କୋଲକାତାରେ ପୁଣି ଲଜ୍ୟା; ରୋଗୀଙ୍କୁ ଦୁଷ୍କର୍ମ କରି ଡାକ୍ତର ଗିରଫ

କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ମୃତା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦାବିରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଥିଲା। ଏବେ

ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପାଇଁ ସରକାର ଆଣିବେ ନିୟମ : ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର(ରାଜ୍ୟକାହାଣୀ) ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ ଅଟେ ।

ହାଇକୋର୍ଟଙ୍କ ନିଷ୍ପତ୍ତି : ୨୦ରୁ କମ ପିଲା ଥିଲେ ସ୍କୁଲ ବନ୍ଦ 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟ ସରକାରଙ୍କ ସ୍କୁଲ ନିଷ୍ପତ୍ତି କାଏମ ରଖିଥିଲେ ହାଇକୋର୍ଟ । ୨୦ରୁ କମ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିଛନ୍ତି ।

ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର(ରାଜ୍ୟକାହାଣୀ) ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଜେଲ୍ ଯିବେ । ବୁଧବାର ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ରାମମୂର୍ତ୍ତି ।

ବ୍ରିଟେନରେ ବାଲିଯାତ୍ରା:ଭାରତରୁ ଭାଗନେବେ ୫ ବ୍ୟବସାୟୀ

ଭୁବନେଶ୍ୱର(ରାଜ୍ୟକାହାଣୀ): ଚଳିତବର୍ଷ ପ୍ରଥମକରି ଓଡିଶା ସୋସାଇଟି ଅଫ୍ ୟୁକେ ପକ୍ଷରୁ ନଭେମ୍ବର ୩୦ରେ ଆୟୋଜିତ ହେବାକୁ ଯାଉଛି ବାଲିଯାତ୍ରା । ବ୍ରିଟେନ ସ୍ଥିତ ଟାଉନଲି ବିଦ୍ୟାଳୟ,ବେକ୍ସଲି, ଲଣ୍ଡନ ସ୍କୁଲରେ ହେବାକୁ ଥିବା ଏହି ଯାତ୍ରାରେ ବିଭିନ୍ନ ଦେଶରୁ ୨୦ ରୁ ଉର୍ଦ୍ଧ ବ୍ୟବସାୟୀ ଯୋଗଦେଇ

ବଡ଼ଧରଣର ସାଇବର ଲୁଟ୍ ଘଟଣାର ପର୍ଦ୍ଦାଫାଶ

ଭୁବନେଶ୍ୱର(ରାଜ୍ୟକାହାଣୀ) ସାଇବର ଠକଙ୍କ ଟାର୍ଗେଟରେ ଘରୋଇ ହସପିଟାଲ । କଟକର ଘରୋଇ ହସପିଟାଲ ଆକାଉଣ୍ଟରୁ ଟଙ୍କା ଗାୟବ । ହସପିଟାଲର ଇମେଲ ଆଇଡି ମଧ୍ୟ ହ୍ୟାକ୍ କରିଛନ୍ତି । ପ୍ରକୃତ ବେନିଫିସିଆରିଙ୍କ ଆକାଉଣ୍ଟ ବଦଳାଇ ନିଜ ଆକାଉଣ୍ଟକୁ ଟଙ୍କା ନେଇଯାଇଛନ୍ତି ଠକ । ଘଟଣାରେ ୪

୮୪୩ ଅଫିସରଙ୍କ ଦରମା ବନ୍ଦ କଲେ ମୟୂରଭଞ୍ଜ ଜିଲ୍ଲାପାଳ

ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଆୟତନରେ ବଡ଼ ହେଲେ ବି ତାଲିକାରେ ପଛରେ ରହିଛି ଏହି ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ଜଣେ ଅଧେ ନୁହେଁ ବରଂ ଏକାଥରେ ୮୪୩

ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି

ଭୁବନେଶ୍ୱର(ରାଜ୍ୟକାହାଣୀ) ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି । ଏହି ଦିନ ପୟାଶ୍ରାଦ୍ଧ ବି ପଡୁଛି । ଏଭଳି ସ୍ଥିତିରେ ଅନ୍ୟ ପାଞ୍ଜିରେ ଅକ୍ଟୋବର ୩୧ରେ ଦୀପାବଳି ପଡୁଛି ବୋଲି ଉଲ୍ଲେଖ ହେବା ଲୋକଙ୍କୁ ବିଭ୍ରାନ୍ତିରେ ପକାଉଛି । ପୂର୍ବରୁ ଦୁର୍ଗାପୂଜାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଏବେ

୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନି ପୋସ୍କୋ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନି ପୋସ୍କୋ । ଏଥିପାଇଁ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ସହ ଅନୁବନ୍ଧିତ ହୋଇଥିବା ଜଣାପଡ଼ିଛି । ଉଭୟ କମ୍ପାନିଙ୍କ ମଧ୍ୟରେ ଏକ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି । ଏଠାରୁ ବାର୍ଷିକ ୫ ମିଲିୟନ ଟନ୍ ଷ୍ଟିଲ

ଅଦିନ ରଥ ଯାତ୍ରା; ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା 

ଭୁବନେଶ୍ୱର(ରାଜ୍ୟକାହାଣୀ) ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବ। ଏପରି ଅଦିନ ରଥଯାତ୍ରାକୁ ବିରୋଧ କରି ଇସ୍କନକୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ