OPSC ପ୍ରିଲିମନାରୀ ପରୀକ୍ଷାର ତାରିଖ ସହ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି। 

ଭୁବନେଶ୍ୱର(ରାଜ୍ୟକାହାଣୀ)  ଓଡିଶା ଲୋକସେବା ଆୟୋଗ ୨୦୨୩ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା କରିଛି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଓପିଏସ୍‌ସି ପ୍ରିଲିମନାରୀ ପରୀକ୍ଷାର ତାରିଖ ସହ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର 27ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା ଆରମ୍ଭ ହେବ। ପାଞ୍ଚଟି ଜୋନ୍- ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ କରାଯିବ।ସମୟ: ସକାଳ 10ରୁ 12ଟା (ଜେନେରାଲ୍ ଷ୍ଟଡିଜ୍ ପେପର 1)ସମୟ: ଦ୍ୱିପ୍ରହର 1:30ରୁ 3:30 (ଜେନେରାଲ୍ ଷ୍ଟଡିଜ୍ ପେପର 2)

Leave A Reply

Your email address will not be published.

twenty − 7 =