ଇଣ୍ଡିଆନ ଆଇଡଲ୍‌ରେ ଓଡ଼ିଆ ପୁଅର ଜଲୱା

ଭୁବନେଶ୍ୱର(ରାଜ୍ୟକାହାଣୀ) ଇଣ୍ଡିଆନ ଆଇଡଲ୍‌ ଷ୍ଟେଜରେ ଓଡ଼ିଆ ପୁଅଙ୍କ ଜଲୱା। ପ୍ଲାଟିନମ ମାଇକ ରେସରେ ସାମଲି ହେଲେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍‌ରେ ନିଜକୁ ସ୍ଥାନିତ କରି ଟପ୍-୧୫ରେ ପହଞ୍ଚିଛନ୍ତି।ଇଣ୍ଡିଆନ ଆଇଡଲ୍ ରେ ନିଜର

ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଖଲୀସ୍ତାନୀ ଆତଙ୍କବାଦୀ

ଖଲିସ୍ତାନୀ ଆତଙ୍କୀ ତଥା ଶିଖ୍ ଫର୍ ଜଷ୍ଟିସ (ଏସଏଫଜେ) ର ମୁଖିଆ ଗୁରପତବନ୍ତ ସିଂ ପନ୍ନୁ ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ସେ ଏକ ଭିଡିଓ ଜାରି କରି ଏହି ଧମକ ଦେଇଛନ୍ତି । ଏଥିରେ ସେ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଇଥିବା

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି

ଭୁବନେଶ୍ୱର(ରାଜ୍ୟକାହାଣୀ) ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ସୂଚନା ଦେଇଛି।ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ଯାଏ ଛୁଟି ନେଇପାରିବେ। ଗୋଟିଏ ମାସର ଦିନଟିଏ

ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଏବଂ ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।ସେପଟେ

ବରଗଛ ତଳୁ ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ

ଭୁବନେଶ୍ୱର(ରାଜ୍ୟକାହାଣୀ) ମାଟି ଖୋଳୁ ଖୋଳୁ ମିଳିଲେ ମହାଦେବ, ଶିବ ଲିଙ୍ଗଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ । ପବିତ୍ର କାର୍ତ୍ତିକ ମାସରେ କୋରାପୁଟ ବୋରିଗୁମ୍ମା ନୁଆଗୁଡ଼ାରୁ ଆସିଛି ଏଭଳି ଅଲୌକିକ ଦୃଶ୍ୟ ।ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଏଠାରେ ବିଭିନ୍ନ ଅଞ୍ଚଳରୁ

ବାଲିଯାତ୍ରା ପାଇଁ ଗୀତ ରିଲିଜ୍ ହେଲା

ଭୁବନେଶ୍ୱର(ରାଜ୍ୟକାହାଣୀ) ଆମେ କଟ୍‌କି, ସବୁଠାରୁ ହଟ୍‌କି.. ଆମ ବାଲିଯାତ୍ରା ସବୁଠାରୁ ନିଆରା.. ଏ କଟକ ନଗର, ଏ ଧବଳ ଟଗର.. ଭାଇଚାରା ପାଇଁ ପ୍ରସିଦ୍ଧି ତାର.. ଏପଟେ କାଠଯୋଡ଼ି, ସେପଟେ ମହାନଦୀ.. ତେବେ କଟକର ଗୌରବମୟ ଇତିହାସରୁ ଆରମ୍ଭ କରି ସଂସ୍କୃତି, ସାହିତ୍ୟ, କଳା, ପରମ୍ପରା ଇତ୍ୟାଦି

ସୋମବାର ଭିସ୍ତାରା ଏୟାରଲାଇନ୍ସର ଶେଷ ଉଡ଼ାଣ

ପୂର୍ଣ୍ଣ ସେବା ପ୍ରଦାନକାରୀ ଏୟାରଲାଇନ ଭିସ୍ତାରା ସୋମବାର ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ଗ୍ରୁପରେ ମିଶିଯିବ। ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ।

କାହିଁକି ବନ୍ଦ ହେଲା ପୁରୁଣା ୫ ଟଙ୍କିଆ କଏନ ?

ଭାରତୀୟ ବଜାରରେ ୫ ଟଙ୍କା କଏନର ଯଥେଷ୍ଟ ଗୁରୁତ୍ୱ ରହିଛି। ହେଲେ ଏବେ ବଜାରରେ ଆଉ ପୁରୁଣା ୫ ଟଙ୍କା କଏନ ମିଳୁ ନାହିଁ। ମୋଟା ୫ ଟଙ୍କା କଏନର ଅଭାବ ଏବେ ଅନୁଭବ କରୁଥିବେ।ଏହି ମୋଟା ୫ ଟଙ୍କିଆ ମୁଦ୍ରାର ଅବୈଧ ତସ୍କରୀ ମଧ୍ୟ ଚିନ୍ତାଜନକ ହୋଇଥିଲା। ଖାସ କରି ବାଂଲାଦେଶରେ ଏହି ମୁଦ୍ରାଗୁଡିକୁ

୧୦ ଫୁଟର ଗାତ ଖୋଳି ବିଧି ବିଧାନର  ସହ କାରକୁ ଅନ୍ତିମ ସଂସ୍କାର ,ସାମିଲ ହେଲେ ୧୫ଶହ ଲୋକ

ସମାଧି ନେଲା କାର୍ । ଏହି ଖବର ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ଆଉ ଭାବୁଥିବେ ସାମାଧି ତ ସାଧୁ ସନ୍ଥ ନିଅନ୍ତି କିନ୍ତୁ କାର୍ ସମାଧି ନେବା ଘଟଣା ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ଗୁଜରାଟର ଏହି ପରିବାର ୧୨ ବର୍ଷ ତଳର ପୁରୁଣା ଗାଡ଼ି ପାଇଁ ଗୋଟିଏ ବିରାଟ ଅନ୍ତିମ ସଂସ୍କାରର

ମହିଳାଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ଯୋଗାଣ ସହାୟକ

ବଲାଙ୍ଗୀର ବୁଦୁଲାରେ ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରଫ । ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଆଗଲପୁର ଓ ସୋହେଲା ପୋଲିସ ଗିରଫ କରିଛି। ଗତ ୪ ତାରିଖରେ ଆଗଲପୁର ଥାନାରେ ମାମଲା ହୋଇଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ଆଗଲପୁର