ଥାନାରେ କେମିତି ବ୍ୟବହାର କରିବେ ପୋଲିସ ବାବୁ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଥାନାରେ ସିସିଟିଭି ଲଗେଇବା ଓ ପ୍ରତିରକ୍ଷା କର୍ମଚାରୀଙ୍କ ସହ ପୁଲିସ୍‌ର ବ୍ୟବହାର ପ୍ରସଙ୍ଗରେ SOP ପ୍ରସ୍ତୁତ ହୋଇଥିବା ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ

୨୦୨୫ ପାଇଁ ପ୍ରକାଶ ପାଇଲା ରାଜ୍ୟ ସରକାରୀ ଛୁଟି ତାଲିକା

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟ ସରକାର ମଙ୍ଗଳବାରରେ ୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି କରିଛନ୍ତି। ୨୦୨୫ ଇଂରାଜୀ ବର୍ଷରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ୨୬ଟି ସରକାରୀ ଛୁଟିଦିନ ଓ ୮ଟି ଇଚ୍ଛାଧୀନ ଛୁଟି(ଯେକୌଣସି ଗୋଟିଏ ଦିନ) ମିଳିବ। ଅବଶ୍ୟ ଏହି ସମସ୍ତ ଛୁଟିରେ ରବିବାର,

ରାଜ୍ୟରେ ୩ ବିଶ୍ବବିଦ୍ୟାଳୟରେ ଖୁବ୍ ଶୀଘ୍ର ନିଯୁକ୍ତି ହେବେ କୁଳପତି

ଭୁବନେଶ୍ୱର(ରାଜ୍ୟକାହାଣୀ) ଚଳିତ ମାସରେ ଓଡ଼ିଶାର ତିନି ବିଶ୍ୱ ବିଦ୍ୟାଳୟର କୁକପତିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଉତ୍କଳ ବିଶ୍ୱ ବିଦ୍ୟାଳୟ, ରମାଦେବୀ ଦେବୀ ବିଶ୍ୱ ବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସରିବ କାର୍ଯ୍ୟକାଳ| ଏହି ୩ ବିଶ୍ବବିଦ୍ୟାଳୟରେ

ପୁଣି ଅଭିନେତା ମନୋଜଙ୍କ ନାଁରେ ଏତଲା

ଭୁବନେଶ୍ୱର(ରାଜ୍ୟକାହାଣୀ) ପୁଣି ଅଡୁଆରେ ପଡିଲେ ଅଭିନେତା ମନୋଜ ମିଶ୍ର । ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା । ଏତଲା ଦେଲା ଓଡ଼ିଆ ସିନେମା ଓ ଟିଭି ନିର୍ଦେଶକ ସଙ୍ଘ ।ଏହି ମାମଲାରେ ସଙ୍ଘର ସଭାପତି ସବ୍ୟସାଚୀ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଯେକୌସି

ଡିଜିଟାଲ୍ ଟିକେଟ୍ ପାଇଁ ଓଏନ୍‌ଡ଼ିସି ପ୍ଲାଟଫର୍ମରେ ଯୋଡ଼ିହେଲା କ୍ରୁଟ୍

ଚାଲୋ ମୋବିଲିଟି ପ୍ରାଇଭେଟ୍ ଲିମିଟେଡ଼୍ ହେଉଛି ମୋ ବସ୍ ଟିକେଟ୍ କ୍ରୟର ବିକଳ୍ପ ଦେଉଥିବା ପ୍ରଥମ ସଂସ୍ଥା। ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ (ONDC) ପ୍ଲାଟଫର୍ମରେ ଡିଜିଟାଲ୍ ଟିକେଟ୍ ବିକ୍ରେତା ଭାବରେ ପଞ୍ଜିକୃତ

ଟାଟୁ କରି ଏଚ୍ଆଇଭି ସଂକ୍ରମଣ ହେଲେ ଗର୍ଭବତୀ ମହିଳା 

ଭୁବନେଶ୍ୱର(ରାଜ୍ୟକାହାଣୀ)ଟାଟୁ କରି ଏଚଆଇଭି ସଂକ୍ରମଣର ଶିକାର ହୋଇଛନ୍ତି ୬୮ ମହିଳା । ଗାଜିଆବାଦରେ ୬୮ ମହିଳା ଏଚଆଇଭି ସଂକ୍ରମିତ ହେବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି । ସଂକ୍ରମିତ ମହିଳାଙ୍କ ମଧ୍ୟରେ ଗର୍ଭବତୀ ଥିବା ଜଣାପଡିଛି । ଏହି ମହିଳାଙ୍କୁ ସଂକ୍ରମଣର

ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ଶେଷ ତାରିଖ: ଅଚଳ ହୋଇଯିବ ପାନ୍ କାର୍ଡ

ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଅନୁରୋଧ କରିଛି। ଏହା କରିବାରେ ବିଫଳ ହେଲେ ପାନ୍ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହା କାରବାର ସମସ୍ୟା ଏବଂ ଅନ୍ୟାନ୍ୟ ଜଟିଳତା ସୃଷ୍ଟି

ଶ୍ରୀମନ୍ଦିର ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା

ଭୁବନେଶ୍ୱର(ରାଜ୍ୟକାହାଣୀ)ପୁଣି ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା। ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ମହିଳା ଜଣକ ପଳାଇଛନ୍ତି। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୁଲିସ୍‌। ମହିଳା ଜଣକ ଚାଇନିଜ୍‌ ଭାଷାରେ କଥା ହେଉଥିବା ଜଣାପଡ଼ିଛି। କେମିତି ମହିଳା ଜଣକ ଭିତରକୁ

କୁକୁର ଖୋଜିଲେ ମିଳିବ ୫୦ ହଜାର

ଉତ୍ତର ପ୍ରଦେଶର ଆଗ୍ରାରେ ଏକ କୁକୁର ନିଖୋଜ ହେବା ଖବର ଚର୍ଚ୍ଚାର ବିଷୟ ହୋଇଛି । ଖାସ୍ କଥା ହେଉଛି, ନିଖୋଜ କୁକୁରକୁ ଖୋଜି ଆଣିଲେ ୫୦ ହଜାର ଟଙ୍କା ନଗଦ ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ଘଟଣାଟି କିଛି ଏମିତି ଆଗ୍ରା ବୁଲିବାକୁ ଆସିଥିବା ଦମ୍ପତିଙ୍କ ପୋଷା କୁକୁରଟି ୫

ଦୁଇ କୁଣିଆଙ୍କ ଗଳା କାଟି ନିଜ ତଣ୍ଟି କାଟିଲା ଯୁବକ 

ଭୁବନେଶ୍ୱର(ରାଜ୍ୟକାହାଣୀ) କୁଣିଆ ହୋଇ ଆସୁଥିବା ସଂପର୍କୀୟଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ନନ୍ଦପୁର ଟିକରପଡା ଗାଁରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ ଘଟିଛି । ଛୁରି ଭୁସି ଯୁବକଙ୍କୁ ହତ୍ୟା କରାଯାଇଛି । ଆକ୍ରମଣରେ ଆଉ ଜଣେ ଆହତ ହୋଇଛନ୍ତି । ଛୁରିରେ