ଆଉ ଏକ ବାତ୍ୟା ଭୟ କିନ୍ତୁ ଓଡିଶା ପ୍ରତି….

ଭୁବନେଶ୍ୱର(ରାଜ୍ୟକାହାଣୀ) ସତ ହେବ କି ପାଞ୍ଜି କଥା ? ନଭେମ୍ବରରେ ହେବ କି ବାତ୍ୟା ? କିଛି ଏମିତି ଚର୍ଚ୍ଚା ଭିତରେ ଚିନ୍ତା ବଢାଇଛି IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟର ଆକଳନ। ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ

ଆଜି ବଲିଉଡ ବାଦଶାହ କିଙ୍ଗ ଖାନଙ୍କ ଜନ୍ମଦିନ

ଆଜି ବଲିଉଡ ବାଦଶାହା ଶାହରୁଖ ଖାନଙ୍କ ଜନ୍ମଦିନ । ୫୯ ବର୍ଷରେ ପାଦ ଥାପିଛନ୍ତି ପଠାନ୍ । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଛି ।ଶାହରୁଖ ନିଜ ସିଗନେଚର ପୋଜରେ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ । ଶାହରୁଖଙ୍କୁ

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ ଆରମ୍ଭ 

ଭୁବନେଶ୍ୱର(ରାଜ୍ୟକାହାଣୀ) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଚଳିତ ମାସର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ

ହୀରାକୁଦ ଜଳଭଣ୍ଡାରକୁ ଶିଳ୍ପବର୍ଜ୍ୟ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର(ରାଜ୍ୟକାହାଣୀ) ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି। ଜଳଭଣ୍ଡାର ପାଣିରେ

ଭୁବନେଶ୍ୱରରେ ଖୋଲିବ ଜାତୀୟ ନାଟ୍ୟ ବିଦ୍ୟାଳୟର ଶାଖା

ଭୁବନେଶ୍ୱର(ରାଜ୍ୟକାହାଣୀ)ଓଡ଼ିଶା ନାଟ୍ୟ ଜଗତ ପାଇଁ ଆଉ ଏକ ଖୁସି ଖବର। ରାଜ୍ୟ ରାଜଧାନୀରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ର ଆଞ୍ଚଳିକ ଶାଖା। ଏନେଇ ରାଜ୍ୟ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି।ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅନେକ ବିଭାଗ ଥିଲେ ବି ପ୍ରଥମରୁ

ମଧ୍ୟାହ୍ନ ଭୋଜନରେ ଖାଲି ଭାତ, ତରକାରି ନଦେଇ ଶିକ୍ଷୟିତ୍ରୀ କହିଲେ ଲୁଣ ଓ ଲଙ୍କା ଲଗାଇ ଖାଅ

ଭୁବନେଶ୍ୱର(ରାଜ୍ୟକାହାଣୀ)ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ଭାତ ସହ କେବଳ ଲୁଣ, ଲଙ୍କା। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଅଞ୍ଚଳର ଝାଡ଼େଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ |ସୂଚନା ମୁତବକ ଦୀର୍ଘ ଦୁଇବର୍ଷ ହେବ ଏଭଳି

ଖାନନଗର ପାର୍କରେ ସ୍ଥାପନ ହେଲା ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର(ରାଜ୍ୟକାହାଣୀ)ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଟକ ମହାନଗର ନିଗମର ଚେତା ପଶିଲା। ବୈଷ୍ଣବ ପାଣି ପାର୍କରେ ପୁନଃ ସ୍ଥାପନ ହେଲା ଭିକାରି ବଳଙ୍କ ପ୍ରତିମୂର୍ତ୍ତୀ।ସିଏମସିର ଏକ ପ୍ରତିନିଧି ମଣ୍ଡଳୀ, ବିଧାୟକ ଓ ଭଜନ ସମ୍ରାଟଙ୍କ ପରିବାର ଵର୍ଗଙ୍କ ଉପସ୍ଥିତିରେ ପ୍ରତିମୂର୍ତ୍ତି

ଅଗ୍ନିଶ୍ରମ ବିଭାଗକୁ ଆସିଲା ଅଗ୍ନିଶମ ବିଭାଗର ବାଇକ

ଭୁବନେଶ୍ୱର(ରାଜ୍ୟକାହାଣୀ)ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ଅଗ୍ନିଶ୍ରମ ବିଭାଗକୁ ଆସିଛି ଅଗ୍ନିଶମ ବିଭାଗର ନୂଆ ବାଇକ । ସାଇରନ ଠାରୁ ଆରମ୍ଭ କରି ପାଣି ସିଞ୍ଚନ ପାଇଁ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା । ତେବେ ଏହି ସ୍ବତନ୍ତ୍ର ବ୍ୟବସ୍ଥା କଣ ରହିଛି ଆସନ୍ତୁ ଜାଣିବା ।ବାଇକରେ ପାଣି ରହିବା

ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ । 

ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ । ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ଆଜିଠାରୁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି । ଯଦି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ୨ ମାସ ଆଗରୁ ଅର୍ଥାତ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିବାକୁ ହେବ । ପୂର୍ବରୁ ଏହି ସମୟ

ବଲିଉଡର ସୁନ୍ଦରୀ ଐଶ୍ଵର୍ଯ୍ୟାଙ୍କ ଆଜି ଜନ୍ମଦିନ 

ବଲିଉଡର ସବୁଠାରୁ ଲୋକପ୍ରିୟ ତଥା ସୁନ୍ଦରୀ ଅଭିନେତ୍ରୀ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଉଭୟ ସୌନ୍ଦର୍ଯ୍ୟ ଏବଂ ଅଭିନୟରେ ଐଶ୍ୱର୍ଯ୍ୟା ସମସ୍ତ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି । ଐଶ୍ୱର୍ଯ୍ୟା ୧ ନଭେମ୍ବର ୧୯୭୩ ରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ଐଶ୍ୱର୍ଯ୍ୟା