ମହାକୁମ୍ଭ ଯାଉଥିବା ସ୍ପେଶାଲ୍ ଟ୍ରେନ ଉପରେ ପଥର ମାଡ଼ ।
ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ । ହରପାଲପୁର ଠାରେ ଟ୍ରେନ ଉପରକୁ ପଥର ମାଡ କରାଯାଇଛି । ଆକ୍ରମଣକାରୀମାନେ ଟ୍ରେନ୍ ଉପରକୁ ପଥର ମାଡ କରିବା ସହ ଭଙ୍ଗାରୁଜା ବି କରିଛନ୍ତି ।ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ରାତି ପ୍ରାୟ ୧ଟା ସମୟରେ ଝାନ୍ସୀ ଡିଭିଜନର ହରପାଲପୁର ଷ୍ଟେସନରେ!-->…