କେଉଁଦିନ ପାଳିବେ ସରସ୍ୱତୀ ପୂଜା । ୨ ନା ୩ ତାରିଖରେ ପାଳିବେ ଦେଖାଦେଲାଣି ଦ୍ୱନ୍ଦ୍ୱ ।
ଭୁବନେଶ୍ଵର ( ରାଜ୍ୟ କାହାଣୀ) ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ। ୨ ନା ୩ ତାରିଖ କେଉଁ ଦିନ ପାଳିବେ ସରସ୍ବତୀ ପୂଜା ଉଠିଲାଣି ପ୍ରଶ୍ନ।କେଉଁ ପାଞ୍ଜିରେ ୨ ତାରିଖରେ ଶ୍ରୀପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମୀ। ସରସ୍ବତୀ ପୂଜା ବା!-->…