ମହାକୁମ୍ଭ ଦଳାଚକଟାରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଆସିଲା ୫ ନୂଆ ଗାଇଡଲାଇନ୍

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ

ରେଳ ଧାରଣାରେ ସେଲ୍‌ଫି ନେଲେ  ସାବଧାନ 

ଭୁବନେଶ୍ଵର ( ରାଜ୍ୟ କାହାଣୀ) ରେଳ ପରିସରରେ ସେଲଫି ନେବା କାରଣରୁ ଅନେକ ସମୟରେ ବହୁ ମୂଲ୍ୟବାନ ଜୀବନ ଅକାଳରେ ଚାଲି ଯାଉଛି । ଏଠାରେ ଅନେକ ବିପଦପୂର୍ଣ୍ଣ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ମଜାଦାର କାର୍ଯ୍ୟକଳାପ ପରି ମନେହୁଏ, କିନ୍ତୁ ଏହା ଏକ ଘାତକ ବିପଦ । ତେବେ ରେଳଧାରଣା

ଭିଜିଲାନ୍ସ ଜାଲରେ ITDA ପିଏ

ଭୁବନେଶ୍ଵର ( ରାଜ୍ୟ କାହାଣୀ) ଭିଜିଲାନ୍ସ ଜାଲରେ ITDA ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । । ଆୟ ବର୍ହିଭୁତ ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ

ରାସନକାର୍ଡ ଇ-କେୱାଇସି ଯନ୍ତ୍ରଣା 

ଭୁବନେଶ୍ଵର ( ରାଜ୍ୟ କାହାଣୀ) ବହୁ ଅଯୋଗ୍ୟ ରାସନ୍‌କାର୍ଡ ହାତେଇଥିବା, ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତବର୍ଷ ଅଗଷ୍ଟ ୨୨ ତାରିଖ ଠାରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ପୂର୍ବରୁ ସୂଚନା

ଆସନ୍ତାକାଲି ଠାରୁ ଖରା ହେବ ।  ଏହାସହ ସବୁଠି ପାରଦ ବଢ଼ିବ । 

ଭୁବନେଶ୍ଵର ( ରାଜ୍ୟ କାହାଣୀ) ହଠାତ୍ କୁଆଡ଼େ ଗାଏବ ହୋଇଗଲା ଶୀତ। ଜାନୁଆରୀ ମାସରେ ଶୀତର ପ୍ରକୋପ ଅଧିକ ରହୁଥିବା ବେଳେ, ଚଳିତ ବର୍ଷ କିନ୍ତୁ ଶୀତ ବଦଳରେ ଗରମ ବଢ଼ୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ସବୁଆଡ଼େ ଗରମର ଅନୁଭୂତି ହେବ।

ମହାକୁମ୍ଭ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପ୍ରୟାଗରାଜର ମହାକୁମ୍ଭରେ ମୌନୀ ଅମାବାସ୍ୟା ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ସ୍ନାନ କରିବାକୁ ପହଞ୍ଚିଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଦଳାଚକଟା ହେବା ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ

ବଳରାମ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଋଣ ବୃଦ୍ଧି

ଭୁବନେଶ୍ଵର ( ରାଜ୍ୟ କାହାଣୀ) ଏବେ ସରକାର ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ

ସୁଭଦ୍ରା’ ରେ ଏଣିକି ମିଳିବ ଋଣ!

ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରାରେ ଆଉ ୩ଟି ପଦକ୍ଷେପ ଲାଗୁ ହେବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି।ଶୁଣ

ଭଦ୍ରକର ଧାମରା ଏୟାରଷ୍ଟ୍ରିପରେ ଓହ୍ଲାଇଲା ପ୍ରଥମ ବିମାନ

ଭୁବନେଶ୍ଵର ( ରାଜ୍ୟ କାହାଣୀ) ଓଡିଶାର ଭଦ୍ରକ ଜିଲ୍ଲାର ଧାମରା ଏୟାରଷ୍ଟ୍ରିପରେ ମଙ୍ଗଳବାର ପ୍ରଥମ ବିମାନ ଅବତରଣ କରିଛି। ଯାହା ଏହି ଅଞ୍ଚଳରେ ବିମାନ ସଂଯୋଗ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଏୟାରଷ୍ଟ୍ରିପ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡାରେ ଅବସ୍ଥିତ।ପ୍ରଥମେ

ପରଲୋକରେ ଗୀତିକବି ବୃନ୍ଦାବନ ଜେନା।

ଭୁବନେଶ୍ଵର ( ରାଜ୍ୟ କାହାଣୀ) ଗୀତିକବି ବୃନ୍ଦାବନ ଜେନାଙ୍କ ପରଲୋକ । ୮୭ ବର୍ଷ ବୟସରେ ଆଖି ବୁଜିଲେ ବୃନ୍ଦାବନ ଜେନା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଥିବା ସୂଚନା ।କିଛି ଦିନ ପୂର୍ବରୁ ତାଙ୍କର ବ୍ରେନଷ୍ଟ୍ରୋକ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଗୁରୁତର