ମାଆ ତାରାତାରିଣୀଙ୍କର ଆଜି ହେବ ମହାସ୍ନାନ। 

ଭୁବନେଶ୍ୱର(ରାଜ୍ୟକାହାଣୀ) ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କର ଆଜି ହେବ ମହାସ୍ନାନ । ଚୋରମାନେ ମା’ଙ୍କୁ ସ୍ପର୍ଶ କରିଥିବା ଯୋଗୁ ୧୦୮ ଗରା ଜଳରେ ମା’ଙ୍କର ମହାସ୍ନାନ କରାଯିବ ।ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି

ତହସିଲଦାରଙ୍କ ଗାଳିଗୁଲଜରେ ଚେତାଶୂନ୍ୟ RI, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ରାଜ୍ୟକାହାଣୀ)ଗତକାଲି ସଂଧ୍ୟାରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ରେକର୍ଡ ପତ୍ର ଧରି ତହସିଲ କାର୍ଯ୍ୟାଳୟକୁ ଆସିବାକୁ ତହସିଲଦାର କହିଥିଲେ । ହେଲେ ରାଜସ୍ବ ନିରୀକ୍ଷକ ଜଣକ ଅମଙ୍ଗ ହେବାରୁ ତହସିଲଦାର ତାଙ୍କୁ ଫୋନ୍ ଯୋଗେ ଗାଳିଗୁଲଜ କରିବା ସହିତ

ପ୍ରଥମ ବିଶ୍ୱ ସୁନ୍ଦରୀ କିକି ହାକାନସନଙ୍କ ୯୫ ବର୍ଷ ବୟସରେ ଦେହାନ୍ତ  

ପ୍ରଥମ ବିଶ୍ୱ ସୁନ୍ଦରୀ ଭାବେ ଇତିହାସ ରଚିଥିବା କିକି ହାକାନସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଛି। ୧୯୫୧ ମସିହାରେ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିବା ହାକାନସନଙ୍କ ନଭେମ୍ବର ୪ ତାରିଖ ସୋମବାର ଦିନ କାଲିଫର୍ଣ୍ଣିଆସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ତାଙ୍କ

ଐତିହ୍ୟ ନଗରୀ କଟକରେ ଲଜ୍ଜା,କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର(ରାଜ୍ୟକାହାଣୀ) କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳକୁ ନେଇ ବାରମ୍ବାର ଗଣଦୁଷ୍କର୍ମ କରାଯାଇଛି। ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ବାଦାମବାଡ଼ି ଥାନାରେ ହୋଇଥିଲା ଅଭିଯୋଗ। ଏହି ଗଣଦୁଷ୍କର୍ମର ଭିଡିଓ ରେକର୍ଡ କରିବା ପରେ ଏହାକୁ ଭାଇରାଲ୍ କରାଯାଇଛି। ଛାତ୍ରୀଙ୍କ

ଆଜି ଛଟ୍ ପୂଜାର ଶେଷ ଦିନ

ଭୁବନେଶ୍ୱର(ରାଜ୍ୟକାହାଣୀ) ସରିଲା ଛଠ୍ ପୂଜା । ଭୋରୁ ଉଦୟଗାମୀ ସୂର୍ଯ୍ୟଙ୍କୁ ପୂଜା କରି ବ୍ରତ ସମାପନ କରିଲେ ବିହାର ସମ୍ପ୍ରଦାୟର ଲୋକମାନେ। ଦୀର୍ଘ ୪ ଦିନ ଧରି ବ୍ରତ ପାଳାନ କରିଥିଲେ ଶ୍ରଦ୍ଧାଳୁ । ମନସ୍କାମନା ପୂର୍ଣ୍ଣ ହୋଇଥିବା ହଜାର ହଜାର ଭକ୍ତ ମାନେ ସୂର୍ଯ୍ୟ ଦେବଙ୍କୁ କରିଲେ ପୁଜା।

ପିଲାଙ୍କୁ ସୋସିଆଲ ମିଡିଆ ମନା ; ଫେସବୁକ ଏବଂ ଇନଷ୍ଟାଗ୍ରାମ

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି ଅଷ୍ଟ୍ରେଲିଆ ପ୍ରଶାସନ । ଫେସବୁକ, ଟିକଟିକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା । ଆଉ ଯଦି ବ୍ୟବହାର କରନ୍ତି ତେବେ ଜରିମାନା ଦେବାକୁ

ଧାରା ୩୭୦କୁ ନେଇ ଜମ୍ମୁ-କାଶ୍ମୀର ବିଧାନସଭାରେ ହଟ୍ଟଗୋଳ

ଧାରା ୩୭୦କୁ ନେଇ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହାତାହାତି। ସରକାରୀ ଦଳ ଓ ବିରୋଧୀ ଦଳ ବିଧାୟକଙ୍କ ମଧ୍ଯରେ ତୁମୁଳ ହଟ୍ଟଗୋଳ। ଅଧିକାଂଶ ବିଧାୟକ ନିଜ ଆସନରୁ ଉଠିଆସି ଗୃହର ମଧ୍ଯଭାଗରେ ହାତାହାତି ହେବା ସହ ପରସ୍ପରକୁ ଗାଳି କରିବା ଦେଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅବଦୁଲ୍ଲା ସରକାର ବୁଧବାର

ଉପର ପଡିଆରେ ହେବ ବାଲିଯାତ୍ରା । 

ଭୁବନେଶ୍ୱର(ରାଜ୍ୟକାହାଣୀ)ହାଇକୋର୍ଟରେ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ଉପର ପଡିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି ।ସବୁବର୍ଷ ଭଳି ଏବର୍ଷ ମଧ୍ୟ ଉଭୟ ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା । କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ

ଶାହରୁଖ ଖାଁଙ୍କୁ ମିଳିଲା ହତ୍ୟା ଧମକ

ବଲିଉଡ ବାଦଶାହ ଶାହରୁଖ ଖାଁଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଛତିଶଗଡର ରାୟପୁରରୁ ଫୈଜାନ୍ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ଏହି ଧମକ ମିଳିଥିଲା। ଶାହରୁଖ ଖାନଙ୍କ ଟିମ୍ ବାନ୍ଦ୍ରା

ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି ଖସିଲା ସୁନା ଦାମ୍‌ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗୁରୁବାର ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ବଜାରରେ ସୁନା ମୂଲ୍ୟରେ ୧୫୦୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ଭୁବନେଶ୍ବରରେ ୨୨ କ୍ୟାରେଟ ଦର ୭୩, ୮୦୦ ଥିଲା ବେଳେ ଗୁରୁବାର ୧୦