କାଲି ସୁଦ୍ଧା ଆସିବ ବାତ୍ୟା ଦାନା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ।ପ୍ରଥମେ ଦିଆଯିବ ଫସଲ ଓ ଘରର କ୍ଷତିପୂରଣ

ଭୁବନେଶ୍ୱର(ରାଜ୍ୟକାହାଣୀ)କାଲି ସୁଦ୍ଧା ଆସିବ ବାତ୍ୟା ଦାନା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ । ଖୁବଶୀଘ୍ର କେନ୍ଦ୍ରୀୟ ଟିମ ଆସି ବାତ୍ୟା କ୍ଷୟକ୍ଷତି ଆକଳନ କରିବେ । ବାତ୍ୟାରେ ୩ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏହି ୩ ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା । ଏହି ତିନି

କମିଟି ନିଷ୍ପତ୍ତି ଅନୁସାରେ ଗ୍ରହଣ କରାଯାଏ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର(ରାଜ୍ୟକାହାଣୀ)  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି। ଏନେଇ ପୋଲିସ ଡିଜି ୱାଇ.ବି ଖୁରାନିଆ ଶନିବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହା ଏକ ନିୟମିତ ପ୍ରକ୍ରିୟା । ସମୟ

ଆସନ୍ତା ଡିସେମ୍ବର  ମାସ ୬ ତାରିଖରୁ  ଷଷ୍ଠ ରାଜ୍ୟ ପୁସ୍ତକ  ମହୋସ୍ଛବ ଅନୁଷ୍ଠିତ ହେବ ।  

ଭୁବନେଶ୍ୱର(ରାଜ୍ୟକାହାଣୀ)ଆସନ୍ତା ଡିସେମ୍ବର ମାସ ୬ ତାରିଖରୁ ଷଷ୍ଠ ରାଜ୍ୟ ପୁସ୍ତକ ମହୋସ୍ଛବ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଇଡକୋ ପ୍ରଦର୍ଶନୀ ପଡିଆରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି

ଶିଶୁ ଅଧିକାର ଆୟୋଗକୁ ମଜବୁତ କରାଯିବ: ପ୍ରଭାତୀ ପରିଡା

ଭୁବନେଶ୍ୱର(ରାଜ୍ୟକାହାଣୀ) ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ରାଜ୍ୟ ସରକାର ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିଆର) ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ସମ୍ପର୍କରେ ରିପୋର୍ଟ କରିବା ସହ ସମସ୍ତ ହେଲ୍ପଲାଇନକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ବଲିଉଡ୍‌ରେ ଓଡିଆ ପୁଅଙ୍କ କମାଲ

ଭୁବନେଶ୍ୱର(ରାଜ୍ୟକାହାଣୀ) ବଲିଉଡ ଫିଲ୍ମ ଭୁଲଭୁଲୈୟା-ଥ୍ରୀରେ ଓଡ଼ିଆ ପୁଅଙ୍କ କମାଲ । ସେ ଆସିଷ୍ଟାଣ୍ଟ ଡିରେକ୍ଟର ବା ସହ ନିର୍ଦ୍ଦେଶକ ଭାବେ କାମ କରି ଚର୍ଚ୍ଚାରେ ଅଛନ୍ତି ରାଜ କିଶୋର ହୋତା । ସୋନପୁର ଜିଲ୍ଲାର ରାଜ କିଶୋରଙ୍କ ଘର ଅଟେ | ସେ ଅନେକ ଦିନ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି

ରହସ୍ୟରେ ଜେଲ୍ ୱାର୍ଡର ବିଜୟଙ୍କ ମୃତ୍ୟୁ

ଭୁବନେଶ୍ୱର(ରାଜ୍ୟକାହାଣୀ) ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ୍‌ ୱାର୍ଡରଙ୍କ ମୃତଦେହ। ଜେଲ୍‌ ନିକଟ ବାରାକରୁ ଉଦ୍ଧାର ହୋଇଛି ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି। ତେବେ ଏହା ପଛର କାରଣ ଜଣାପଡ଼ିନି | ତାଙ୍କ ଘର ଆଠଗଡ଼ ର

ନନ୍ଦନକାନନରେ ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୂପା

ଭୁବନେଶ୍ୱର(ରାଜ୍ୟକାହାଣୀ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଖବର। ମାଆ ହେଲା ବାଘୁଣୀ ରୂପା। ତୃତୀୟ ଥର ମାଆ ହେଲା ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ। ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସ୍ଵତନ୍ତ୍ର ଟିମ୍ ରଖିଛନ୍ତି ନଜର। ନନ୍ଦନକାନନ

ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଜରିମାନା ଲଗାଇଛି। 

ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଅର୍ଥାତ୍‌ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା

ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି

ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ୱର ୨୫ରୁ ଡିସେମ୍ୱର ୨୦ ଯାଏ ଚାଲିପାରେ । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ନଭେମ୍ୱର ୨୫ରେ ଶୀତ ଅଧିବେଶନ ଆରମ୍ଭ ହୋଇପାରେ । ତେବେ ଖାସ୍ କଥା ଏହା ଯେ ଏହି ଅଧିବେଶନରେ ଗୋଟିଏ ଦିନ ଗୃହର ସାଂସଦ ସଂସଦର

ଯୁବତୀଙ୍କ ଉପରେ ଚଢିଗଲା ମୋ ବସ୍

ଭୁବନେଶ୍ୱର(ରାଜ୍ୟକାହାଣୀ) ‘ମୋ ବସ୍‌’ ଧକ୍କାରେ ୨ ଗୁରୁତର । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଘଟିଛି । ଯୁବତୀଙ୍କ ବାମ ପଟେ ଚଢିଯାଇଥିଲା ବସ୍‌ । ଫଳରେ ଯୁବତୀଙ୍କ ହାତ ଓ କାନ୍ଧ ହାଡ ଭାଙ୍ଗିଯାଇଥିବା ଜଣାପଡିଛି