ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା’।

କଟକ (ରାଜ୍ୟକାହାଣୀ)କଟକ ସାଲେପୁର ଜଗତପୁର ଥାନା ଅଧୀନ ଆତୋଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ ଅଶାନ୍ତି କାରଣରୁ ଘର ବନ୍ଦ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା । ସୂଚନା ମୁତାବକ ଗତକାଲି ସନ୍ଧ୍ୟା ଶୁଚିଶ୍ମିତା ତାଙ୍କ ଦୁଇ ବର୍ଷର ଝିଅକୁ ଘର କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ଆତ୍ମ ହତ୍ୟା ଉଦ୍ୟମ କରିଥିଲେ । ଚିତ୍କାର ଶୁଣି  ପଡିଶା କବାଟ ଭାଙ୍ଗି ମା ଓ ଝିଅ କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।ତେବେ ଆଜି ଶିଶୁ କନ୍ୟା ପରେ ଡାକ୍ତରଖାନାରେ ମାଆର ବି ମୃତ୍ୟୁ ହୋଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Leave A Reply

Your email address will not be published.

seventeen + 3 =