ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ। ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟସ୍ତରୀୟ କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀ କୃଷକ

ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍‌ ଓ ଜରିମାନା 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ୍‌ ବୈଠକରେ ନିଯୁକ୍ତି

ନୂଆ ସରକାରରେ ଏଲନ ମସ୍କ ଓ ବିବେକ ରାମାସ୍ୱାମୀ ସାମିଲ ।

ଆମେରିକା କ୍ୟାବିନେଟ୍ ପାଇଁ ଟ୍ରମ୍ପଙ୍କ ପସନ୍ଦ ଭିଭିଆଇପି । ଆମେରିକା ସରକାରରେ ସାମିଲ ହେଲେ ଟେସ୍‌ଲାର ସିଇଓ ଏଲନ ମସ୍କ । ସେହିପରି ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ଦିଆଯାଇଛି। ଏଲନ ମସ୍କ ଓ ରାମାସ୍ୱାମୀଙ୍କୁ ଡିପାର୍ଟମେଣ୍ଟ୍‌ ଅଫ୍‌ ଗଭର୍ଣ୍ଣମେଣ୍ଟ୍‌ ଏଫିସେନ୍ସି (ଡିଓଜିଇ)

ମଞ୍ଚରେ କାନ୍ଦିଲେ କାଉନସିଲର

ଭୁବନେଶ୍ୱର(ରାଜ୍ୟକାହାଣୀ) ନିର୍ବାଚନରେ ପରାଜୟ ପରେ ବିଜେଡିରେ ଦେଖାଦେଲାଣି ଦଳୀୟ ଗୋଷ୍ଠୀକନ୍ଦଳ। ବିଭିନ୍ନ ସ୍ଥାନରେ ଦଳରେ ଫାଟ ସୃଷ୍ଟି ହୋଇ କଳି ପଦାରେ ପଡ଼ିଥିବା ବେଳେ ଏବେ ବାଲେଶ୍ୱର ବିଜେଡିରେ ସମାନ ସ୍ଥିତି ଉପୁଜିଛି। ଦଳୀୟ କନ୍ଦଳ ସାଂଘାତିକ ରୂପ ଧାରଣ କରି ଏବେ ଚର୍ଚ୍ଚାର କାରଣ

ବେଦାନ୍ତ ନେଇଥିବା ଜମି ଫେରି ପାଇବେ ଚାଷୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି । ଘରୋଇ ଭାବେ ଅଧିଗ୍ରହଣ କରାଯାଇଥିବା ଜମି ଫେରସ୍ତ ହେବ । ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି

ଏଣିକି ୭ ବର୍ଷ ପରେ ଜଣେ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ହୋଇପାରିବେ ଇନ୍ସପେକ୍ଟର। 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟ ସରକାର ପୁଲିସ କର୍ମଚାରୀମାନଙ୍କ ପାଇଁ ଏକ ଭଲ ଖବର ଆଣିଛନ୍ତି। ପୁଲିସ ବିଭାଗରେ ପଦୋନ୍ନତି ନେଇ ଏସ୍‌ଆଇମାନଙ୍କ ପାଇଁ ଏହି ଖବର ଆଣିଛନ୍ତି। ଏଣିକି ୭ ବର୍ଷ ପରେ ଜଣେ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ହୋଇପାରିବେ ଇନ୍ସପେକ୍ଟର। ଏସ୍‌ଆଇମାନଙ୍କ

ସବୁଠି ପିଆଜ ଦର ୪୦-୫୦ ଟଙ୍କାରୁ ଆସି ୭୦ ଟଙ୍କା,୩୦ ଟଙ୍କାରେ ପିଆଜ ବିକିବ ନାଫେଡ

ଭୁବନେଶ୍ୱର(ରାଜ୍ୟକାହାଣୀ) କାର୍ତ୍ତିକ ମାସ ପଞ୍ଚୁକରେ ବି ଆକାଶଛୁଆଁ ପିଆଜ ଦର। ଗତ ୧୫ ଦିନ ଭିତରେ କିଲୋ ପିଛା ପାଖାପାଖି ୩୦ ଟଙ୍କା ବଢ଼ିଲାଣି | ଗାଁରୁ ସହର ସବୁଠି ପିଆଜ ଦର ୪୦-୫୦ ଟଙ୍କାରୁ ଆସି ୭୦ ଟଙ୍କାରେ ପହଞ୍ଚିଲାଣି। ପଞ୍ଚୁକରେ ପିଆଜ ରସୁଣର ଚାହିଦା ସେତେ ଅଧିକ ନଥିବା

ଜାନୁଆରିରେ ହିତାଧିକାରୀମାନଙ୍କୁ ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର(ରାଜ୍ୟକାହାଣୀ) ହିତାଧିକାରୀଙ୍କ ପାଇଁ ଖୁସିର ଖବର । ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ।

ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ(ରାଜ୍ୟ କାହାଣୀ) ବେଆଇନ ନିର୍ମାଣ ଉଚ୍ଛେଦ ବା ବୁଲଡୋଜର ଆକ୍ସନ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। କେବଳ ଦୋଷୀ କିମ୍ୱା ଅପରାଧିକ ମାମଲା ଆଧାରରେ କାହାର ଘର ଭଙ୍ଗାଯାଇପାରିବନି। ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ପୂର୍ବରୁ ନିରପେକ୍ଷ ବିଚାର ଜରୁରୀ

ଅସଲି ପୋଲିସ ହାତରେ ଧରା ପଡିଲେ ନକଲି ପୋଲିସ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଅସଲି ପୋଲିସ ହାତରେ ନକଲି ପୋଲିସ । ପୋଲିସ ୟୁନିଫର୍ମ ପିନ୍ଧି , ନକଲି ପରିଚୟପତ୍ର ଦେଖାଇ ଗ୍ରାମବାସୀଙ୍କ ଠାରୁ ଲୁଟୁଥିଲା ଟଙ୍କା । ହେଲେ ସନ୍ଦେହ କରି ଜଣକୁ କାବୁ କଲେ ଗ୍ରାମବାସୀ। ୪ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବାବେଳେ ଗ୍ରାମବାସୀ କାବୁ କରିଥିବା