ପ୍ରବାସୀ ଭାରତୀୟ ସମ୍ମିଳନୀ ,ଲୋକଙ୍କ ଘରେ ରହିପାରିବେ  ବିଦେଶୀ ଅତିଥି

ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ଚଳିତ ଥର ହେବ ହୋମ ଷ୍ଟେ ବ୍ୟବସ୍ଥା, ଲୋକଙ୍କ ଘରେ ରହିବେ ଅତିଥି। ଲୋକେ ନିଜ ଘରେ ପ୍ରବାସୀ ଅତିଥି ମାନଙ୍କୁ ରଖିବାକୁ ରଖିବାକୁ ପୋର୍ଟାଲ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ। ଆସନ୍ତା ଜାନୁଆରୀ ୮ରୁ ୧୦, ୩ ଦିନ ଧରି ଭୁବନେଶ୍ବରରେ ଚାଲିବ ପ୍ରବାସୀ ଭାରତୀୟ ଦିବସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ହାଇ ପାୱାର କମିଟି ବୈଠକ ସରିଛି । ଆମର ସୌଭାଗ୍ୟ ଯେ ଏଥର ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ । ଓଡ଼ିଶା ଅତିଥି ଦେବୋ ଭବରେ ବିଶ୍ବାସ କରେ । ନୂଆ ବର୍ଷ ନୂଆ ଉଦ୍ଦୀପନା ଦେବ । 

Leave A Reply

Your email address will not be published.

one + thirteen =