କେନ୍ଦ୍ରାପଡ଼ାରୁ ଧରା ପଡ଼ିଛି ଏକ ସନ୍ଦିଗ୍ଧ ପାରା। 

ଭୁବନେଶ୍ୱର(ରାଜ୍ୟକାହାଣୀ)ମଝି ସମୁଦ୍ରରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା । ପାରାର ୨ ଗୋଡରେ ଟ୍ୟାଗ ଲଗାଯିବା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଥିଲା। ଟ୍ୟାଗରେ CHN-19-2024 ଲେଖା ରହିବା ସହିତ 988822 ବିଶିଷ୍ଟ ନମ୍ବର ମଧ୍ୟ ଉଲ୍ଲେଖ ରହିଥିଲା। ପାରାଟି ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର ହୋଇଥିଲା। ତେବେ ପାରାଟିକୁ ବନ ବିଭାଗ ୨ ଦିନ ରଖିବା ପରେ ଛାଡି ଦେଇଥିବା ଜଣାପଡିଛି। । କେନ୍ଦ୍ରାପଡା ମହାକାଳପଡାରେ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ଏହି ପାରାକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଥିଲେ  । 

Leave A Reply

Your email address will not be published.

nineteen − eight =