ଓଡ଼ିଶାର ୩ ପୋଲିସ ଇନ୍ସପେକ୍ଟରଙ୍କୁ ଗୃହମନ୍ତ୍ରୀ ଦକ୍ଷତା ପଦକ

ଭୁବନେଶ୍ୱର(ରାଜ୍ୟକାହାଣୀ) କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପୁରସ୍କାର ଘୋଷଣା ହୋଇଛି। ଏହି କ୍ରମରେ ଓଡ଼ିଶାର ୩ ପୁଲିସ ଇନସ୍ପେକ୍ଟରଙ୍କୁ ଏହି ପଦକ ମିଳିବ। ସେମାନେ ହେଲେ ଗଜପତି ଜିଲ୍ଲାରୁ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଜିଲ୍ଲାରୁ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ ମାଲକାନଗିରି ଜିଲ୍ଲାର

ସୁଭଦ୍ରା ଯୋଜନାରେ ଆସିଲା ଲିଷ୍ଟ , ନିଜ ଫୋନରେ ଦେଖନ୍ତୁ |

ଭୁବନେଶ୍ୱର(ରାଜ୍ୟକାହାଣୀ) ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ଲିଙ୍କ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନଙ୍କର ଏକ ଲିଷ୍ଟ ଜାରି କରିଛନ୍ତି ସରକାର। ଲୋକମାନେ ଘରେ ବସି ନିଜର ମୋବାଇଲରେ ଏହି ଲିଷ୍ଟକୁ ଦେଖିପାରିବେ। ଏହିଭଳି ଭାବରେ ଦେଖନ୍ତୁ | ୧. ଆପଣ ପ୍ରଥମେ ସୁଭଦ୍ରା ଯୋଜନାର

ଗୋଆ, ପଣ୍ଡିଚେରୀ ପରି ଝଲସି ଉଠିବ ଚନ୍ଦ୍ରଭାଗାର ସମୁଦ୍ର ଉପକୂଳ । 

ଭୁବନେଶ୍ୱର(ରାଜ୍ୟକାହାଣୀ)ଗୋଆ, ପଣ୍ଡିଚେରୀ ପରି ଝଲସିବ ଚନ୍ଦ୍ରଭାଗା ବେଳାଭୂମି। ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ଅତି ଆଧୁନିକକରଣ କାର୍ଯ୍ୟ। ଏଥିଲାଗି ସୋମବାର ପର୍ଯ୍ୟଟନ ବିଭାଗର ସଚିବଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦ୍ରଭାଗାରେ ପହଞ୍ଚି ଥିଲେ ପର୍ଯ୍ୟଟନ ବିଭାଗର

ଟ୍ରେନ୍‌ ଆଗକୁ ଡେଇଁବାକୁ ବାଧ୍ୟ କଲା ଟ୍ରେଡିଂ ଆପ୍‌

ଭୁବନେଶ୍ୱର(ରାଜ୍ୟକାହାଣୀ) ଟ୍ରେଡିଂ ଆପରେ ଟଙ୍କା ହାରିଲେ । ଟ୍ରେନ୍ ଟ୍ରାକରେ ଶୋଇ ଜୀବନ ଦେଇଦେଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଆରପି ଥାନା ଅନ୍ତର୍ଗତ ବାଲିଜୁରୀରେ । ମୃତକ କେନ୍ଦ୍ରାପଡ଼ା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ

ଭରତପୁର ଥାନା ମାମଲା: ଆସିଲା ସାଇଣ୍ଟିଫିକ୍ ରିପୋର୍ଟ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଆସିଲା ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ହସ୍ତଗତ ହୋଇଛି ଗୁଜରାଟ ଡିଏଫଏସଏଲର ରିପୋର୍ଟ ।ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ

ପରିବାର ସଦସ୍ୟଙ୍କୁ ଚାକିରି ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ବଡ଼ ସଙ୍କେତ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା। ଏନେଇ ସଙ୍କେତ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ

ଆସନ୍ତା ୧୫ରୁ ରାଜ୍ୟରେ ପାରଦ ଖସିବା ସାଙ୍ଗକୁ ରାଜ୍ୟରେ ଶୀତ ଅନୁଭୂତ ହେବ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଚଳିତ ବର୍ଷ ଶୀତ ପଡ଼ିବା ବିଳମ୍ବ ହେଉଇଁଥିଲେ ମଧ୍ୟ ଆଉ ଦିନେ କିମ୍ବା ଦୁଇଦିନ ଶୀତ ବଢିବାକୁ ଯାଉଛି। ତେବେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିଯିବ । ଏହା ପ୍ରଭାବରେ ଅଧିକ ଶୀତ ଅନୁଭୂତ ହୋଇପାରେ ।

କଟକ ବାଲିଯାତ୍ରା ୨୦୨୪: ସୁରକ୍ଷାରେ ରହିବେ ୭୦ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଉ ଦିନ କେଇଟା ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ସେଥିପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର କରାଯାଇଛି । ବାଲିଯାତ୍ରା ସମୟରେ ଅନବରତ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ୧୦ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସେପଟେ ବାଲିଯାତ୍ରାରେ

ଓଡ଼ିଶାରେ ଅଗ୍ନିଶମ ଆଧୁନିକୀକରଣ ପାଇଁ ୨୦୧ କୋଟି ଟଙ୍କା

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସହ ୩ଟି ରାଜ୍ୟ ପାଇଁ ମୋଟ ୭୨୫.୬୨

ଶ୍ରୀକ୍ଷେତ୍ରରେ ଆଜିଠୁ ମହାପଞ୍ଚୁକ ବ୍ରତ

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜିଠୁ ପବିତ୍ର ପଞ୍ଚୁକ। ଚଳିତବର୍ଷ ୫ଦିନ ପରିବର୍ତ୍ତେ ୪ଦିନ ହେବ ପଞ୍ଚୁକ ବ୍ରତ । ଆଜି ପ୍ରଥମ ଦିନ ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକ ଠାରେ କରାଯାଇଥିବା ଅସ୍ଥାୟୀ