ଦୀପାବଳି ପରେ ଦିଲ୍ଲୀର ସହରର ବାୟୁ ପ୍ରଦୂଷଣ ମାନ ପୁଣି ଥରେ ଅତି ନିମ୍ନସ୍ତରକୁ ଖସିଆସିଛି। 

ଦୀପାବଳି ପରେ ଦିଲ୍ଲୀର ସହରର ବାୟୁ ପ୍ରଦୂଷଣ ମାନ ପୁଣି ଥରେ ଅତି ନିମ୍ନସ୍ତରକୁ ଖସିଆସିଛି। ରବିବାର ସହରର ବାୟୁମାନକ ସୂଚକାଙ୍କ ୩୮୨ ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ପ୍ରକାଶ। ଏହି ତଥ୍ୟରୁ ଜଣାପଡୁଛି ଯେ ସହରର ପ୍ରଦୂଷଣ ମାତ୍ରା ଗମ୍ଭୀରସ୍ଥିତି ଆଡକୁ ଯାଉଛି।

ଶିମିଳିପାଳ ଜେନାବିଲ ରେଞ୍ଜରେ ପ୍ରାଣ ହରାଇଲା ଯଶୋଦା ହାତୀ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଶିମିଳିପାଳ ଜେନାବିଲ ରେଞ୍ଜରେ ପ୍ରାଣ ହରାଇଲା ଯଶୋଦା ହାତୀ । ମୃତ୍ୟୁ ବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା । ଏନେଇ ସୂଚନା ଦେଲେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେଇ ।ଯଶୋଦା କିଛି ଦିନ ତଳେ ଚନ୍ଦକାରେ ଥିବା ସମୟରେ ଅସୁସ୍ଥ ହୋଇଥିଲା।

ପାକସ୍ଥଳୀରୁ ବାହାରିଲା ବ୍ୟାଟେରି, ଚେନ୍‌, ବ୍ଲେଡ ସମେତ ୬୫ ଜିନିଷ

ଉତ୍ତରପ୍ରଦେଶ ହାଥ୍ରାସ୍‌ ଅଞ୍ଚଳର ଜଣେ ୧୪ ବର୍ଷୀୟ ବାଳକଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇ ବ୍ୟାଟେରି, ଚେନ୍‌, ରେଜର ବ୍ଲେଡ ଫ୍ରାଗମେଣ୍ଟ, ସ୍କ୍ରୁ ସମେତ ୬୫ଟି ବସ୍ତୁ ମିଳିଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଦୀର୍ଘ ୫ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା। ଏହାର କିଛି ଘଣ୍ଟା ପରେ

୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ହେବ 

ଭୁବନେଶ୍ୱର(ରାଜ୍ୟକାହାଣୀ)ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ କାଁ ଭାଁ ବର୍ଷା

ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଖୁବଶୀଘ୍ର ଆସିବ ଆଇନ

ଭୁବନେଶ୍ୱର(ରାଜ୍ୟକାହାଣୀ)ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ପ୍ରସଙ୍ଗକୁ ବେଶ୍ ରାଜନୀତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ଏବେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀ ପ୍ରତିକ୍ରିୟା ରଖିବା ସହ ଖୁବଶୀଘ୍ର ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ

ଆଜି ମହାପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର। ତେଣୁ ଶ୍ରକ୍ଷେତ୍ର ପୁରୀ ସହ ରାଜ୍ୟର ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । ସୋମବାର ଅବସରରେ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି। ପୂଜକ ସମିତି ପକ୍ଷରୁ ଭୋର୍ ୪

ପ୍ରେମ ପାଇଁ ୩୨ ବର୍ଷର ପୁଅକୁ ଛାଡି ବ୍ରାଜିଲରୁ ଭାରତ ଆସିଲେ ମହିଳା

ଛତିଶଗଡରେ ବାସ କରୁଥିବା ଯୁବକଙ୍କ ପ୍ରେମରେ ଫସି ଯାଇଛନ୍ତି ବ୍ରାଜିଲରେ ରହୁଥିବା ମହିଳା ଜଣଙ୍କ । ମହିଳା ପ୍ରେମରେ ଏମିତି ପଡି ଯାଇଛନ୍ତି ଯେ ନିଜ ଘର ଓ ସଂସାର ପରିବାରକୁ ଛାଡି ଦେଇଛନ୍ତି । କଥା କେବଳ ଏତିକିରେ ସରିନି ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ

ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, କେତେ ରହିଛି ଟିକେଟ ଦାମ |

ଭୁବନେଶ୍ୱର(ରାଜ୍ୟକାହାଣୀ)ଆଗାମୀ ଫେବୃୟାରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ। ଏଥିପାଇଁ ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)। ଟିକେଟ ମୂଲ୍ୟ ସର୍ବନିମ୍ନ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ପର୍ଯ୍ୟନ୍ତ

ଦାରିଙ୍ଗବାଡ଼ିରେ ପହିଲି ଶୀତ , ମଜା ନେବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର(ରାଜ୍ୟକାହାଣୀ)ଆସିଲା ଶୀତ, ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିମୁହାଁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ। ହୋଟେଲଠାରୁ ଆରମ୍ଭ କରି ପର୍ଯ୍ୟଟନକ୍ଷେତ୍ର ଯୁଆଡ଼େ ଦେଖିବେ ଶହ ଶହ ପର୍ଯ୍ୟଟକ। ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ

୫୦ କ୍ଷତ ଚିହ୍ନ ସହ ଥିଲା କାମୁଡ଼ା ଦାଗ କିନ୍ତୁ ବଞ୍ଚିଗଲା ଶିଶୁ 

କଥାରେ ଅଛି ‘ରଖେ ହରି ତ ମାରେ କିଏ’। ଏହାର ସତ୍ୟତା ମଧ୍ୟ ରହିଛି। ଯାହାକୁ ରକ୍ଷା କରିବାକୁ ସ୍ଵୟଂ ଭଗବାନଙ୍କ ଆଶୀର୍ବାଦ ରହିଥିବ ତା’କୁ କିଏ ମାରିବ ? ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ଏକ ୨ ମାସର ଶିଶୁର ଜୀବନଯାତ୍ରା ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ