ଏସସିବିରେ ରାଗିଂ ଅଭିଯୋଗ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଏସସିବିରେ ରାଗିଂ ଅଭିଯୋଗ । କଟକ ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ କରାଯାଇଛି | ଏମବିବିଏସ ପ୍ରଥମ ବର୍ଷ ଛାତଙ୍କୁ ଶେଷ ବର୍ଷ ଛାତ୍ର ରାଗିଂ କରିଛନ୍ତି । ଏନେଇ ଅଭିଯୋଗ ଆଣିଲେ ଏମବିବିଏସ ପ୍ରଥମ ବର୍ଷ ଛାତ୍ର| ଅଭିଯୋଗ ପରେ

ମାଛୁଆଙ୍କ ଜାଲରେ ପଡିଲା ବିଶାଳ ମାଛ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ମହାନଦୀର ମୁଣ୍ଡଳୀ ବ୍ୟାରେଜ୍‌ରୁ ମତ୍ସ୍ୟଜୀବୀମାନେ ଧରିଛନ୍ତି ୨୨ କେଜି ଓଜନର ବିଶାଳ ମାଛ । ଆଜି ସକାଳେ ମତ୍ସ୍ୟଜୀବୀ ରବି ଦଳେଇ ଡଙ୍ଗା ନେଇ ମାଛ ଧରିବାକୁ ନଈକୁ ଯାଇଥିଲେ । ମାଛ ଧରିବା ସମୟରେ ତାଙ୍କ ଜାଲରେ ଏହି ୨୨କେଜି ଓଜନର ମାଛଟି ଫଶିଥିଲା। ସ୍ଥାନୀୟ

କୁକୁରଙ୍କୁ  ବିସ୍କୁଟ୍‌ ଖାଇବାକୁ ଦେଇ LETର ଟପ୍‌ କମାଣ୍ଡରକୁ ମାରିଲେ ସିଆର୍‌ପିଏଫ୍‌

ଜମ୍ମୁ-କଶ୍ମୀରରେ ମିଳିଲା ସେନାକୁ ବଡ଼ ସଫଳତା। ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୁଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍‌ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଟପ୍‌ କମାଣ୍ଡର ଉସ୍‌ମାନ୍‌ଙ୍କୁ ନିପାତ

ବଦଳିଲା ୩ ରାଜ୍ୟର ଉପ ନିର୍ବାଚନ ତାରିଖ

ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ତାରିଖ ପରିବର୍ତ୍ତନ କରାଯାଇଛି। ଏହି ଆସନଗୁଡିକରେ ଭୋଟ ବର୍ତ୍ତମାନ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ହେବ। ସୂଚନା ଥାଉକି, ବିଭିନ୍ନ ପର୍ବପର୍ବାଣୀ ଯୋଗୁଁ ଉତ୍ତରପ୍ରଦେଶ, କେରଳ ଏବଂ ପଞ୍ଜାବର

୨୧ ନଭେମ୍ବରରୁ ଧାନ କିଣା  ଆରମ୍ଭ ହେବ । 

ଭୁବନେଶ୍ୱର(ରାଜ୍ୟକାହାଣୀ)ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍‌ ଋତୁରେ ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ।ଚଳିତ ବର୍ଷ

ମିଳିଲାନି ଅନୁମତି, ପୋତାହେଲା ରାବଣ

ଭୁବନେଶ୍ୱର(ରାଜ୍ୟକାହାଣୀ) ଥୁଆ ହୋଇଛି ବିରାଟକାୟ ମହିରାବଣ । ରୁଣ୍ଡ ହୋଇଛନ୍ତି ଲୋକେ । ସମସ୍ତଙ୍କ ଭିତରେ ଅସନ୍ତୋଷ । କାହିଁକିନା ଭଙ୍ଗ ହୋଇଛି ପୂର୍ବ ପରମ୍ପରା । ବସ୍ତା ଥାନା, କୁଡିଆ ପଞ୍ଚାୟତ ଅନ୍ତର୍ଗତ ବେଲା ଗ୍ରାମରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମରେ ରାବଣ

ଓଡିଶା ଛାଡି ଯିବନି ଆର୍ସଲମିତ୍ତଲ, ନିପନ ଷ୍ଟିଲ୍ଅ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଗ୍ରଣୀ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଆର୍ସଲମିତ୍ତଲ ଏବଂ ଜାପାନର ନିପନ ଷ୍ଟିଲ୍ ଓଡିଶାରୁ ଓହରି ନଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଦୁଇ କମ୍ପାନୀ ମିଳିତଭାବେ ଓଡ଼ିଶାରେ ବିଶାଳ ଷ୍ଟିଲ୍ ପ୍ଲାଣ୍ଟ ବସାଇବେ ବୋଲି ପୂର୍ବ ସରକାରଙ୍କ ସମୟରେ ଓଡିଶା

ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଲ୍ କରାଇ ଦେବାକୁ କହି ଜଣେ ଠିକାଦାରଙ୍କଠୁ ନେଉଥିଲେ ଲାଞ୍ଚ । ସୋମବାର ସକାଳେ

ଆସିଲା ବାତ୍ୟା ‘ଦାନା’ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ ସୋମବାର ସାମ୍ନାକୁ ଆସିଛି । କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ ଶହ କୋଟି ଟଙ୍କା କ୍ଷତି ହୋଇଛି ।

ମେଘନାଦ ପାଚେରୀ ଫାଟ :ଖୁବଶିଘ୍ର ମରାମତି ନେଇ ଆଇନମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ରାଜ୍ୟକାହାଣୀ) ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ପ୍ରସଙ୍ଗ। ଖବର ପ୍ରସାରଣ ପରେ ଆକ୍ସନ ମୁଡ୍‌କୁ ଆସିଛି ଏଏସଆଇ। ଘଟଣାକୁ ଗୁରୁତର ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ । ଏବେ ଶିଉଳି ଛଡାଇ ଫାଟ ଯୋଡା କାମ ଆରମ୍ଭ ହୋଇଛି ।