ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ପାଇଁ ପରିବାର ଲୋକେ ଜେଲ୍‌ରେ ଖର୍ଚ୍ଚ କରନ୍ତି ୪୦ଲକ୍ଷ ଟଙ୍କା

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଉଦ୍ୟମ, ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ରହସ୍ୟମୟ ହତ୍ୟା, ସିଦ୍ଧୁ ମୁସେୱାଲା ହତ୍ୟା, ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଆଦି ମାମଲାରେ ଚର୍ଚ୍ଚିତ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ପରିବାର ମୁହଁ ଖୋଲିଛନ୍ତି। ତେବେ

କେଉଁ ଜିଲାରେ କେତେ ବେଗରେ ହେବ ପବନ

ଭୁବନେଶ୍ୱର(ରାଜ୍ୟକାହାଣୀ)ବାତ୍ୟା ‘ଦାନା’ ବଙ୍ଗୋପସାଗରରେ ଶକ୍ତି ଜୁଟାଉଥିବା ବେଳେ ଏହା ଓଡ଼ିଶାର ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏସଆରସିଙ୍କ ସୂଚନା ଅନୁସାରେ ବାତ୍ୟା ପାରାଦୀପରୁ ସାଗର ଆଇଲାଣ୍ଡ ଭିତରେ ହିଟ୍ କରିବା

ଦିନ ସାରା କରୱା ଚୌଥ ବ୍ରତ ରଖିଲେ, ପରେ ସ୍ୱାମୀଙ୍କୁ ବିଷ ଦେଇ ମାରି ଦେଲେ

ପ୍ରଥମେ ସେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି କରୱା ଚୌଥ ରଖିଥିଲେ। ଅର୍ଥାତ ଉପବାସ କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କଲେ। ହେଲେ ବ୍ରତ ଶେଷ କରିବା ପରେ ମହିଳା ଜଣଙ୍କ ନିଜେ ହିଁ ତାଙ୍କ ସ୍ୱାମୀଙ୍କୁ ବିଷ ଦେଇ ମାରି ଦେଇଛନ୍ତି। ଏପରି ଏକ ଘଟଣା ଉତ୍ତର ପ୍ରଦେଶରୁ ସାମ୍ନାକୁ

ଭୀଷଣ ବାତ୍ୟା’ର ରୂପ ନେବ ‘ଦାନା’, ଏହି ୨ ଜିଲାରେ ଆସିବ ଜୁଆର

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା 'ଦାନା'କୁ ନେଇ ଆଶା ଆଶଙ୍କାରେ ଏବେ ଉପକୂଳ ବାସିନ୍ଦା। ବାତ୍ୟାର ପ୍ରଭାବ କେତେ ରହିବ ସେ ନେଇ ଉପକୂଳ ବାସିନ୍ଦାଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଛନକା ଦେଖାଦେଇଛି। ତେବେ ପୁରୀ ଜିଲ୍ଲାରେ ବାତ୍ୟାକୁ ନେଇ

ଫୋନରେ ମିଛ ଧମକ ହେବ ଧର୍ତ୍ତବ୍ୟ ଅପରାଧ

ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ବୋମା ଧମକ ମିଳିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ଏପରି ଅପରାଧକୁ ରୋକିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ଆଲୋଚନା ଚାଲିଥିବା ସେ କହିଛନ୍ତି। ବର୍ତ୍ତମାନ ସମୟରେ ଯେଉଁପରି ଭାବେ ବିମାନରେ

ସାବଧାନ ! ବଜାରରେ ମିଳୁଛି ନକଲି ଆଳୁ 

ଖାଦ୍ୟ ନିରାପତ୍ତା ଓ ଔଷଧ ପ୍ରଶାସନର ଏକ ଟିମ୍‌ ପ୍ରାୟ ୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ କରିଛି। ଏକ ରିପୋର୍ଟ ଅନୁସାରେ ଧଳା ଆଳୁକୁ ଲାଲ ରଙ୍ଗ ଦେଇ ଏହାକୁ ଉଚ୍ଚ ଦାମ୍‌ରେ ବିକ୍ରି କରୁଛନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ । ବିଶେଷ କରି ଏହା କର୍କଟ ରୋଗର କାରଣ ପାଲଟିଥାଏ।

ଅଧିକ ସନ୍ତାନ ଥିଲେ ଆର୍ଥିକ ସହାୟତା ଦିଆଯିବ:ଆନ୍ଧ୍ର ମୁଖ୍ୟମନ୍ତ୍ରୀ 

ଆନ୍ଧ୍ରପ୍ରଦେଶରେ ବଢ଼ୁଛି ବୟସ୍କଙ୍କ ସଂଖ୍ୟା। ଜନସଂଖ୍ୟାର ଏକ ବୃହତ୍ତ ଅଂଶ ବୟସ୍କ ଶ୍ରେଣୀରେ ଯାଉଛନ୍ତି। ଏହି ସମସ୍ୟାରୁ ମୁକୁଳିବାକୁ ରାଜ୍ୟରେ ଜନସଂଖ୍ୟା ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏହାକୁ ପ୍ରୋତ୍ସାହିତ କରିବାକୁ ଯାଇ ଲୋଭନୀୟ ଅଫର ବି ଘୋଷଣା

ଲାଞ୍ଚ ନେବାବେଳେ ଏସ୍‌ଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଦେଶୀ ମଦ ବେପାର ପାଇଁ ବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଖଣ୍ଡପଡା ଥାନା ASI ଏସ୍‌.କେ ରେହମାନଙ୍କୁ ରଙ୍ଗେହାତ୍‌ ଧରିଛି ଭିଜିଲାନ୍ସ । ମଦ ବେପାରୀଙ୍କ ନାଁରେ ଥିବା ଏକ କେସର ରଫାଦଫା କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ରେହମାନ। ନିଜର

ପୁରୀ -ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’

ଭୁବନେଶ୍ୱର(ରାଜ୍ୟକାହାଣୀ) ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ଗତିପଥ ଏବେ ବଦଳିଛି । ଏହିବ ବାତ୍ୟା ଓଡ଼ିଶାରେ ହିଁ ଲ୍ୟାଣ୍ଡଫଲ କରିବ । ଓଡ଼ିଶାକୁ ସିଧାସଳଖ ହିଟ କରିବ । ଉତ୍ତର ଓଡ଼ିଶାକୁ ବାତ୍ୟା ହିଟ କରିବା ସମ୍ଭାବନା ରହିଛି । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ

କେନ୍ଦ୍ରାପଡ଼ାରୁ ଧରା ପଡ଼ିଛି ଏକ ସନ୍ଦିଗ୍ଧ ପାରା। 

ଭୁବନେଶ୍ୱର(ରାଜ୍ୟକାହାଣୀ)ମଝି ସମୁଦ୍ରରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା । ପାରାର ୨ ଗୋଡରେ ଟ୍ୟାଗ ଲଗାଯିବା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଥିଲା। ଟ୍ୟାଗରେ CHN-19-2024 ଲେଖା ରହିବା ସହିତ 988822 ବିଶିଷ୍ଟ ନମ୍ବର ମଧ୍ୟ ଉଲ୍ଲେଖ ରହିଥିଲା। ପାରାଟି ଗୁପ୍ତଚର କାର୍ଯ୍ୟ