ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀର ଯୁବତୀଙ୍କୁ ଟ୍ରାପ କଲା ଜମ୍ମୁକାଶ୍ମୀରର ଯୁବକ । ଓଡିଆ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ଅଭିଯୁକ୍ତ କାଶ୍ମୀର ଯୁବକ ମହିଳା ଥାନାରେ ଅଟକ ରଖାଯାଇଛି । ଅନଲାଇନ ଗେମରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ହୋଇଥିଲା ଯୁବକଙ୍କର । କାଶ୍ମୀରରୁ ଭୁବନେଶ୍ୱର ଆସିଥିବା ଯୁବକଙ୍କୁ ଉଠାଇ ନେଲା ପୋଲିସ ା ମୋବାଇଲରେ ବ୍ଲାକମେଲ କରି ସୁଟ କରୁଥିଲା । ଓଡିଆ ଯୁବତୀଙ୍କୁ ଯୁବକ ଜଣଙ୍କ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଉଥିଲା । ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କ ବାପା ମା ଙ୍କୁ ଭିଡିଓ ପଠାଇଥିଲା । ବ୍ଲାକମେଲ କରି ୫ଲକ୍ଷ ଟଙ୍କା ନେଇଥିଲା । ଅଭିଯୁକ୍ତ ଜଣଙ୍କ ସମୀର ମନସୁର ଜମ୍ମୁକଶ୍ମୀରର । ୧୬୧ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ମନସୁରକୁ ଗିରଫ କରିଛି କମିଶନରେଟ ପୋଲିସ ।