ନାଗିନର ପ୍ରତିଶୋଧ! ଲୋକଙ୍କୁ ଖୋଜି ଖୋଜି ଚୋଟ ମାରୁଛି

ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଅବସ୍ଥିତ ସଦରପୁର ଗାଁର ନାଗିନର ପ୍ରତିଶୋଧ ଖବର ଏବେ ସାମ୍ନାକୁ ଆସିଛି । ଯେଉଁଥିପାଇଁ ଏବେ ଗ୍ରାମବାସୀ ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି କାରଣ ଏହି ଗାଁରେ ଏକ ବିଷାକ୍ତ ନାଗିନ୍ ର ଉପସ୍ଥିତି ରହିଛି ବୋଲି କୁହାଯାଏ ।କୁହାଯାଉଛି ଯେ ସନ୍ଧ୍ୟା ହେବା ମାତ୍ରେ

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। 

ଭୁବନେଶ୍ୱର(ରାଜ୍ୟକାହାଣୀ) ନୟାଗଡ଼ ଭାପୁରରେ ସାବତ ମାଆର ଅମାନବୀୟ କାଣ୍ଡ । ୨୦ ଟଙ୍କାର ଦହିବରା କିଣି ଖାଇଦେବାରୁ ନାବାଳିକା ଝିଅକୁ ପିଟି ପିଟି ମାରିଦେଲା ମାଆ । ପ୍ରମାଣ ନଷ୍ଟ କରିବା ପାଇଁ ବାପା ଘର ଲୋକଙ୍କ ସହାୟତାରେ ମଶାଣିରେ ଶବ ଦାହ କରୁଥିବା ସମୟରେ ପୋଲିସ ପହଞ୍ଚି ମୃତଦେହକୁ ଜବତ

ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର(ରାଜ୍ୟକାହାଣୀ) ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ଗୁରୁବାର-ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଯୋଗୁଁ କିଛି ସ୍ଥାନରେ ଲୋକେ ଘରୁ ବାହାରି

ବୟସ ନିର୍ଦ୍ଧାରଣ କରିବାକୁ ଆଧାର ଏକ ଦସ୍ତାବିଜ ନୁହେଁ: ସୁପ୍ରିମକୋର୍ଟ 

ଗୁରୁବାର ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଖଣ୍ଡନ କରିଛନ୍ତି ଯେଉଁଥିରେ କ୍ଷତିପୂରଣ ପ୍ରଦାନ ପାଇଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ନିର୍ଣ୍ଣୟ କରିବା ପାଇଁ ଆଧାର କାର୍ଡ ଗ୍ରହଣ କରାଯାଇଛି। ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଉଜଲ ଭୁୟାନଙ୍କ

ବାବା ପଞ୍ଚଲିଙ୍ଗେଶ୍ଵର ମନ୍ଦିରରେ ଆଣ୍ଠୁଏ ପାଣି, ୩ ଦିନ ପାଇଁ ଶୈବପୀଠ ବନ୍ଦ 

ଭୁବନେଶ୍ୱର(ରାଜ୍ୟକାହାଣୀ)ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ମନ୍ଦିରରେ ଆଣ୍ଠୁଏ ଉଚ୍ଚାରେ ପାଣି । ପୂଜା ମଣ୍ଡପରେ ଝରଣା ପାଣି ଚାଲିଥିବା ଦେଖାଯାଇଛି । ବାତ୍ୟା ‘ଦାନା’ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା

୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ‘ଦାନା’ ପ୍ରଭାବିତ ଜିଲାରେ ଫସଲର କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ୨୬ ଓ ୨୭ ତାରିଖ ଦୁଇ ଦିନ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। ମୁଖ୍ୟାଳୟ ନ ଛାଡିବାକୁ ଅଧିକାରୀଙ୍କୁ ବିଭାଗର

ସୁରକ୍ଷା କର୍ମୀ ଓ ମାଓବାଦୀ ମୁହଁମୁହିଁ, ଜଣେ ମାଓବାଦୀ ନିହତ 

ଭୁବନେଶ୍ୱର(ରାଜ୍ୟକାହାଣୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ ରହିଥିବା ଗୁଇନ୍ଦା ସୂଚନା ମୁତାବକ ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷା

ସାବାସ ଶିବାନୀ….

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ଦାନାର କରାଳ ରୂପକୁ ଦେଖି ସମସ୍ତେ ଭୟଭୀତ ଥିଲେ। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ମାଡ। ଅନେକ ଜିଲ୍ଲାରେ ହୋଇଛି କ୍ଷୟକ୍ଷତି। ବାତ୍ୟାକୁ ଦେଖି ସମସ୍ତେ ନିଜ ପରିବାର ସହ ସୁରକ୍ଷିତ ରହିବାକୁ ଉଚିତ ମଣିଥିଲେ। କିନ୍ତୁ ବାତ୍ୟା ସମୟରେ ଘରୁ ବାହାରକୁ

ପୁଣି MKCG ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ଭୁବନେଶ୍ୱର(ରାଜ୍ୟକାହାଣୀ)ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ବିଭିନ୍ନ ହଷ୍ଟେଲର ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ । ନ୍ୟାସନାଲ ମେଡିକାଲ କାଉନ୍ସିଲ ନିକଟରେ ଅଭିଭାବକଙ୍କ ଅଭିଯୋଗ । ସୂଚନାଯୋଗ୍ୟ ଯେ, ପ୍ରଥମ ବର୍ଷର ଛାତ୍ର ମାନେ

ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଲାଗୁ କଟକଣା ପ୍ରତ୍ୟାହୃତ

ଭୁବନେଶ୍ୱର(ରାଜ୍ୟକାହାଣୀ) ମହାପ୍ରଭୁଙ୍କ କୃପାରୁ ବାତ୍ୟା ଦାନାର‌ ପ୍ରଭାବ ପୁରୀରେ ପଡ଼ିନାହିଁ । ଏଣୁ ପର୍ଯ୍ୟଟକମାନଙ୍କୁ ପୁରୀ ଆସିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।ତେଣୁ ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ପାଇଁ ଲାଗୁ ହୋଇଥିବା କଟକଣାକୁ ପ୍ରଶାସନ