ସବୁ ସ୍ପା ବୁଲିବ ପୋଲିସ, ଯାଞ୍ଚ କରିବ ଅନୈତିକ କାର୍ଯ୍ୟ

ଭୁବନେଶ୍ୱର(ରାଜ୍ୟକାହାଣୀ)ରାଜଧାନୀରେ ଖୋଲିଲାଣି ମାଳ ମାଳ ମସାଜ ସେଂଟର ଓ ସ୍ପା । ସ୍ପାରେ ଅନୈତିକ କାମ ଚାଲୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏବେ ଚଢାଉକୁ ପୁଣି ଥରେ ଜୋରଦାର କରାଯିବ । ସମସ୍ତ ଥାନା ଅଂଚଳରେ ଚଢ଼ାଉ କରିବା ପାଇଁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ । ନାବାଳିକା

ଆସୁଛି ବାତ୍ୟା ‘ଦାନା’।ଏହି ୪  ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।  

ଭୁବନେଶ୍ୱର(ରାଜ୍ୟକାହାଣୀ)କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ

ଏବେ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚିବ କଣ୍ଟ୍ରୋଲ ସାମଗ୍ରୀ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଏବେ ଦିବ୍ୟାଙ୍ଗ ରାସନ୍ କାର୍ଡଧାରୀଙ୍କ ଘରେ ପହଂଚିବ ରାସନ୍ ସାମଗ୍ରୀ । ଆଉ ସେମାନଙ୍କୁ ଡିଲର ପଏଣ୍ଟକୁ ଆସିବା ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି। କଟକରେ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି

୨୪ ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା ‘ଦାନା’ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶା ପୁଣି ଅକ୍ଟୋବରରେ ଆଉ ଏକ ସାମୁଦ୍ରିକ ଝଡ଼କୁ ସାମ୍ନା କରିବାକୁ ଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟାରେ ଯୁଝି ହୋଇ ପଡୁଥିବା ଓଡ଼ିଶା ପାଇଁ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଗୁରୁବାର ସକାଳେ ଏହା

ବଜେଟ ଅନୁଦାନ ରାଶି ଖର୍ଚ୍ଚ କରିବାରେ ସରକାର ଫେଲ

ଭୁବନେଶ୍ୱର (ରାଜ୍ୟକାହାଣୀ): ୨୦୦୨୪-୨୫ ଆର୍ଥିକ ବର୍ଷର ୬ମାସରୁ ଉର୍ଧ୍ଵ ସମୟ ବିତିଗଲାଣି , ହେଲେ ବିଭିନ୍ନ ବିଭାଗକୁ ବଜେଟରୁ ମିଳିଥିବା ପାଣ୍ଠିରୁ ଏଯାବତ ୭୦% ଅର୍ଥ ଖର୍ଚ୍ଚ କରିବାରେ ବିଭାଗ ଫେଲ ମାରିଥିବା ଜଣାପଡିଛି । ଚଳିତ ବର୍ଷ ବଜେଟ ଅନୁମୋଦନ ବିିଳମ୍ବିତ ହୋଇଥିବା ବେଳେ ବଜେଟ

ବିଜୟା ରାହତକର ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ନିଯୁକ୍ତ

କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ର ନବମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।ଶ୍ରୀମତୀ ରାହତକର ମହାରାଷ୍ଟ୍ର ରାଜ୍ୟ

ଆଜି ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍‌ ରେଜଲ୍ଟ।  

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨-୨୩ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୪୨୫ ଜଣ ପୁଅ ଏବଂ ୨୫୮ ଜଣ ଝିଅ ନିଯୁକ୍ତି ପାଇବେ ।ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି।

ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ପୋରଣ, ଦୁଇ ଜବାନ ଗୁରୁତର

ଭୁବନେଶ୍ୱର(ରାଜ୍ୟକାହାଣୀ)ଛତିଶଗଡ଼ର ନାରାୟଣପୁର ଜିଲାର ଅବୁଝମାଡ଼ସ୍ଥିତ ମୋହନ୍ଦୀରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଆଇଟିବିପିର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ମାଓ ଦମନ ଅପରେସନରୁ ଫେରୁଥିବା ବେଳେ ମାଓବାଦୀ କରିଥିଲେ ଲ୍ୟାଣ୍ଡମାଇଁନ ବିସ୍ପୋରଣ ।

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର

ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ରେଳ ବୋର୍ଡ ବିଭିନ୍ନ କ୍ଷେତ୍ରରେ ୨୫୦୦୦ ପଦବୀ ପୂରଣ ପାଇଁ ନିଯୁକ୍ତି ଆରମ୍ଭ କରିଛି। ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁନଃ-ନିଯୁକ୍ତ କରି ଖାଲିଥିବା ସ୍ଥାନଗୁଡିକ ସାମୟିକ ଭାବରେ ପୂରଣ କରିବା ପାଇଁ ଏଥିରେ ଏକ

ମୋ ପୁଅ କ୍ଷମା ମାଗିବ ନାହିଁ.. ସେ ଜୀବନରେ ଅସରପା ବି ମାରିନି’ : ସଲମାନଙ୍କ ବାପା

ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ କାରଣ ସେ ଆଜି ପର୍ଯ୍ୟନ୍ତ ଏକ ଅସରପା ମାରି ନାହାଁନ୍ତି। ସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ NGO ‘Being