ବାଲିଯାତ୍ରା ପାଇଁ ଗୀତ ରିଲିଜ୍ ହେଲା

ଭୁବନେଶ୍ୱର(ରାଜ୍ୟକାହାଣୀ) ଆମେ କଟ୍‌କି, ସବୁଠାରୁ ହଟ୍‌କି.. ଆମ ବାଲିଯାତ୍ରା ସବୁଠାରୁ ନିଆରା.. ଏ କଟକ ନଗର, ଏ ଧବଳ ଟଗର.. ଭାଇଚାରା ପାଇଁ ପ୍ରସିଦ୍ଧି ତାର.. ଏପଟେ କାଠଯୋଡ଼ି, ସେପଟେ ମହାନଦୀ.. ତେବେ କଟକର ଗୌରବମୟ ଇତିହାସରୁ ଆରମ୍ଭ କରି ସଂସ୍କୃତି, ସାହିତ୍ୟ, କଳା, ପରମ୍ପରା ଇତ୍ୟାଦି

ସୋମବାର ଭିସ୍ତାରା ଏୟାରଲାଇନ୍ସର ଶେଷ ଉଡ଼ାଣ

ପୂର୍ଣ୍ଣ ସେବା ପ୍ରଦାନକାରୀ ଏୟାରଲାଇନ ଭିସ୍ତାରା ସୋମବାର ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ଗ୍ରୁପରେ ମିଶିଯିବ। ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ।

କାହିଁକି ବନ୍ଦ ହେଲା ପୁରୁଣା ୫ ଟଙ୍କିଆ କଏନ ?

ଭାରତୀୟ ବଜାରରେ ୫ ଟଙ୍କା କଏନର ଯଥେଷ୍ଟ ଗୁରୁତ୍ୱ ରହିଛି। ହେଲେ ଏବେ ବଜାରରେ ଆଉ ପୁରୁଣା ୫ ଟଙ୍କା କଏନ ମିଳୁ ନାହିଁ। ମୋଟା ୫ ଟଙ୍କା କଏନର ଅଭାବ ଏବେ ଅନୁଭବ କରୁଥିବେ।ଏହି ମୋଟା ୫ ଟଙ୍କିଆ ମୁଦ୍ରାର ଅବୈଧ ତସ୍କରୀ ମଧ୍ୟ ଚିନ୍ତାଜନକ ହୋଇଥିଲା। ଖାସ କରି ବାଂଲାଦେଶରେ ଏହି ମୁଦ୍ରାଗୁଡିକୁ

୧୦ ଫୁଟର ଗାତ ଖୋଳି ବିଧି ବିଧାନର  ସହ କାରକୁ ଅନ୍ତିମ ସଂସ୍କାର ,ସାମିଲ ହେଲେ ୧୫ଶହ ଲୋକ

ସମାଧି ନେଲା କାର୍ । ଏହି ଖବର ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ଆଉ ଭାବୁଥିବେ ସାମାଧି ତ ସାଧୁ ସନ୍ଥ ନିଅନ୍ତି କିନ୍ତୁ କାର୍ ସମାଧି ନେବା ଘଟଣା ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ଗୁଜରାଟର ଏହି ପରିବାର ୧୨ ବର୍ଷ ତଳର ପୁରୁଣା ଗାଡ଼ି ପାଇଁ ଗୋଟିଏ ବିରାଟ ଅନ୍ତିମ ସଂସ୍କାରର

ମହିଳାଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ଯୋଗାଣ ସହାୟକ

ବଲାଙ୍ଗୀର ବୁଦୁଲାରେ ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରଫ । ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଆଗଲପୁର ଓ ସୋହେଲା ପୋଲିସ ଗିରଫ କରିଛି। ଗତ ୪ ତାରିଖରେ ଆଗଲପୁର ଥାନାରେ ମାମଲା ହୋଇଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ଆଗଲପୁର

ଏବେ ପ୍ଲସ ଥ୍ରୀ, ଆଗକୁ ପ୍ଲସ ଫୋର

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ବହୁଚର୍ଚ୍ଚିତ ଜାତୀୟ ଶିକ୍ଷାନୀତି । ୨୦୨୪-୨୫ (ଚଳିତ) ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବ ‘ଜାତୀୟ ଶିକ୍ଷା ନୀତି-୨୦୨୦’ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏକାଧିକ

ଖୁବ୍‌ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ କରିବେ ରାଜ୍ୟସରକାର 

ଭୁବନେଶ୍ୱର(ରାଜ୍ୟକାହାଣୀ)ଆଜିର ସରକାରରେ କୌଣସି ଅପରାଧୀ କୁ ଘଣ୍ଟ ଘୋଉଡ଼ାଯିବ ନାହିଁ |ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍‌ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଅତୀତ ରେ ମହିଳାଙ୍କ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । 

ଶପଥ ନେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ଜଷ୍ଟିସ୍ ଖାନ୍ନା ୫୧ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ

ଭୁବନେଶ୍ୱର(ରାଜ୍ୟକାହାଣୀ)ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରିହର ବେଶ ।  ଅବକାଶ ନୀତି ପରେ ହରିହର ବେଶରେ ସଜିତ କରାଯିବ ।  ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।  ଦୀପାବଳି ଅମାବାସ୍ୟା ପରଠୁ ଶୁକ୍ଳ

ବଦଳିଲା ଓଡିଶା ନର୍ସଙ୍କ ଡ୍ରେସ୍‌ କୋଡ୍‌

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସଙ୍କ ଡ୍ରେସ୍‌ କୋଡ୍‌ରେ ପରିବର୍ତ୍ତନ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଏନଏସ୍, ଏନଏସ୍ ଅଧିକାରୀଙ୍କ