକୁ ୯୦ ଦିନରୁ ବର୍ଷେ ପାଇଁ ବୃଦ୍ଧି
ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ସୋମବାର ଶୁଳ୍କ ନିୟମରେ ସଂଶୋଧନ କରିଛି। ଏହା ଅଧୀନରେ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ କେବଳ ଭଏସ୍ କଲ୍ ଏବଂ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ SMS ପାଇଁ ରିଚାର୍ଜ କୁପନ୍ ପ୍ରଦାନ କରିବାକୁ ପଡିବ।!-->…
ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ଏହି ବିବାହ କୋଲୋକାଡୋର ଆସପେନ ସହରରେ ଅନୁଷ୍ଠିତ ହେବ। ଏହି ବିବାହର ମୂଲ୍ୟ ପ୍ରାୟ ୬୦୦ ନିୟୁତ ଡଲାର (୫୦୯୬କୋଟି!-->…
ଆଜି ହେଉଛି ଅନ୍ତର୍ଜାତୀୟ ଧ୍ୟାନ ଦିବସ
ଭୁବନେଶ୍ୱର(ରାଜ୍ୟକାହାଣୀ) ଡିସେମ୍ବର ୨୧ ଶନିବାର ଅର୍ଥାତ ଆଜି ପ୍ରଥମ ଥର ପାଇଁ ବିଶ୍ୱ ଧ୍ୟାନ ଦିବସ ପାଳନ ହେଉଛି । ବିଶ୍ୱରେ ଦେଶରେ ସୁସ୍ଥତା, ଶାନ୍ତି ଏବଂ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ସୁସ୍ଥ ଶରୀର ପାଇଁ ଦୈନନ୍ଦିନ ଜୀବନ ସହିତ!-->…
ୟୁକ୍ରେନର ୯/୧୧ ପରି ଆକ୍ରମଣ,ରୁଷରେ ଶିଶୁ ସମେତ ୬ ମୃତ
ରୁଷ ଉପରେ ୟୁକ୍ରେନର ୯/୧୧ ଭଳି ହୋଇଥିବା ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଆକ୍ରମଣରେ ଶିଶୁ ସମେତ ୬ ଜଣଙ୍କ ଜୀବନ ଚାଲି ଯାଇଛି । ଏହାସହ ୧୦ ଜଣ ଗୁରୁତର ହୋଇଛନ୍ତି । ରୁଷିଆର କୁର୍ସ୍କ ଅଞ୍ଚଳରେ ଥିବା କାଜାନ ସହରରେ ଏହି ଆକ୍ରମଣ ହୋଇଛି । ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର ପାଇଁ!-->…
ବିଦ୍ୟୁତ ଉପକରଣ ଜାଗାରେ ଆସିଲା ମୃତଦେହ
ଘରକୁ ପାର୍ସଲ ଆସିଥିଲା। ସମସ୍ତେ ଭାବୁଥିଲେ ପାର୍ସଲ ଭିତରେ ଘରର ବୈଦ୍ୟୁତିକ ଉପକରଣ ରହିଛି। ଘରର ଜଣେ ମହିଳା ମଧ୍ୟ ପାର୍ସଲ ପାଇବା ପରେ ଏହାକୁ ଉତ୍ସାହର ସହ ଖୋଲିଥିଲେ। କିନ୍ତୁ ପାର୍ସଲ ଭିତରୁ ବାହାରିଥିବା ଜିନିଷ ଦେଖି ମହିଳା ଜଣଙ୍କ ପୂରା ଚକିତ ହୋଇଯାଇଛନ୍ତି।ଆନ୍ଧ୍ରପ୍ରଦେଶର ପଶ୍ଚିମ!-->…
ଇପିଏଫଓ କର୍ମଚାରୀଙ୍କ ବଢିପାରେ ବେତନ
କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ଯୋଜନା ଅନ୍ତର୍ଗତ ବେତନ ସୀମାକୁ ବଢାଇପାରନ୍ତି। ବର୍ତ୍ତମାନ ଏହା ୧୫,୦୦୦ରୁ, ୨୧, ୦୦୦ ଟଙ୍କାକୁ ବୃଦ୍ଧି କରିବାର ସମ୍ଭାବନା ରହିଛି।ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରେ ସରକାର ବେତନ ସୀମାକୁ ଦ୍ୱିଗୁଣିତ କରି ୬,୫୦୦ ରୁ!-->…
ହନିମୁନ ପାଇଁ ଜ୍ୱାଇଁ ଉପରେ ଏସିଡ ମାଡ କଲେ ଶ୍ୱଶୁର
ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଯାହାଙ୍କ ହାତରେ ନିଜ ଝିଅକୁ ସାତ ଜନ୍ମ ପାଇଁ ଟେକି ଦେଇଥିଲେ, ତାଙ୍କ ଉପରକୁ ଏସିଡ ମାଡ଼ କରିଛନ୍ତି ଜଣେ ବ୍ୟକ୍ତି। ମହାରାଷ୍ଟ୍ରର କଲ୍ୟାଣରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମକ୍କା-ମଦିନା ଏବଂ କାଶ୍ମୀର ଯିବା ନେଇ ଜ୍ୱାଇଁ ଏବଂ!-->…
ଜଙ୍ଗଲରେ ପରିତ୍ୟକ୍ତ କାରରୁ ମିଳିଲା ୫୨ କିଲୋ ସୁନା, ନଗଦ ୧୦ କୋଟି ଟଙ୍କା
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟକର ବିଭାଗକୁ ବଡ଼ ସଫଳତା ମିଳିଛି । ଆଇଟି ରେଡ୍ ବେଳେ ୫୨ କେଜି ସୁନା ଏବଂ ନଗଦ ୧୦ କୋଟି ଟଙ୍କା ଜବତ ହୋଇଛି । ଜଙ୍ଗଲ ଭିତରେ ପାର୍କ ଥିବା ଏକ କାରରୁ ଏହି ସୁନା ଏବଂ ନଗଦ ରାଶି ଜବତ କରାଯାଇଛି । ଜଙ୍ଗଲରେ ଏକ ପରିତ୍ୟକ୍ତ କାର୍ ଥିବା ନେଇ ସୂଚନା ମିଳିବା!-->…