ଜାନୁଆରୀ ୩୧ ତାରିଖରୁ କଟିଯିବ ଏହିମାନଙ୍କ ରାସନ କାର୍ଡ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଫେବ୍ରୁଆରୀ ୧ ତାରିଖରୁ ଆଉ ମିଳିବନି ଚାଉଳ କିମ୍ବା ଗହମ । ରାସନ କାର୍ଡରେ ଯେଉଁମାନେ eKYC କରିନାହାନ୍ତି ସେମାନଙ୍କର କାର୍ଡ କାଟିଦିଆଯିବ । ଆଉ ଆଗକୁ eKYC କରିବା ପାଇଁ ସୁଯୋଗ ମିଳିବ ନାହିଁ ।ଗତ ସପ୍ତାହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

କେନ୍ଦ୍ର ସରକାରଙ୍କ ବାର୍ଷିକ କ୍ୟାଲେଣ୍ଡରରେ ତୁଳା ବେହେରାଙ୍କ ଫଟୋ

ଭୁବନେଶ୍ୱର(ରାଜ୍ୟକାହାଣୀ) ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। ସେ ପୁଣି କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଜାନୁୟାରୀ ମାସର। ସୂଚନାମୁତାବକ

୩ ବିଧ୍ୱଂସକ ଯୁଦ୍ଧପୋତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁମ୍ବାଇର ଭାରତୀୟ ନୌସେନା ଡକୟାର୍ଡରେ ପହଞ୍ଚି ତିନୋଟି ନୌସେନା ଯୁଦ୍ଧଜାହାଜ-INS ସୁରତ, INS ନୀଳଗିରି ଏବଂ INS ବାଘଶୀରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ନୌସେନା ପାଇଁ ଆଜି ଐତିହାସିକ ଦିନ । ୩ଟି ଯାକ ଯୁଦ୍ଧ ଜାହାଜ ମେଡ୍ ଇନ୍

ଗୁଣିଗାରେଡ଼ି ସନ୍ଦେହରେ ୩ଜଣଙ୍କୁ ହତ୍ୟା ମାମଲା : ୯ ଜଣଙ୍କୁ ଫାଶୀ ବଦଳରେ ଆଜୀବନ ଜେଲ୍

ଭୁବନେଶ୍ୱର(ରାଜ୍ୟକାହାଣୀ) ମୃତ୍ୟୁ ଦଣ୍ଡାଦେଶକୁ କୋହଳ କଲେ ହାଇକୋର୍ଟ | ୯ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରିଛନ୍ତି ହାଇକୋର୍ଟ |ମୃତ୍ୟୁଦଣ୍ଡ ପରିବର୍ତ୍ତେ ହାଇକୋର୍ଟ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି | ଏହିସହିତ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ

ଏହି ରାଜ୍ୟରେ ମାଡୁଛି ରହସ୍ୟମୟ ରୋଗ, ଗଲାଣି ୧୪ ଜଣଙ୍କ ଜୀବନ

ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ଏକ ଛୋଟ ଗାଁ ବଧାଲରେ ଗତ ଗୋଟିଏ ମାସରେ ଏକ ରହସ୍ୟମୟ ରୋଗ ଯୋଗୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଯୋଗୁଁ ଗାଁରେ ଭୟ ଏବଂ ଦ୍ୱନ୍ଦ୍ୱର ପରିବେଶ ସୃଷ୍ଟି ହୋଇଛି। ଏହି ରୋଗ ପ୍ରଥମେ ତିନୋଟି ପରିବାରର ୧୧ ଜଣ ପିଲା ଏବଂ ତିନି ଜଣ ବୟସ୍କଙ୍କୁ ପ୍ରଭାବିତ

୩ ଦିନ ହେଲାଣି ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ।  ଆବଶ୍ୟକ ପଡିଲେ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ସୋମବାର ରାତିରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଭୋଗ ଲାଗିନାହିଁ । ମନ୍ଦିର ପ୍ରଶାସନ ପ୍ରତି ଥର ଭଳି ଏଥର ମଧ୍ୟ ତାଳିପକା ସମାଧାନ ଉଦ୍ୟମ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନି । ମଙ୍ଗଳବାର ରାତିଯାଏଁ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ଦୁଇ ଦିନ ହେଲା ଠାକୁରଙ୍କୁ

ବାଘୁଣୀ ରୂପାର ଧଳା ଛୁଆ ଅସୁସ୍ଥ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ନନ୍ଦନକାନନରେ ଅସୁସ୍ଥ ହେଲା ବାଘୁଣୀ ରୂପାର ଧଳା ଛୁଅ। ମା' ରୂପା ଠାରୁ ଅଲଗା ହେଲେ ଅଢେଇ ମାସର ଛୁଆ । ଜନ୍ତୁ ଲାଳନ ପାଳନ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି ।ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ସୂଚନା ଦେଇଛନ୍ତି । ୨୦୨୪ ନଭେମ୍ବର ୨

କେଜ୍ରିଙ୍କ ବିରୋଧରେ ଚାଲିବ ମନି ଲଣ୍ଡରିଂ ମାମଲା

ଦିଲ୍ଲୀ ମଦ ଦୁର୍ନୀତି ସହିତ ଜଡିତ କଥିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଇଡିକୁ ଅନୁମତି ଦେଇଛି। ପୂର୍ବରୁ, ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅରବିନ୍ଦ

ଏହି ଦିନଠୁ ଅଧିକ ବଢିବ ଥଣ୍ଡା:୨ରୁ ୩ଡିଗ୍ରୀ ହ୍ରାସ ହେବ ତାପମାତ୍ରା

ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ପାଖାପାଖି ରହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ବୁଧବାର ରାଜ୍ୟର କିଛି ସ୍ଥାନରେ ଅଧିକ କୁହୁଡ଼ି ଦେଖାଯାଇଛି । ଆଜି କଳାହାଣ୍ଡି, କନ୍ଧମାଳ

ଆଜିଠୁ ବୟସ୍କକୁ ମିଳିବ ୩୫ ଶହ ଟଙ୍କା ଭତ୍ତା

ଭୁବନେଶ୍ୱର(ରାଜ୍ୟକାହାଣୀ) ସାମିଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା । ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି ।ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ବୃଦ୍ଧଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା ।୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୮୦%