ବାତ୍ୟା ପାଇଁ ଓଏଏସ ପ୍ରିଲିମ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ଭୁବନେଶ୍ୱର(ରାଜ୍ୟକାହାଣୀ) ସ୍ଥଗିତ OCS ପ୍ରିଲିମିନାରୀ ପରୀକ୍ଷା । ବାତ୍ୟା ‘ଦାନା’ ପାଇଁ OPSCର ପଦକ୍ଷେପ । OCS ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ରଖିଲା OPSC । ଆସନ୍ତା ୨୭ରେ ହେବାର ଥିଲା OCS ପ୍ରିଲିମିନାରୀ ପରୀକ୍ଷା । ପରବର୍ତ୍ତୀ ତାରିଖ ଆସନ୍ତା ୭ ଦିନ ମଧ୍ୟରେ ଘୋଷଣା ହେବ ।ଅନ୍ୟପଟେ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀ ସୁରକ୍ଷା ନିମନ୍ତେ ୧୭୮ଟି ଟ୍ରେନ ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୯୬ଟି ଟ୍ରେନ୍‌ ବାତିଲ କରାଯାଇଛି। ଏଥିମଧ୍ୟରେ ଅପ୍‌ ଟ୍ରେନ ୯୪ ଏବଂ ଡାଉନ ଟ୍ରେନ ୧୦୩ଟି ବାତିଲ କରାଯାଇଛି।

Leave A Reply

Your email address will not be published.

nineteen + nine =