ଉପକୂଳର ରକ୍ଷାକବଚ ହେନ୍ତାଳ ବଣ

ଭୁବନେଶ୍ବର(ରାଜ୍ୟକାହାଣୀ) :ବାତ୍ୟାରୁ ରକ୍ଷା କରିବ ହେନ୍ତାଳ ବଣ। ସମୁଦ୍ରକୂଳର ହେନ୍ତାଳ ବଣ ଉପକୂଳ ଅଞ୍ଚଳ ପାଇଁ ସୁରକ୍ଷା ପ୍ରାଚୀର ଭଳି କାମ କରିଥାଏ। ତେଣୁ ହେନ୍ତାଳ ବଣ ଥିବା ଅଞ୍ଚଳବାସୀଙ୍କ ପାଇଁ ବାତ୍ୟାର ପ୍ରକୋପ ସାମାନ୍ୟ କମ୍ ରହିଥାଏ। ହେନ୍ତାଳ ବଣ ପବନର ବେଗରେ ବାଧା ସୃଷ୍ଟି

ଉପକୂଳ ମୁଁହା “ଦାନା”

ଭୁବନେଶ୍ବର(ରାଜ୍ୟକାହାଣୀ) : ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ଦାନା ଏବେ ଉପକୂଳ ମୁହାଁ ହୋଇଛି। ଏହା ଆହୁରି ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ଆଜି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

୨୦୨୪-୨୫ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି

ଭୁବନେଶ୍ୱର(ରାଜ୍ୟକାହାଣୀ) ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ ହେବ। ଏହି ବର୍ଷ ବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ ।ପଞ୍ଜିକୃତ କରିଥିବା

ଜେଲ ଗଲେ ‘ବିଚାରପତି’,ଓକିଲ ଚଳେଇଥିଲେ ନକଲି କୋର୍ଟ

ଦୀର୍ଘ ୫ ବର୍ଷ ଧରି ଘରେ କୋର୍ଟ ଚଳାଇଥିବା ଜଣେ ଓକିଲକୁ ଗିରଫ କରିଛି ପୁଲିସ। ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଗୁଜରାଟର ଗାନ୍ଧୀନଗରରୁ। ୫ ବର୍ଷ ଧରି ନକଲି ଅଦାଲତ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଗାନ୍ଧୀନଗରରେ ରହୁଥିବା ମୋରିସ୍‌ ସାମୁଏଲ

କଟକ ଶିଶୁଭବନ ଅନ୍ଧାର, ଜେନେରେଟରରେ ନାହିଁ ତେଲ

ଭୁବନେଶ୍ୱର(ରାଜ୍ୟକାହାଣୀ) କଟକ ଶିଶୁଭବନ ଅନ୍ଧାର। ଶିଶୁଭବନ ପୁରୁଣା କୋଠାରେ ଲାଇନ୍ ନ ଥିବାରୁ ଅନ୍ଧାରରେ ରୋଗୀ। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ।ସେପଟେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ଏହି ସମସ୍ୟା ଦେଖାଦେଉଛି। ଟ୍ରାନ୍ସଫର୍ମର ମରାମତି ହେଉଛି ଓ

ଆତଙ୍କବାଦ ଲଢ଼େଇରେ ଦୋମୁହାଁ ନୀତିର ସ୍ଥାନ ନାହିଁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର କଜାନରେ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ୱୋଧନ କରିଛନ୍ତି । ସମ୍ମିଳନୀକୁ ସମ୍ୱୋଧନ କରି ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ବୈଶ୍ୱିକ ଆହ୍ୱାନ ଉପରେ ପିଏମ୍ ମୋଦୀ ଚିନ୍ତା ବ୍ୟକ୍ତ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଆଜି ଦୁନିଆ ଯୁଦ୍ଧ,

ମରୁଭୂମିରେ ଫସିଥିବା ମହିଳା UBERରେ ଡକାଇଲେ ଓଟ

ଦୁବାଇରେ ସବୁବେଳେ ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ । ଦୁବାଇରେ ବଡ ବଡ ଆକାଶଛୁଆଁ ବିଲିଡିଂ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ଚର୍ଚ୍ଚାରେ ରହିଥାଏ । ଯାହା ଲୋକଙ୍କୁ ଅଧିକ ଆକର୍ଷିତ କରିଥାଏ । ଦୁବାଇର ଏହିସବୁ ଚର୍ଚ୍ଚା ମଧ୍ୟରେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ

ତିନି ଦିନ ବନ୍ଦ ରହିବ ଭିତରକନିକା,ନନ୍ଦନକାନନ

ଭୁବନେଶ୍ୱର(ରାଜ୍ୟକାହାଣୀ) ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଏବଂ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସେହିଭଳି ବାତ୍ୟା ଧାମରା ଓ ଭିତରକନିକା

କ୍ୟାବିନେଟ୍‌ର ବୈଠକ: ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ। 

ଭୁବନେଶ୍ୱର(ରାଜ୍ୟକାହାଣୀ) ଲୋକସେବା ଭବନରେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ସୁଭଦ୍ରା’ ଯୋଜନାରେ ସଂଶୋଧନ ସମେତ ରାଜ୍ୟ

ବାତ୍ୟା ପାଇଁ ଓଏଏସ ପ୍ରିଲିମ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ଭୁବନେଶ୍ୱର(ରାଜ୍ୟକାହାଣୀ) ସ୍ଥଗିତ OCS ପ୍ରିଲିମିନାରୀ ପରୀକ୍ଷା । ବାତ୍ୟା ‘ଦାନା’ ପାଇଁ OPSCର ପଦକ୍ଷେପ । OCS ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ରଖିଲା OPSC । ଆସନ୍ତା ୨୭ରେ ହେବାର ଥିଲା OCS ପ୍ରିଲିମିନାରୀ ପରୀକ୍ଷା । ପରବର୍ତ୍ତୀ ତାରିଖ ଆସନ୍ତା ୭ ଦିନ ମଧ୍ୟରେ ଘୋଷଣା ହେବ