ଶୁକ୍ରବାର ମାଟିରେ ମିଶିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଭାଙ୍ଗିପାରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ଦିନ 12ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ବିଡିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମାଇକ ଯୋଗେ ଆଜି ପ୍ରଚାର କରି ଏଭଳି ଘୋଷଣା କରାଯାଇଛି । ତେବେ ଆଶ୍ରମ ଖାଲି କରିବା

ଏବେ ଶିକ୍ଷକତା କରିପାରିବେ ଦୃଷ୍ଟିବାଧିତ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଏଣିକି ଶିକ୍ଷକ ଚାକିରି ପାଇବାରୁ ବଞ୍ଚିତ ହେବେନାହିଁ ଦୃଷ୍ଟିବାଧିତ। ଦୃଷ୍ଟିବାଧିତ ମାନେ ମଧ୍ୟ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ମାଧ୍ୟମିକ ସ୍କୁଲରେ ଏଲଟିଆର ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଏହି ନିକଟରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ

ଜାନୁଆରୀ ୧୮ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହେବ। 

ଭୁବନେଶ୍ୱର(ରାଜ୍ୟକାହାଣୀ) ୧୮ରୁ ଭିତରକନିକାରେ ପକ୍ଷୀ ଗଣନା । ରାଜନଗର ବନଖଣ୍ଡର ରାଜନଗର,କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଅନୁଷ୍ଠିତ ହେବ ।ଆସନ୍ତାକାଲି ପକ୍ଷୀ ବିଷାରଦ ମାନଙ୍କ ସହିତ ବନ କର୍ମଚାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ

 ଇସ୍ରୋ ରଚିଲା ଇତିହାସ, ସଫଳ ହେଲା ସ୍ପେଶ ଡକିଂ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍‌ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ସହ ସ୍ପେସ୍ ଡକିଂ କ୍ଷେତ୍ରରେ ବିଶ୍ବର ଚତୁର୍ଥ ଦେଶ

ଆସନ୍ତା ଶିକ୍ଷାବର୍ଷରୁ NEPରେ ହେବ ପାଠପଢ଼ା ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶାର ବିଦ୍ୟାଳୟ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ ପାଠ୍ୟକ୍ରମ

ବିଶ୍ବରେ ଚହଳ ସୃଷ୍ଟି କରିଥିବା କମ୍ପାନୀ ହିଣ୍ଡେନ୍‌ବର୍ଗ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି।

ଅଦାନୀ ଗ୍ରୁପ ଏବଂ ଭାରତୀୟ ପ୍ରତିଭୁତି ବିନିମୟ ବୋର୍ଡ(ସେବି) ବିରୋଧରେ ବିଭିନ୍ନ ତଥ୍ୟ ପ୍ରକାଶ କରି ମୋଦୀ ସରକାରକୁ ବଦନାମ କରିବାକୁ ଅପଚେଷ୍ଟା କରିଥିବା ହିଣ୍ଡେନବର୍ଗ ସଂସ୍ଥା ଶେଷରେ ବନ୍ଦ ହୋଇଛି।ନିଜ କର୍ମଚାରୀଙ୍କୁ ଏକ ମେସେଜ୍ ସେୟାର କରି ନାଥାନ କହିଛନ୍ତି, ଅନେକ ଆଲୋଚନା

HMPV ପରେ ଏବେ ଲୋକଙ୍କ ଜୀବନ ନେବା ଆରମ୍ଭ କଲାଣି ‘ମାରବର୍ଗ’ ଭାଇରସ୍ । 

କରୋନା ଭାଇରସ୍ ଆସିଥିଲା ଯେ, ଏବେ ଯାଏଁ ଏହାର ନାଁ ଶୁଣିଲେ ଡର ଲାଗୁଛି। ଏବେ ଆଉ ଏକ ଭୟଙ୍କର ଭାଇରସ ଡରାଇବାକୁ ଆରମ୍ଭ କଲାଣି। ତାଞ୍ଜାନିଆରେ ୮ ଜଣଙ୍କ ମୃତ୍ୟୁ ପରେ ସତର୍କ ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) । ଉତ୍ତର ତାଞ୍ଜାନିଆର ଏକ ଦୁର୍ଗମ ଅଞ୍ଚଳରେ ମାରବର୍ଗ ଭାଇରସରେ

ଉଦୟଗିରି-ରତ୍ନଗିରିରେ ବିଶ୍ୱ ବୌଦ୍ଧ ସମ୍ମିଳନୀ,ଯୋଗ ଦେଲେ ୧୭ଟି ଦେଶର ୧,୫୦୦ ଧର୍ମାବଲମ୍ବୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଉଦୟଗିରି-ରତ୍ନଗିରିରେ ଆରମ୍ଭ ହୋଇଛି ବିଶ୍ୱ ବୌଦ୍ଧ ସମ୍ମିଳନୀ । ୧୭ଟି ଦେଶର ପ୍ରାୟ ୧,୫୦୦ ଧର୍ମାବଲମ୍ବୀଙ୍କ ଯୋଗଦାନ କରିଛନ୍ତି । ସ୍ନେହ, ପ୍ରେମ ଏବଂ ଶ୍ରଦ୍ଧାର ବାର୍ତ୍ତା ନେଇ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ

ରବିବାର ଯାଏ ବିଶେଷ ଶୀତ ଅନୁଭୂତ ହେବନି ।

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରୁ କମ୍ ହୋଇଛି ଶୀତ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଏଥିପାଇଁ ଆଉ ଶୀତ ଅନୁଭୂତ ହେଉନି । ଆହୁରି ୪ ଦିନ ଏଭଳି ସ୍ଥିତି ରହିବ । ରବିବାର ଯାଏ ବିଶେଷ ଶୀତ ଅନୁଭୂତ ହେବନି । କାଁ ଭାଁ କିଛି ସ୍ଥାନରେ ଶୀତ ଅନୁଭୂତ

ସୈଫ ଅଲ୍ଲୀ ଖାନଙ୍କୁ ଘରେ ପଶି ଆକ୍ରମଣ କଲେ ଦୁର୍ବୃତ୍ତ

ବଲିଉଡ୍‌ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର ସକାଳ ୩ଟାରେ ଏଭଳି କାଣ୍ଡ ଘଟାଇଛନ୍ତି। ୨/୩ ଥର ତାଙ୍କୁ ଛୁରାମାଡ଼ କରାଯାଇଛି। ଘଟଣା ପରେ ସୈଫଙ୍କୁ ସ୍ଥାନୀୟ ଲୀଳାବତୀ ହସ୍ପିଟାଲରେ