କାହିଁକି ହେଲା ସୁଭଦ୍ରା ଯୋଜନାରେ ୨ ହଜାର ଆବେଦନ ରିଜେକ୍ଟ 

ଭୁବନେଶ୍ୱର(ରାଜ୍ୟକାହାଣୀ) ସୁଭଦ୍ରା ଯୋଜନାରେ ୨ ହଜାର ଆବେଦନ ରିଜେକ୍ଟ ହୋଇଛି । ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । କାଲି ରାତି ସୁଦ୍ଧା ୯୭ ହଜାର ହିତାଧିକାରୀଙ୍କ ପେଣ୍ଡିଙ୍ଗ ଥିଲା । ଆଜିର ରିପୋର୍ଟ ଅନୁସାରେ ଶତପ୍ରତିଶତ ଆବେଦନ କ୍ଲିୟର ହୋଇଛି । କେବଳ ଆକାଉଣ୍ଟ ଭୁଲ୍‌ଭଟକା ଯୋଗୁଁ ୨ ହଜାର ରିଜେକ୍ଟ ହୋଇଛି । ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି, ଆଉ ପେଣ୍ଡିଂ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

9 + 14 =