୨୦୨୪ରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ୧୮୧  ସରକାରୀ ବାବୁ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ୨୦୨୪ ମସିହାରେ ଭିଜିଲାନ୍ସ ଜାଲରେ ମୋଟ୍ ୧୮୧ ସରକାରୀ ବାବୁ ପଡ଼ିଛନ୍ତି । ଚଢାଉ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଲା ଭିଜିଲାନ୍ସ । ତେବେ ସରକାରୀ ବାବୁଙ୍କ ମଧ୍ୟରୁ ୫୦ ଜଣ କ୍ଲାସ୍ ୱାନ୍ ଅଫିସର ରହିଛନ୍ତି । ୬ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ପୋଲିସ, ୫ଡାକ୍ତର, ୩ବନ ଅଧିକାରୀ ଜାଳରେ ପଡିଛନ୍ତି । ଜବତ ହୋଇଛି ୧୩୧ କୋଟିର ଆୟ ବହିର୍ଭୂତ ସମ୍ପତ୍ତି । ୭୯୨ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ ହୋଇଛି । ୨୫ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।  । ୬୦ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ୩୮ ଜଣଙ୍କ ପତ୍ନୀ ସହଅଭିଯୁକ୍ତ ରହିଛନ୍ତି । ୧୦୫ ଦୋଷୀ ସାବ୍ୟସ୍ତ, ଦଣ୍ଡବିଧାନ ହାର ୫୦ ପ୍ରତିଶତ ରହିଛି ।

Leave A Reply

Your email address will not be published.

1 + 8 =