ଦୀପାବଳିରୁ ବଢିବ ଶୀତ ! ୨ ଡିଗ୍ରୀ କମିବ ରାତି ତାପମାତ୍ରା

ଭୁବନେଶ୍ୱର(ରାଜ୍ୟକାହାଣୀ) କେନ୍ଦ୍ରୀୟ ଭାରତରେ ବୁଧବାର ସୁଦ୍ଧା ଏକ ଗୁରୁଚାପ ବଳୟ ସକ୍ରିୟ ହୋଇପାରେ। ଏହା ପରଠାରୁ ରାଜ୍ୟ ବାୟୁମଣ୍ଡଳରେ ଗତ କିଛିଦିନ ହେଲା ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହେବ। ଏଥିସହ ନଭେମ୍ବର ଆରମ୍ଭରୁ ରାଜ୍ୟରେ ଶୀତ ବଢ଼ିପାରେ।୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ

ବଡ଼ ସୂଚନା: ରାଶନକାର୍ଡରୁ ଏହିମାନେ ପଡିବେ ବାଦ୍‌ 

ଭୁବନେଶ୍ୱର(ରାଜ୍ୟକାହାଣୀ)୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ E-KYC। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଓଡ଼ିଶାରେ ବହୁ ବିଦେଶୀ, ଯେଉଁମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି, ସେମାନଙ୍କୁ ରାସନ କାର୍ଡ ମିଳିଛି । ବର୍ଷ ବର୍ଷ ଧରି ସେମାନେ କାର୍ଡରେ

ଓଡିଶାର ୯ଟି ସ୍ଥାନରେ କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର(ରାଜ୍ୟକାହାଣୀ) କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଏହି ଫାଇଦା ମିଳିବ । ତେବେ କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ୍ ୪ ଟଙ୍କା ୪୫

ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଜଙ୍ଗଲର ପଡ଼ିଆରେ ହାତୀ ଖେଳିଲା ଫୁଟ୍‌ବଲ୍‌

ଭୁବନେଶ୍ୱର(ରାଜ୍ୟକାହାଣୀ)ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଜଙ୍ଗଲରେ ଏବେ ଅଛନ୍ତି ୩୨ ଟିକିଆ ହାତୀ ପଲ। ଦୁଇ ତଳେ ଅପରାହ୍ନ ପ୍ରାୟ ୩ଟା ବେଳେ ଜଙ୍ଗଲ ପାର୍ଶ୍ୱ ପଡ଼ିଆରେ କିଛି ପିଲା ଫୁଟ୍‌ବଲ ଖେଳୁଥିଲେ। ଠିକ୍‌ ସେହି ସମୟରେ ଜଙ୍ଗଲରେ ଥିବା ଗୋଟିଏ ଦନ୍ତା ପଡ଼ିଆ ଭିତରକୁ ଆସିଥିଲା। ହାତୀକୁ ଦେଖି

ଦୀପାବଳି ପାଇଁ ଅଗ୍ନିଶମ ବିଭାଗର ଆଡ଼ଭାଇଜରି

ଭୁବନେଶ୍ୱର(ରାଜ୍ୟକାହାଣୀ) ଦୀପାବଳିରେ ଜରୁରୀକାଳିନ ପରିସ୍ଥିତି ପାଇଁ ଆଡ଼ଭାଇଜରି ଜାରି କଲେ ଅଗ୍ନିଶମ ବିଭାଗ । ଅଧିକ ସାଉଣ୍ଡ ହେଉଥିବା ବାଣ ବ୍ୟବହାର କରନ୍ତୁ ନାହିଁ । ଗ୍ରୀନ୍ ବାଣ ବ୍ୟବହାର କରନ୍ତୁ । ଛୋଟ ପିଲାଙ୍କ ପାଖରେ ବାଣ ଫୁଟାନ୍ତୁ ନାହିଁ । ବାଣ ଫୁଟାଇବା ବେଳେ ପାଖରେ

ଆଜି ହେଉଛି  ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’। 

ଭୁବନେଶ୍ୱର(ରାଜ୍ୟକାହାଣୀ)ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’। ଏ ବର୍ଷର ଥିମ୍‌ ରହିଛି-‘ଗ୍ରେଟର ଦ୍ୟାନ୍‌ ଷ୍ଟ୍ରୋକ୍‌, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍‌ର ଅନ୍ୟନାମ ବ୍ରେନ୍‌

ହ୍ୱାଇଟ୍ ହାଉସ’ରେ ପାଳନ ହେଲା ଦୀପାବଳି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ୍ ହାଉସରେ ବାର୍ଷିକ ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ସମାରୋହରେ ଦେଶର ସାଂସଦ, ଅଧିକାରୀ ଏବଂ କର୍ପୋରେଟ୍ ଜଗତର ୬୦୦ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ଆମେରିକୀୟ ସାମିଲ ହୋଇଥିଲେ ।ବାଇଡେନ୍ ହ୍ୱାଇଟ୍ ହାଉସର ‘ଇଷ୍ଟ ରୁମ୍’ରେ କହିଥିଲେ,

ୟୁଟ୍ୟୁବର୍ ଦମ୍ପତି, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅପଲୋଡ୍‌ କରିଥିଲେ ବିଦାୟୀ ଭିଡିଓ

କେରଳରେ ବନ୍ଦ ଘରୁ ମିଳିଲା ଲୋକପ୍ରିୟ ୟୂଟ୍ୟୁବର ଦମ୍ପତିଙ୍କ ମୃତଦେହ। ଫୋନ ନଉଠାଇବାରୁ ପୁଅ ଘରେ ପହଞ୍ଚି କବାଟ ଖୋଲିବା ପରେ ମାତାପିତାଙ୍କ ମୃତ‌ଦେହ ପଡ଼ିଥିବା ଦେଖିଥିଲେ । ତେବେ ଦୁହେଁ ଜୀବନ ହାରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି, ତାହା ସାମ୍ନାକୁ ଆସିନାହିଁ। ଗଣମାଧ୍ୟମ ରିପୋର୍ଟ

ଆସନ୍ତାକାଲି ଶ୍ରୀ ଜଗନ୍ନାଥଙ୍କ ବନକ ଲାଗି ୫ ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିବ 

ଭୁବନେଶ୍ୱର(ରାଜ୍ୟକାହାଣୀ) ପୁରୀ ଶ୍ରୀମନ୍ଦିରରେ ବୁଧବାର ଅର୍ଥାତ୍‌ ଅକ୍ଟୋବର ୩୦ ତାରିଖରେ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦

ଏବେ ରୋବଟ୍ ଲିଭାଇବ ଭୟଙ୍କର ନିଆଁ

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅଗ୍ନିଶମ ବିଭାଗକୁ ଅଧିକ ସଶକ୍ତ ଓ ମଜଭୁତ କରିବା