୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । 

୧୯୮୮ ନଭେମ୍ୱର ୮ରେ ଦିଲ୍ଲୀରେ ଜନ୍ମ । ଖୁବ୍ କମ୍ ବୟସରେ ଆରମ୍ଭ କରିଥିଲେ କ୍ରିକେଟ ଖେଳ । ସାମାନ୍ୟ ମଧ୍ୟବିତ୍ତ ଘରୁ ଆସି ପୂରା ବିଶ୍ୱରେ ନାମ କମାଇ ପାରିଥିବା ନାଁ ହେଉଛି ବିରାଟ । ଦିନିକିଆରେ ସର୍ବାଧିକ ରନ୍, ଦିନିକିଆର ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ,

ଆମେରିକାରେ ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀ ହେଲେନା ଲ୍ୟୁକଙ୍କ ନିଧନ 

ଆମେରିକାରେ ରହୁଥିବା ବଲିଉଡ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କ ଗତରବିବାର ନଭେମ୍ବର ୩ ତାରିଖ ବିଳମ୍ବିତ ରାତି ଦେହାନ୍ତ ହୋଇଛି। ହେଲେନା ‘ଆଓଁ ପ୍ୟାର କରେଁ’, ‘ଦୋ ଗୁଲାବ’ ଏବଂ ‘ସାଥ ସାଥ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅମିତାଭ ବଚ୍ଚନଙ୍କ ସହ ହେଲେନାଙ୍କୁ ଫିଲ୍ମ 'ମର୍ଦ'ରେ କାମ

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗ । 

ଭୁବନେଶ୍ୱର(ରାଜ୍ୟକାହାଣୀ)ଆଗାମୀ ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା କରିବା ଜିଦ୍‌ରେ ଅଟଳ ରହିଛି ଇସ୍କନ। ସେମାନଙ୍କର ଏଭଳି ଶାସ୍ତ୍ର ଓ ପରମ୍ପରା ବିରୋଧୀ ନିଷ୍ପତ୍ତି ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। କୋଟି କୋଟି ହିନ୍ଦୁଙ୍କ

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ହତ୍ୟା

ଭୁବନେଶ୍ୱର(ରାଜ୍ୟକାହାଣୀ) ବୀଭତ୍ସ, ହୃଦୟ ବିଦାରକ, ଛାତି ଥରାଇଦେଲା ଭଳି ଅଘଟଣ । ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ, ଗଛରେ ବାନ୍ଧିଦେଲେ । ପତ୍ନୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ପତ୍ନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏପରି ଘଟଣା ଘଟିଛି

ମୃତ ସ୍ବାମୀଙ୍କ ରକ୍ତ ଭିଜା ହସ୍ପିଟାଲ୍‌ ବେଡ୍‌ ସଫା କଲେ ଗର୍ଭବତୀ ସ୍ତ୍ରୀ 

ଅସୁସ୍ଥ ଦିବ୍ୟାଙ୍ଗ ସ୍ୱାମୀକୁ ବଞ୍ଚାଇବା ନିମନ୍ତେ ମେଡିକାଲ ଧରି ଧାଇଁ ଆସିଥିଲା ଗର୍ଭବତୀ ପତ୍ନୀ। ପାଖରେ ଆଉ ଏକ ଛୋଟ ଛୁଆ ବି ଥିଲା। ମାତ୍ର ମେଡିକାଲ ବେଡରେ ହିଁ ଛଟପଟ ହୋଇ ଚାଲିଗଲା ସ୍ୱାମୀର ଜୀବନ । ଏହାଦେଖି ପତ୍ନୀ ଉପରେ ଆକାଶ ଛିଣ୍ଡି ପଡ଼ିଥିବା ବେଳେ ମୁଣ୍ଡ ପିଟି କାନ୍ଦୁଥିଲା।

ଅଢେଇଶ ଆଳୁ ଚୋରି ହୋଇଥିବା ଅଭିଯୋଗ ଆଣିଲେ ଜଣେ ବ୍ୟକ୍ତି 

ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଘଟଣାଟି କିଛି ଏମିତି ଅଛି | ଦୀପାବଳି ପୂର୍ବରୁ ୟୁପି ପୁଲିସ୍ ପାଖକୁ ଏକ ଏମରଜେନ୍ସି କଲ୍ ଆସିଲା । ୧୧୨ ନମ୍ବରରେ ଡାଏଲ୍ କରି ବିଜୟ ବର୍ମା ନାମକ ଜଣେ ବ୍ୟକ୍ତି ତାଙ୍କର ଆଳୁ ଚୋରି ହୋଇଥିବା ଅଭିଯୋଗ ଆଣିଲେ । ଖବର ଶୁଣି ପୁଲିସ୍ ତୁରନ୍ତ ଉକ୍ତ ସ୍ଥାନକୁ ଗଲେ

ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌

ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତା ଦୁଇ ମାସ ମଧ୍ୟରେ ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌। ଆଜି ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଏବେ ଓମ୍‌ଫେଡ୍ ଦୈନିକ

ଏସସିବିରେ ରାଗିଂ ଅଭିଯୋଗ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଏସସିବିରେ ରାଗିଂ ଅଭିଯୋଗ । କଟକ ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ କରାଯାଇଛି | ଏମବିବିଏସ ପ୍ରଥମ ବର୍ଷ ଛାତଙ୍କୁ ଶେଷ ବର୍ଷ ଛାତ୍ର ରାଗିଂ କରିଛନ୍ତି । ଏନେଇ ଅଭିଯୋଗ ଆଣିଲେ ଏମବିବିଏସ ପ୍ରଥମ ବର୍ଷ ଛାତ୍ର| ଅଭିଯୋଗ ପରେ

ମାଛୁଆଙ୍କ ଜାଲରେ ପଡିଲା ବିଶାଳ ମାଛ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ମହାନଦୀର ମୁଣ୍ଡଳୀ ବ୍ୟାରେଜ୍‌ରୁ ମତ୍ସ୍ୟଜୀବୀମାନେ ଧରିଛନ୍ତି ୨୨ କେଜି ଓଜନର ବିଶାଳ ମାଛ । ଆଜି ସକାଳେ ମତ୍ସ୍ୟଜୀବୀ ରବି ଦଳେଇ ଡଙ୍ଗା ନେଇ ମାଛ ଧରିବାକୁ ନଈକୁ ଯାଇଥିଲେ । ମାଛ ଧରିବା ସମୟରେ ତାଙ୍କ ଜାଲରେ ଏହି ୨୨କେଜି ଓଜନର ମାଛଟି ଫଶିଥିଲା। ସ୍ଥାନୀୟ

କୁକୁରଙ୍କୁ  ବିସ୍କୁଟ୍‌ ଖାଇବାକୁ ଦେଇ LETର ଟପ୍‌ କମାଣ୍ଡରକୁ ମାରିଲେ ସିଆର୍‌ପିଏଫ୍‌

ଜମ୍ମୁ-କଶ୍ମୀରରେ ମିଳିଲା ସେନାକୁ ବଡ଼ ସଫଳତା। ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୁଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍‌ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଟପ୍‌ କମାଣ୍ଡର ଉସ୍‌ମାନ୍‌ଙ୍କୁ ନିପାତ