କେଉଁଦିନ ପାଳିବେ ସରସ୍ୱତୀ ପୂଜା । ୨ ନା ୩ ତାରିଖରେ ପାଳିବେ ଦେଖାଦେଲାଣି ଦ୍ୱନ୍ଦ୍ୱ । 

ଭୁବନେଶ୍ଵର ( ରାଜ୍ୟ କାହାଣୀ) ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ। ୨ ନା ୩ ତାରିଖ କେଉଁ ଦିନ ପାଳିବେ ସରସ୍ବତୀ ପୂଜା ଉଠିଲାଣି ପ୍ରଶ୍ନ।କେଉଁ ପାଞ୍ଜିରେ ୨ ତାରିଖରେ ଶ୍ରୀପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମୀ। ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ପୂର୍ବରୁ ମଧ୍ୟ ପର୍ବ ପାଳନକୁ ନେଇ ଏଭଳି ଦ୍ବନ୍ଦ୍ବ ଦେଖିବାକୁ ମିଳିଛି। ସାରା ଭାରତରେ ୨ ତାରିଖରେ ସରସ୍ୱତୀ ପୂଜା ପାଳନ ହେବା ବେଳେ ଓଡ଼ିଶାରେ ଏହି ଦ୍ୱନ୍ଦ୍ୱ ଭିନ୍ନ ଭିନ୍ନ ପଞ୍ଜିକା ପାଇଁ ଲାଗି ରହିଛି।୨ ତାରିଖ କ୍ୟାଲେଣ୍ଡର ଅନୁଯାୟୀ, ରାଜ୍ୟବାସୀ ପାଳନ କରିବେ ସରସ୍ୱତୀ ପୂଜା।

Leave A Reply

Your email address will not be published.

3 × four =