୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି। 

 ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର। ଏକ ସବ ପ୍ଲଟ ରେଜିଷ୍ଟ୍ରେସନ କରାଇ ଦେବାକୁ ନେଉଥିଲେ ଲାଞ୍ଚ। ସବ ପ୍ଲଟର ବିକ୍ରୟ କବଲା ପାଇଁ ମାଗିଥିଲେ ୨୦ ହଜାର ଟଙ୍କା ।  ଲାଂଚ ଟଙ୍କା ଜବତ କରିଛି ଭିଜିଲାନ୍ସ ।  ବର୍ତମାନ ଦେବଯାନୀଙ୍କୁ ଅଟକ ରଖି ଭିଜିଲାନ୍ସ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଚଢ଼ାଉ କରୁଛି।

Leave A Reply

Your email address will not be published.

3 × 1 =